ସ୍ୱାଧୀନତା ଦିବସରେ ମୋଦିଙ୍କୁ ଫୋନ କଲେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ତୁ: ଭାରତ ସହ ସୀମା ବିବାଦ ସୃଷ୍ଟି କରିଥିବା ନେପାଳ ଏବେ ବନ୍ଧୁତାର ହାତ ବଢ଼ାଇଛି। ଆଜି ଭାରତର ୭୪ତମ ସ୍ୱାଧୀନତା ଦିବସ ଅବସରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଛନ୍ତି। ଓଲି ଭାରତ ସରକାର ଓ ଦେଶବାସୀଙ୍କୁ ସ୍ୱାଧୀନତା ଦିବସ ଅବସରେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଭାରତ ନିକଟରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେପାଳ ପ୍ରତିପକ୍ଷ ଓଲି […]

ns

ns

Hemant Lenka
  • Published: Saturday, 15 August 2020
  • Updated: 15 August 2020, 07:30 PM IST

Sports

Latest News

କାଠମାଣ୍ତୁ: ଭାରତ ସହ ସୀମା ବିବାଦ ସୃଷ୍ଟି କରିଥିବା ନେପାଳ ଏବେ ବନ୍ଧୁତାର ହାତ ବଢ଼ାଇଛି। ଆଜି ଭାରତର ୭୪ତମ ସ୍ୱାଧୀନତା ଦିବସ ଅବସରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଛନ୍ତି।

ଓଲି ଭାରତ ସରକାର ଓ ଦେଶବାସୀଙ୍କୁ ସ୍ୱାଧୀନତା ଦିବସ ଅବସରେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଭାରତ ନିକଟରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେପାଳ ପ୍ରତିପକ୍ଷ ଓଲି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ମୋଦି ମଧ୍ୟ ନେପାଳକୁ ମହାମାରୀ କରୋନା ସମୟରେ ସବୁ ପ୍ରକାରର ସହଯୋଗ କରିବାକୁ ଭାରତ ପ୍ରସ୍ତୁତ ରହିଥିବା କହିଛନ୍ତି।

ଦୁଇ ଦେଶ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କକୁ ମଧ୍ୟ ମୋଦି ଏହି ଅବସରରେ ମନେ ପକାଇଛନ୍ତି। ଓଲି ତାଙ୍କୁ ଫୋନ କରିଥିବାରୁ ମୋଦି ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ତେବେ ସୀମା ବିବାଦ ସମ୍ପର୍କରେ ଉଭୟ ନେତା କଥା ହୋଇଛନ୍ତି କି ନାହିଁ, ସେକଥା ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story