ଲେନିନଙ୍କ ପ୍ରତିମୂର୍ତ୍ତି ଭଙ୍ଗା ପରେ ନେହେରୁଙ୍କ ପ୍ରତିମୂର୍ତ୍ତିରେ କାଳି ବୋଳିଲେ

ନୂଆଦିଲ୍ଲୀ: ଦେଶରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରିବା ଧାରାର ଅାଜି ପୁଣି ଏକ ନଜିର ଦେଖିବାକୁ ମିଳୁଛି ଏଥର ଟାର୍ଗେଟରେ ଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜଓ୍ବାହାରଲାଲ ନେହେରୁ ଘଟଣା ଘଟିଛି ପଶ୍ଚିମ ବଙ୍ଗର ବର୍ଦ୍ଧମାନରେ  ସହରର ଏକ ପ୍ରମୁଖ ଛକରେ ଥିବ ନେହେରୁଙ୍କ ପ୍ରତିମୂର୍ତ୍ତିରେ କେହି ଦୁର୍ବୃର୍ତ୍ତ କାଳି ପକାଇଦେଇଥିବା ଦେଖିବାକୁ ମିଳିଥିଲା ଗତକାଲି ରାତିରେ ଏଭଳି କିଏ କରିଥିବା ଜଣାପଡିଛି ଅାଜି ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଛିବାପରେ ପ୍ରତିମୂର୍ତ୍ତିକୁ ସଫା କରାଯାଇଥିଲା ଉତ୍ତର […]

neher

neher

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 09:54 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରିବା ଧାରାର ଅାଜି ପୁଣି ଏକ ନଜିର ଦେଖିବାକୁ ମିଳୁଛି ଏଥର ଟାର୍ଗେଟରେ ଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜଓ୍ବାହାରଲାଲ ନେହେରୁ ଘଟଣା ଘଟିଛି ପଶ୍ଚିମ ବଙ୍ଗର ବର୍ଦ୍ଧମାନରେ  ସହରର ଏକ ପ୍ରମୁଖ ଛକରେ ଥିବ ନେହେରୁଙ୍କ ପ୍ରତିମୂର୍ତ୍ତିରେ କେହି ଦୁର୍ବୃର୍ତ୍ତ କାଳି ପକାଇଦେଇଥିବା ଦେଖିବାକୁ ମିଳିଥିଲା ଗତକାଲି ରାତିରେ ଏଭଳି କିଏ କରିଥିବା ଜଣାପଡିଛି ଅାଜି ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଛିବାପରେ ପ୍ରତିମୂର୍ତ୍ତିକୁ ସଫା କରାଯାଇଥିଲା ଉତ୍ତର ପୂର୍ବ ରାଜ୍ୟ ତ୍ରିପୁରାରେ ବିଜେପି ସରକାର ଅାସିବାପରେ ପ୍ରତିମୂର୍ତ୍ତି ଉପରେ ଅାକ୍ରମଣ ଜୋର ଧରିଥିଲା ତ୍ରିପୁରା ପରେ ତାମିଲନାଡୁ, କେରଳ ଓ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନମାନଙ୍କରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ପୂର୍ବରୁ ତ୍ରିପୁରାରେ ଲେନିନିଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story