ନଜମା ହେପତୁଲ୍ଲା ମଣିପୁରର ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନଜମା ହେପତୁଲ୍ଲାଙ୍କୁ ମଣିପୁରର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହିତ ଆସାମ, ପଞ୍ଜାବ ଏବଂ ଆଣ୍ଡାମାନ ଓ ନିକୋବାର ଦୀପସମୂହରେ ମଧ୍ୟ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି।  ବୁଧବାର ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି କରାଯାଇଛି। ତିନି ଥର ସାଂସଦ ହୋଇଥିବା ବନୱାରୀ ଲାଲ ପୁରୋହିତଙ୍କୁ ଆସାମର ରାଜ୍ୟପାଳ ଓ ବି.ପି ସିଂହ ବଦନୋର୍‌ଙ୍କୁ ପଞ୍ଜାବର ରାଜ୍ୟପାଳ ଭାବେ ନିଯୁକ୍ତ ଦିଆଯାଇଛି।ବିଜେପି ନେତା ଜଗଦୀଶ ମୁଖୀଙ୍କୁ ଆଣ୍ଡାମାନ୍ ଓ […]

najma

najma

Rakesh Mallick
  • Published: Wednesday, 17 August 2016
  • Updated: 18 August 2016, 08:42 AM IST

Sports

Latest News

najmaନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନଜମା ହେପତୁଲ୍ଲାଙ୍କୁ ମଣିପୁରର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହିତ ଆସାମ, ପଞ୍ଜାବ ଏବଂ ଆଣ୍ଡାମାନ ଓ ନିକୋବାର ଦୀପସମୂହରେ ମଧ୍ୟ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି।  ବୁଧବାର ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି କରାଯାଇଛି।

ତିନି ଥର ସାଂସଦ ହୋଇଥିବା ବନୱାରୀ ଲାଲ ପୁରୋହିତଙ୍କୁ ଆସାମର ରାଜ୍ୟପାଳ ଓ ବି.ପି ସିଂହ ବଦନୋର୍‌ଙ୍କୁ ପଞ୍ଜାବର ରାଜ୍ୟପାଳ ଭାବେ ନିଯୁକ୍ତ ଦିଆଯାଇଛି।ବିଜେପି ନେତା ଜଗଦୀଶ ମୁଖୀଙ୍କୁ ଆଣ୍ଡାମାନ୍ ଓ ନିକୋବାର ଦୀପସମୂହର ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଛି।

ନଜମା ହେପତୁଲ୍ଲା ମେଘାଳୟର ରାଜ୍ୟପାଳ ଭି ଶାମୁଗନାଥନଙ୍କ ଠାରୁ ଦାୟିତ୍ୱ ନେବେ। ଭି. ଶାମୁଗନାଥନ ଗତବର୍ଷ ସେପ୍ଟେମ୍ବର ୩୦ ତାରିଖରୁ ମଣିପୁରର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଛନ୍ତି। ନଜମା ହେପତୁଲ୍ଲା ଗତ ଜୁଲାଇ ୧୬ ତାରିଖରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story