ଦିଲ୍ଲୀ ହିଂସା ବେଳେ ସାମ୍ବାଦିକଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏକୁ ନେଇ ଜଳୁଥିବା ହିଂସାକାଣ୍ଡର ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଆଜି ଆକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀର ଏକ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିଙ୍କ ଉପରେ ଗୁଳିମାଡ଼ ହୋଇଛି। ସେହିପରି ଜାତୀୟ ଗଣମାଧ୍ୟମ ଏନଡିଟିଭିର ୩ ଜଣ ସାମ୍ବାଦିକ ଓ ଜଣେ କ୍ୟାମେରାମ୍ୟାନଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ମାଡ଼ ମାରିଛନ୍ତି। ଆକ୍ରମଣରେ ଆହତ ସାମ୍ବାଦିକମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ସାମ୍ବାଦିକ ରହିଛନ୍ତି। ସ୍ଥାନୀୟ ଜେକେ ୨୪/୭ ଚ୍ୟାନେଲର ଆକାଶ ମୌଜପୁର […]

enrt

enrt

Hemant Lenka
  • Published: Tuesday, 25 February 2020
  • Updated: 25 February 2020, 05:56 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏକୁ ନେଇ ଜଳୁଥିବା ହିଂସାକାଣ୍ଡର ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଆଜି ଆକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀର ଏକ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିଙ୍କ ଉପରେ ଗୁଳିମାଡ଼ ହୋଇଛି। ସେହିପରି ଜାତୀୟ ଗଣମାଧ୍ୟମ ଏନଡିଟିଭିର ୩ ଜଣ ସାମ୍ବାଦିକ ଓ ଜଣେ କ୍ୟାମେରାମ୍ୟାନଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ମାଡ଼ ମାରିଛନ୍ତି। ଆକ୍ରମଣରେ ଆହତ ସାମ୍ବାଦିକମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ସାମ୍ବାଦିକ ରହିଛନ୍ତି।

ସ୍ଥାନୀୟ ଜେକେ ୨୪/୭ ଚ୍ୟାନେଲର ଆକାଶ ମୌଜପୁର ଅଞ୍ଚଳରେ ଖବର ସଂଗ୍ରହ କରୁଥିଲେ। ହେଲେ ଏହି ସମୟରେ ତାଙ୍କ ଉପରକୁ ଲୋକମାନେ ଗୁଳିମାଡ଼ କରିଛନ୍ତି। ଗୁଳି ତାଙ୍କ ଦେହରେ ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେହିପରି ଉତ୍ତରପୂର୍ବ ଦିଲ୍ଲୀରେ ଖବର ସଂଗ୍ରହ କରୁଥିବା ଏନଡିଟିଭିର ଅରବିନ୍ଦ ଗୁଣଶେଖରଙ୍କୁ କିଛି ଲୋକ ଘେରି ଯାଇ ମାଡ଼ ମାରିବା ସହ ତାଙ୍କ ମୁଣ୍ଡକୁ ଲାଠିରେ ଆକ୍ରମଣ କରିଥିଲେ। ଏହି ସମୟରେ ସୌରଭ ଶୁକ୍ଳା ଏଥିରେ ହସ୍ତକ୍ଷେପ କରିଥିଲେ। ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ପ୍ରବଳ ମାଡ଼ ମାରିଛନ୍ତି। ଏହି ଆକ୍ରମଣରେ ସୌରଭଙ୍କ ଗୋଡ଼ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

ସେହିପରି ଅରବିନ୍ଦଙ୍କ ମୁଣ୍ଡ ଫାଟିଯିବା ସହ ତାଙ୍କର ୩ଟି ଦାନ୍ତ ଝଡ଼ି ଯାଇଛି। ଉଭୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଉତ୍ତରପୂର୍ବ ଦିଲ୍ଲୀର ଆଉ ଏକ ସ୍ଥାନରେ ମହିଳା ସାମ୍ବାଦିକ ମାରିୟମ ଅଲଭିଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିଛନ୍ତି। ତାଙ୍କ ସହ କ୍ୟାମେରାମ୍ୟାନ ଶ୍ରୀନିବାସନ ଜୈନ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଏମାନଙ୍କ ସହ ଥିବା ଅନ୍ୟତମ ସାମ୍ବାଦିକ ସୁଶୀଲ ରାଠେ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରୋଶରୁ ବର୍ତ୍ତି ପାରି ନାହାନ୍ତି।

ଗତକାଲି ମଧ୍ୟ ଏନଡିଟିଭିର ଅକ୍ଷୟ ଡୋଙ୍ଗରେଙ୍କୁ କିଛି ଲୋକ ମାଡ଼ ମାରିବା ସହ ତାଙ୍କ ମାଇକ ଓ କ୍ୟାମେରା ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story