ନୂଆ ମାନବ ସମ୍ବଳ ମନ୍ତ୍ରୀଙ୍କ ଫେକ୍‌ ଡିଗ୍ରୀ!

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟରେ ଫେକ୍‌ ଡିଗ୍ରୀ ବିବାଦ ଥମିବାର ନାଁ ଧରୁନି। ପୂର୍ବରୁ ସ୍ମୃତି ଇରାନୀ ମାନବ ସମ୍ବଳ ମନ୍ତ୍ରୀ ଥିବା ବେଳେ ତାଙ୍କୁ ନେଇ ବିରୋଧୀ ଫେକ୍‌ ଡିଗ୍ରୀ ପ୍ରସଙ୍ଗ ଉଠାଇଥିଲେ। ଏବେ ମୋଦି-୨ ସରକାରରେ ମାନବ ସମ୍ବଳ ମନ୍ତ୍ରୀ ହୋଇଥିବା ରମେଶ ପୋଖରିୟାଲ ନିଶଙ୍କ ମଧ୍ୟ ଫେକ୍‌ ଡିଗ୍ରୀ ମାମଲାରେ ଫସିଛନ୍ତି। ତାଙ୍କ ନାଁ ଆଗରେ ଲାଗିଥିବା ଡକ୍ଟରେଟ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି। ରମେଶ ପୋଖରିୟାଲ ଶ୍ରୀଲଙ୍କାରେ ଥିବା ଏକ […]

wa

wa

Hemant Lenka
  • Published: Saturday, 01 June 2019
  • Updated: 01 June 2019, 02:34 PM IST

Sports

Latest News

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟରେ ଫେକ୍‌ ଡିଗ୍ରୀ ବିବାଦ ଥମିବାର ନାଁ ଧରୁନି। ପୂର୍ବରୁ ସ୍ମୃତି ଇରାନୀ ମାନବ ସମ୍ବଳ ମନ୍ତ୍ରୀ ଥିବା ବେଳେ ତାଙ୍କୁ ନେଇ ବିରୋଧୀ ଫେକ୍‌ ଡିଗ୍ରୀ ପ୍ରସଙ୍ଗ ଉଠାଇଥିଲେ। ଏବେ ମୋଦି-୨ ସରକାରରେ ମାନବ ସମ୍ବଳ ମନ୍ତ୍ରୀ ହୋଇଥିବା ରମେଶ ପୋଖରିୟାଲ ନିଶଙ୍କ ମଧ୍ୟ ଫେକ୍‌ ଡିଗ୍ରୀ ମାମଲାରେ ଫସିଛନ୍ତି। ତାଙ୍କ ନାଁ ଆଗରେ ଲାଗିଥିବା ଡକ୍ଟରେଟ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି।

ରମେଶ ପୋଖରିୟାଲ ଶ୍ରୀଲଙ୍କାରେ ଥିବା ଏକ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରୁ ଗୋଟିଏ ନୁହେଁ ଦୁଇଟି ଡକ୍ଟରେଟ୍‌ ଉପାଧି ପାଇଥିବା ଦାବି କରିଛନ୍ତି। କିନ୍ତୁ ରମେଶ ଯେଉଁ ବିଶ୍ୱବିଦ୍ୟାଳୟ କଥା କହୁଛନ୍ତି, ସେଭଳି କୌଣସି ବିଶ୍ୱବିଦ୍ୟାଳୟ ଶ୍ରୀଲଙ୍କାରେ ପଞ୍ଜିକୃତ ହୋଇନାହିଁ।

ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ୯୦ ଦଶକରେ କଲମ୍ବୋଠାରେ ଥିବା ଓପନ ଇଣ୍ଟରନ୍ୟାଶନାଲ ବିଶ୍ୱବିଦ୍ୟାଳୟ(ଓଆଇୟୁ) ରମେଶଙ୍କୁ ଡକ୍ଟରେଟ୍‌ ଉପାଧି ଦେଇଥିଲା। ସେହିପରି ଏହାର କିଛି ବର୍ଷ ପରେ ରମେଶ ଓଆଇୟୁରୁ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଉ ଗୋଟିଏ ଡକ୍ଟରେଟ୍‌ ଉପାଧି ପାଇଥିବା ଦାବି କରିଛନ୍ତି। ତେବେ ଶ୍ରୀଲଙ୍କାରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଅନୁମତି ଦେଉଥିବା କମିଶନ ଓଆଇୟୁ ନାଁରେ କୌଣସି ଅନ୍ତର୍ଜାତୀୟ କିମ୍ବା ଘରୋଇ ବିଶ୍ୱବିଦ୍ୟାଳୟ ନଥିବା କଥା କହିଛି।

ଅନ୍ୟପକ୍ଷରେ ରମେଶ ପୋଖରିୟାଲ ନିଶଙ୍କ ନିଜ ଜନ୍ମ ତାରିଖ ମଧ୍ୟ ଭିନ୍ନ ଭିନ୍ନ ଦର୍ଶାଇଛନ୍ତି। ତାଙ୍କ ସିଭିରେ ଜନ୍ମ ତାରିଖ ୧୯୫୯ ଅଗଷ୍ଟ ୧୫ ରହିଥିବା ବେଳେ ତାଙ୍କ ପାସପୋର୍ଟରେ ଜନ୍ମ ତାରିଖ ୧୯୫୯ ଜୁଲାଇ ୧୫ ରହିଛି। ଅର୍ଥାତ ଦୁଇଟି ଜନ୍ମ ତାରିଖ ମଧ୍ୟରେ ୩୦ ଦିନ ଏପଟ ସେପଟ ରହିଛି। ଆରଟିଆଇରୁ ଏଭଳି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ତେବେ ଏଭଳି ସମସ୍ତ ଅଭିଯୋଗକୁ ରମେଶଙ୍କ ଅଫିସ ପକ୍ଷରୁ ଖଣ୍ଡନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story