ବିବାଦ ପରେ କରୋନା ଔଷଧକୁ ନେଇ କଥା ବଦଳାଇଲା ରାମଦେବଙ୍କ ପତଞ୍ଜଳୀ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ଔଷଧ ବାହାର କରିଥିବା ନେଇ ବଡ଼ବଡ଼ ଦାବି କରୁଥିବା ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଏବେ କଥା ବଦଳାଇଛି। ଗତ ସପ୍ତାହରେ ଆୟୁର୍ବେଦକୁ ବ୍ୟବହାର କରି ପତଞ୍ଜଳୀ କରୋନାକୁ ୩ରୁ ୧୫ ଦିନ ମଧ୍ୟରେ ଭଲ କରିପାରୁ ଥିବା ଔଷଧ କରୋନିଲ ବାହାର କରିଥିବା ରାମଦେବ ନିଜେ ଘୋଷଣା କରିଥିଲେ। ହେଲେ ସରକାର ଓ ସାଧାରଣ ଲୋକ ଏହାର ପରୀକ୍ଷା ଓ ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇବାରୁ […]

dy

dy

Hemant Lenka
  • Published: Tuesday, 30 June 2020
  • Updated: 30 June 2020, 08:11 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ଔଷଧ ବାହାର କରିଥିବା ନେଇ ବଡ଼ବଡ଼ ଦାବି କରୁଥିବା ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଏବେ କଥା ବଦଳାଇଛି। ଗତ ସପ୍ତାହରେ ଆୟୁର୍ବେଦକୁ ବ୍ୟବହାର କରି ପତଞ୍ଜଳୀ କରୋନାକୁ ୩ରୁ ୧୫ ଦିନ ମଧ୍ୟରେ ଭଲ କରିପାରୁ ଥିବା ଔଷଧ କରୋନିଲ ବାହାର କରିଥିବା ରାମଦେବ ନିଜେ ଘୋଷଣା କରିଥିଲେ।

ହେଲେ ସରକାର ଓ ସାଧାରଣ ଲୋକ ଏହାର ପରୀକ୍ଷା ଓ ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇବାରୁ ବିବାଦ ସୃଷ୍ଟି ହୋଇଥିଲା। ଏପରି କି ଆୟୁଷ ମନ୍ତ୍ରଣାଳୟ ମଧ୍ୟ ପତଞ୍ଜଳୀର କରୋନିଲ ଉପରେ ରୋକ ଲଗାଇଥିଲା। ଶେଷରେ ଆଜି ପତଞ୍ଜଳୀ ନିଜ ଦାବିରୁ ଓହରି ଯାଇଛି।

କରୋନିଲ ମହାମାରୀ କରୋନାକୁ ସଂପୂର୍ଣ୍ଣ ଆରୋଗ୍ୟ ଓ ନିୟନ୍ତ୍ରଣ କରିପାରୁଛି ବୋଲି ପତଞ୍ଜଳୀ ପକ୍ଷରୁ କେବେ ହେଲେ କୁହାଯାଇ ନଥିବା ସଂସ୍ଥା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ରାମଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ପତଞ୍ଜଳୀ ଆୟୁର୍ବେଦର କମ୍ପାନୀର ଏମଡି ଆଚାର୍ଯ୍ୟ ବାଲକ୍ରିଷ୍ଣ କହିଛନ୍ତି, “କମ୍ପାନୀ କେବେ ହେଲେ ପତଞ୍ଜଳୀର କରୋନିଲ କରୋନାକୁ ମାତ ଦେବ ବୋଲି କହି ନଥିଲା। ଆମେ କେବେ ହେଲେ କରୋନିଲ ଦ୍ୱାରା ଜଣେ କରୋନାରୁ ସଂପୂର୍ଣ୍ଣ ସୁସ୍ଥ ହୋଇପାରିବ ବୋଲି ଦାବି କରିନାହୁଁ।

ଆମେ କହିଥିଲୁ ଯେ ଆମେ ଗୋଟିଏ ମେଡିସିନ ତିଆରି କରିଛୁ ଓ ଏହାକୁ ଆମେ କ୍ଲିନିକାଲ କଣ୍ଟ୍ରୋଲଡ ଟ୍ରାଏଲରେ ବ୍ୟବହାର କରିଥିଲୁ, ଯାହା କରୋନା ରୋଗୀଙ୍କୁ ସୁସ୍ଥ କରିଥିଲା। ତେଣୁ ଏହାକୁ ନେଇ କିଛି ବି ଦ୍ୱନ୍ଦ୍ୱ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story