ନୂଆ ମ୍ୟାପକୁ ନେପାଳ ସଂସଦର ଅନୁମୋଦନ, ରହିଛି ଭାରତର କିଛି ଅଂଶ

କାଠମାଣ୍ଡୁ: ଦେଶର ନୂଆ ମାନଚିତ୍ର ଉପରେ ମୋହର ମାରିବା ପାଇଁ ନେପାଳ ସରକାର ଡାକିଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ଶେଷରେ ସଫଳ ହୋଇଛି। ବିତର୍କ ଭୋଟିଂ ଜରିଆରେ ନେପାଳ ସଂସଦରେ ନୂଆ ମ୍ୟାପ ବିଲକୁ ଅନୁମୋଦନ ମିଳିଛି। ଏହି ନୂଆ ମ୍ୟାପରେ ଭାରତର କିଛି ଅଂଶ ରହିଛି। ଭାରତ ସରକାର ଉକ୍ତ ଅଞ୍ଚଳରେ ନିର୍ମାଣ କାମ ଆରମ୍ଭ କରିଥିବାରୁ ଏହାକୁ ନେପାଳ ବିରୋଧ କରିଥିଲା। ଏବେ ନୂଆ ମ୍ୟାପରେ ଉକ୍ତ ଅଞ୍ଚଳକୁ ନିଜର ଦର୍ଶାଇ ଏହାକୁ ପାରିତ କରିଛି। […]

ng

ng

Hemant Lenka
  • Published: Saturday, 13 June 2020
  • Updated: 01 August 2020, 08:20 PM IST

Sports

Latest News

କାଠମାଣ୍ଡୁ: ଦେଶର ନୂଆ ମାନଚିତ୍ର ଉପରେ ମୋହର ମାରିବା ପାଇଁ ନେପାଳ ସରକାର ଡାକିଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ଶେଷରେ ସଫଳ ହୋଇଛି। ବିତର୍କ ଭୋଟିଂ ଜରିଆରେ ନେପାଳ ସଂସଦରେ ନୂଆ ମ୍ୟାପ ବିଲକୁ ଅନୁମୋଦନ ମିଳିଛି। ଏହି ନୂଆ ମ୍ୟାପରେ ଭାରତର କିଛି ଅଂଶ ରହିଛି। ଭାରତ ସରକାର ଉକ୍ତ ଅଞ୍ଚଳରେ ନିର୍ମାଣ କାମ ଆରମ୍ଭ କରିଥିବାରୁ ଏହାକୁ ନେପାଳ ବିରୋଧ କରିଥିଲା। ଏବେ ନୂଆ ମ୍ୟାପରେ ଉକ୍ତ ଅଞ୍ଚଳକୁ ନିଜର ଦର୍ଶାଇ ଏହାକୁ ପାରିତ କରିଛି।

ବିଲ ସପକ୍ଷରେ ୨୭୫ରୁ ୨୫୮ଟି ଭୋଟ ପଡ଼ିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଲ ବିରୋଧରେ କୌଣସି ସାଂସଦ ଭୋଟିଂ କରିନାହାନ୍ତି।

ଭାରତ ଲିପୁଲେଖ, ଲିମପିୟାଧୁରା ଓ କଲାପାନୀକୁ ନିଜର ବୋଲି କହୁଥିବା ବେଳେ ନେପାଳ ମଧ୍ୟ ଏହାକୁ ନିଜର ଅଂଶ ବିଶେଷ ବୋଲି ଦାବି କରୁଛି। ଆଜି ଶେଷରେ ନିଜ ମ୍ୟାପକୁ ସଂଶୋଧନ କରି ଏହାକୁ ନିଜର ଅଂଶ ଭାବେ ବିବେଚନା କରିଛି।

ନେପାଳ ସଂସଦର ମୁଖପାତ୍ର ରୋଜନାଥ ପାଣ୍ଡେ କହିଛନ୍ତି, ମ୍ୟାପ ସଂଶୋଧନ ନେଇ ଆସିଥିବା ବିଲ ଉପରେ ଗୃହରେ ଆଲୋଚନା ହୋଇଥିଲା। ଶେଷରେ ଏହା ଭୋଟିଂ ଜରିଆରେ ପାସ ହୋଇଛି। ନେପାଳରେ କ୍ଷମତାସୀନ ସରକାର ଏହି ବିଲ ଆଣିଥିବା ବେଳେ ଏହାକୁ ବିରୋଧୀ ନେପାଳୀ କଂଗ୍ରେସ ବିରୋଧ କରୁଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ନେପାଳୀ କଂଗ୍ରେସ ବି ଏହାକୁ ସମର୍ଥନ କରିବ ବୋଲି ଘୋଷଣା କରିଥିଲା। ତେଣୁ ସର୍ବସମ୍ମତିକ୍ରମେ ଏହା ପାସ ହୋଇଛି।

ଗତ ମାସରେ ନୂଆ ମ୍ୟାପକୁ ନେପାଳ ସରକାର ସାର୍ବଜନୀନ କରିଥିଲେ। ଏଥିରେ ଉତ୍ତରାଖଣ୍ଡର ଲିପୁଲେଖ ପାସକୁ ନେପାଳ ନିଜର ବୋଲି ଦର୍ଶାଇଛି। ସେହିପରି ୧୮୧୬ ବ୍ରିଟିଶ ଚୁକ୍ତି ଅନୁଯାୟୀ, ଉତ୍ତରାଖଣ୍ଡରେ ଥିବା ଲିପୁଲେଖ ପାସ ନେପାଳର ବୋଲି ସେଠାକାର ସରକାର ଦାବି କରିଛନ୍ତି। ଏହି ଅଞ୍ଚଳରେ ଭାରତ ଓ ନେପାଳ ପ୍ରାୟ ୧୮ଶହ କିମି ସୀମା ଶେୟାର କରିଛନ୍ତି। ସେହିପରି ୧୯୬୨ ଚାଇନା ଯୁଦ୍ଧ ପରଠାରୁ ଭାରତ ସରକାର ଲିମପିୟାଧୁରା ଓ କଲାପାନୀ ସୀମାନ୍ତକୁ ଜଗି ରହିଛି।

ମେ’ ୮ରେ କୈଳାସ ମାନସୋରଭରକୁ ସଂଯୋଗ କରୁଥିବା ଲିପୁଲେଖ ପାସରେ ଭାରତ ସରକାର ରାସ୍ତା କାମ ଆରମ୍ଭ କରିଥିଲେ। ହେଲେ ଏହାକୁ ନେପାଳ ବିରୋଧ କରିଥିଲା। ଏହାଦ୍ୱାରା ନେପାଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ବୋଲି କାଠମାଣ୍ଡୁ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story