ମିସାଇଲ ମାଡ଼ କରି ଜାହାଜ ବୁଡ଼ାଇ ଦେଲା ନୌସେନା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ନୌସେନାର ଯୁଦ୍ଧାଭ୍ୟାସ ବେଳର ଗୋଟିଏ ଭିଡିଓ ଏବେ ସାମ୍ନାକୁ ଆସିଛି। ଆରବ ସାଗରରେ ମୁତୟନ ଭାରତୀୟ ନୌସେନା ଶତ୍ରୁ ପକ୍ଷରୁ ଜାହାଜକୁ କେମିତି ମିସାଇଲ ମାଡ଼ କରି ଛିନଛତ୍ର କରିବାର କ୍ଷମତା ରଖିଛି, ତାହା ଏହି ଭିଡିଓରୁ ସ୍ପଷ୍ଟ ଜଣାପଡ଼ିଛି। ନୌସେନା ପକ୍ଷରୁ ଚାଲିଥିବା ଯୁଦ୍ଧାଭ୍ୟାସ ବେଳେ ଗୋଟିଏ ଜାହାଜ ବିଧ୍ୱଂସକାରୀ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। ମିସାଇଲଟି ଉତକ୍ଷେପଣ ହେବା ପରେ ତା’ ଟାର୍ଗେଟରେ ଥିବା ଗୋଟିଏ ପୁରୁଣା ତୋପକୁ ହିଟ୍ କରି ଏହାକୁ […]

u

u

Hemant Lenka
  • Published: Friday, 23 October 2020
  • Updated: 23 October 2020, 03:19 PM IST

ନୂଆଦିଲ୍ଲୀ: ନୌସେନାର ଯୁଦ୍ଧାଭ୍ୟାସ ବେଳର ଗୋଟିଏ ଭିଡିଓ ଏବେ ସାମ୍ନାକୁ ଆସିଛି। ଆରବ ସାଗରରେ ମୁତୟନ ଭାରତୀୟ ନୌସେନା ଶତ୍ରୁ ପକ୍ଷରୁ ଜାହାଜକୁ କେମିତି ମିସାଇଲ ମାଡ଼ କରି ଛିନଛତ୍ର କରିବାର କ୍ଷମତା ରଖିଛି, ତାହା ଏହି ଭିଡିଓରୁ ସ୍ପଷ୍ଟ ଜଣାପଡ଼ିଛି।

ନୌସେନା ପକ୍ଷରୁ ଚାଲିଥିବା ଯୁଦ୍ଧାଭ୍ୟାସ ବେଳେ ଗୋଟିଏ ଜାହାଜ ବିଧ୍ୱଂସକାରୀ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। ମିସାଇଲଟି ଉତକ୍ଷେପଣ ହେବା ପରେ ତା’ ଟାର୍ଗେଟରେ ଥିବା ଗୋଟିଏ ପୁରୁଣା ତୋପକୁ ହିଟ୍ କରି ଏହାକୁ କେମିତି ଗଭୀର ସମୁଦ୍ରରେ ବୁଡ଼ାଇ ଦେଉଛି, ତା’ର ଦୃଶ୍ୟ ରହିଛି। ଖୋଦ ନୌସେନା ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି।
https://twitter.com/i/status/1319479138504245248

ସୂଚନା ଅନୁସାରେ, ଆଇଏନଏସ୍‌ ପ୍ରବଲରୁ ହିଁ ଏପରି ମିସାଇଲ ମାଡ଼ କରାଯାଇଛି। ନୌସେନାର ଯୁଦ୍ଧାଭ୍ୟାସରେ ଆଇଏନଏସ୍‌ ପ୍ରବଲ ସହ ଆଇଏନଏସ୍‌ ବିକ୍ରମାଦିତ୍ୟ ଓ ଏକାଧିକ ଯୁଦ୍ଧ ଜାହାଜ, ଆକ୍ରମଣ କରିବାର କ୍ଷମତା ରଖିଥିବା ହେଲିକପ୍ଟର, ବିମାନ ଏବଂ ଅନ୍ୟାନ୍ୟ ଯୁଦ୍ଧ ଜାହାଜ ସାମିଲ ହୋଇଥିଲେ।

ଯୁଦ୍ଧାଭ୍ୟାସ ବେଳେ ଆଇଏନଏସ୍‌ ପ୍ରବଲରୁ ମିସାଇଲ ମାଡ଼ ହୋଇଥିଲା। ମିସାଇଲଟି ତା’ର କ୍ଷମତା ଅନୁଯାୟୀ ଦୂରତା ଅତିକ୍ରମ କରି ଗୋଟିଏ ପୁରୁଣା ତୋପକୁ ଧ୍ୱଂସ କରି ବୁଡ଼ାଇ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story