ଜମ୍ମୁ-କଶ୍ମୀର ପାଇଁ ଲୋକସଭାରେ ସ୍ୱତନ୍ତ୍ର ସଂକଳ୍ପ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଅବଧିକୁ ଆଉ ୬ ମାସ ବୃଦ୍ଧି କରିବା ପାଇଁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏକ ସଂକଳ୍ପ ଆଗତ କରିଛନ୍ତି। ଲୋକସଭାରେ ଏହି ସଂକଳ୍ପ ଆଗତ କରି ଶ୍ରୀ ଶାହ କହିଛନ୍ତି, “ବର୍ତ୍ତମାନ ଜମ୍ମୁ-କଶ୍ମୀର ବିଧାନସଭା ଭଙ୍ଗା ଯାଇଛି ଓ ନିର୍ବାଚନ କମିଶନ ଚଳିତ ବର୍ଷ ଶେଷ ଆଡ଼କୁ ଏଠାରେ ନିର୍ବାଚନ କରିବେ ବୋଲି କହିଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ୬ […]

q

q

Hemant Lenka
  • Published: Friday, 28 June 2019
  • Updated: 28 June 2019, 03:21 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଅବଧିକୁ ଆଉ ୬ ମାସ ବୃଦ୍ଧି କରିବା ପାଇଁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏକ ସଂକଳ୍ପ ଆଗତ କରିଛନ୍ତି। ଲୋକସଭାରେ ଏହି ସଂକଳ୍ପ ଆଗତ କରି ଶ୍ରୀ ଶାହ କହିଛନ୍ତି, “ବର୍ତ୍ତମାନ ଜମ୍ମୁ-କଶ୍ମୀର ବିଧାନସଭା ଭଙ୍ଗା ଯାଇଛି ଓ ନିର୍ବାଚନ କମିଶନ ଚଳିତ ବର୍ଷ ଶେଷ ଆଡ଼କୁ ଏଠାରେ ନିର୍ବାଚନ କରିବେ ବୋଲି କହିଛନ୍ତି।

ତେଣୁ ବର୍ତ୍ତମାନ ସ୍ଥିତିରେ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ୬ ମାସ ବୃଦ୍ଧି କରିବା ନିତାନ୍ତ ଆବଶ୍ୟକ। ଜୁଲାଇ ୩ରୁ ୬ ମାସ ଯାଏ ଏହା ଲାଗୁ ହେବ। ପ୍ରଥମେ ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଓ ପରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।

ଏହା ସମୟସୀମା ମଧ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ ଲାଗି ପାରିଛି। ଗତଥର ଜମ୍ମୁ-କଶ୍ମୀର ନିର୍ବାଚନ ସମୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। କିନ୍ତୁ ଏବେ ସ୍ଥିତି ବଦଳିଛି। ତେଣୁ ରାଜନୀତିକ ଆଦର୍ଶରୁ ଉପରକୁ ଯାଇ ପ୍ରତିଟି ସଦସ୍ୟ ଏହାକୁ ସମର୍ଥନ କରିବା ଦରକାର।”

ବର୍ତ୍ତମାନ ଲୋକସଭାରେ ଏହାକୁ ନେଇ ବିତର୍କ ଚାଲିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଅମିତ ଶାହ କୌଣସି ଏକ ପ୍ରସଙ୍ଗରେ ଲୋକସଭାରେ ସଂକଳ୍ପ ଆଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story