ହେଲିକପ୍ଟର ଦୁର୍ଘଟଣାରେ ନେପାଳ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ୬ ମୃତ

କାଠମାଣ୍ଡୁ: ନେପାଳର ତେହାରଥୁମ ଜିଲ୍ଲାରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏହି ହେଲିକପ୍ଟରରେ ନେପାଳର ପର୍ଯ୍ୟଟନ ମନ୍ତ୍ରୀ ରବୀନ୍ଦ୍ର ଅଧିକାରୀଙ୍କ ସହ ୬ ଜଣ ଲୋକ ରହିଥିଲେ। ଦୁର୍ଘଟଣା ପରେ ସମସ୍ତଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଧିକାରୀ ତାପଲେଜୁଙ୍ଗ ଠାରୁ ତେହାରଥୁମ ଯାଉଥିଲେ। ତେବେ ଏହି ହେଲିକପ୍ଟରଟି ହଠାତ୍‌ ତଳକୁ ଖସି ପଡ଼ିଥିଲା। ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ମଧ୍ୟ ଜଣାପଡ଼ି ନାହିଁ।

sd

sd

Hemant Lenka
  • Published: Wednesday, 27 February 2019
  • Updated: 27 February 2019, 03:51 PM IST

Sports

Latest News

କାଠମାଣ୍ଡୁ: ନେପାଳର ତେହାରଥୁମ ଜିଲ୍ଲାରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏହି ହେଲିକପ୍ଟରରେ ନେପାଳର ପର୍ଯ୍ୟଟନ ମନ୍ତ୍ରୀ ରବୀନ୍ଦ୍ର ଅଧିକାରୀଙ୍କ ସହ ୬ ଜଣ ଲୋକ ରହିଥିଲେ। ଦୁର୍ଘଟଣା ପରେ ସମସ୍ତଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଧିକାରୀ ତାପଲେଜୁଙ୍ଗ ଠାରୁ ତେହାରଥୁମ ଯାଉଥିଲେ। ତେବେ ଏହି ହେଲିକପ୍ଟରଟି ହଠାତ୍‌ ତଳକୁ ଖସି ପଡ଼ିଥିଲା। ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ମଧ୍ୟ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story