ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ: ମୁମ୍ବାଇ ଆକ୍ରମଣରେ ପାକିସ୍ତାନ ଆତଙ୍କବାଦୀଙ୍କ ହାତ

ଶେଷରେ ମାନିଲା ପାକିସ୍ତାନ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିଲା। ଏଭଳି  ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ପାକିସ୍ତାନର ଖବରକାଗଜ ଦି ଡନକୁ ଇଣ୍ଟର୍ଭ୍ୟୁ ଦେଇ ସେ ଏଭଳି ଖୁଲାସା କରିଛନ୍ତି। ପାକିସ୍ତାନରେ ଏବେ ବି ଆତଙ୍କୀ ସଂଗଠନ ସକ୍ରିୟ ଅଛନ୍ତି। ଆମେ କଣ ସେମାନଙ୍କୁ ପୁଣିଥରେ ସୀମା ପାର କରି ମୁମ୍ବାଇରେ ୧୫୦ ଜଣ ଲୋକଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ […]

dc-Cover-bmon3070v174d6sjlm0ipqtgc1-20160218173050.Medi

Rakesh Mallick
  • Published: Saturday, 12 May 2018
  • Updated: 12 May 2018, 06:23 PM IST

Sports

Latest News

ଶେଷରେ ମାନିଲା ପାକିସ୍ତାନ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିଲା। ଏଭଳି  ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ପାକିସ୍ତାନର ଖବରକାଗଜ ଦି ଡନକୁ ଇଣ୍ଟର୍ଭ୍ୟୁ ଦେଇ ସେ ଏଭଳି ଖୁଲାସା କରିଛନ୍ତି। ପାକିସ୍ତାନରେ ଏବେ ବି ଆତଙ୍କୀ ସଂଗଠନ ସକ୍ରିୟ ଅଛନ୍ତି। ଆମେ କଣ ସେମାନଙ୍କୁ ପୁଣିଥରେ ସୀମା ପାର କରି ମୁମ୍ବାଇରେ ୧୫୦ ଜଣ ଲୋକଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ପାକିସ୍ତାନରେ ସମାନ୍ତରାଳ ଶାସନ ଚାଲିଥିବା ସରିଫ ସ୍ୱୀକାର କରିଛନ୍ତି। ଦେଶ ଚଳାଇବା ପାଇଁ ଦୁଇ ତିନି ଜଣ ଶାସକଙ୍କର ଆବଶ୍ୟକତା ନାହିଁ। ଏପରି ପ୍ରଥାକୁ ବନ୍ଦ କରିବାକୁ ପଡିବ। ସମ୍ବିଧାନ ଅନୁସାରେ ଜଣେ ହିଁ ଶାସନ କରିପାରିବ ବୋଲି ସରଫ କହିଛନ୍ତି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ନେଇ ଭାରତ ପୂର୍ବରୁ ଦାବି କରି ଆସୁଥିଲା।  ଏପରିକି ଏ ସମ୍ପର୍କିତ ଠୋସ ପ୍ରମାଣପତ୍ର ମଧ୍ୟ ଦାଖଲ କରିଥିଲା। କିନ୍ତୁ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀ ଆକ୍ରମଣରେ କୌଣସି ହାତ ନାହିଁ ବୋଲି ପାକ୍‌ କହି ଆସୁଥିଲା। ୨୦୦୮ ମସିହା ନଭେମ୍ବର ୨୬ରେ ୧୦ଜଣ ଲସ୍କର ଆତଙ୍କୀ ମୁମ୍ବାଇର ତାଜ ହୋଟେଲରେ ପଶି ପ୍ରାୟ ଚାରି ଦିନ ଧରି ପଣବନ୍ଦୀ କରି ରଖିଥିଲେ। ପରେ ସୁରକ୍ଷାକର୍ମୀମାନଙ୍କ ଅପରେସନ ପରେ ପଣବନ୍ଦୀ ମାନଙ୍କୁ ମୁକ୍ତ କରାଯାଇଥିଲା। ଆତଙ୍କବାଦୀ ଆକ୍ରମଣରେ ୧୬୬ଜଣଙ୍କ ମୃତ୍ୟୁ ହେବା ସହ ତିନିଶହରୁ ଅଧିକ ଲୋକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story