ଆହୁରି ୬ ମାସ ଯାଏ କରୋନା ଦେଖାଇପାରେ ଭୟଙ୍କର ରୂପ: ବିଲ ଗେଟ୍ସ

ୱାଶିଂଟନ: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ମହାମାରୀ କରୋନା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ଆସନ୍ତା ୪ରୁ ୬ ସପ୍ତାହ ପାଇଁ କରୋନା ବେଶ ଚ୍ୟାଲେଞ୍ଜଂ ସ୍ଥିତି ସୃଷ୍ଟି କରିବ। ସେହିପରି ଏହି ସମୟସୀମାରେ କରୋନା ଭାଇରସ ଅତ୍ୟନ୍ତ ଭୟଙ୍କର ରୂପ ନେବ ବୋଲି ସେ କହିଛନ୍ତି। ମାଇକ୍ରୋସଫ୍ଟ ବ୍ୟତୀତ ବିଲ ଗେଟ୍ସ ହେଉଛନ୍ତି ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ ଅଧ୍ୟକ୍ଷ। ଏହି ଫାଉଣ୍ଡେସନ କରୋନା ଟିକାକୁ ବିକଶିତ ଓ ବଣ୍ଟନ କରିବା […]

f

f

Hemant Lenka
  • Published: Monday, 14 December 2020
  • Updated: 14 December 2020, 04:20 PM IST

Sports

Latest News

ୱାଶିଂଟନ: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ମହାମାରୀ କରୋନା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ଆସନ୍ତା ୪ରୁ ୬ ସପ୍ତାହ ପାଇଁ କରୋନା ବେଶ ଚ୍ୟାଲେଞ୍ଜଂ ସ୍ଥିତି ସୃଷ୍ଟି କରିବ। ସେହିପରି ଏହି ସମୟସୀମାରେ କରୋନା ଭାଇରସ ଅତ୍ୟନ୍ତ ଭୟଙ୍କର ରୂପ ନେବ ବୋଲି ସେ କହିଛନ୍ତି। ମାଇକ୍ରୋସଫ୍ଟ ବ୍ୟତୀତ ବିଲ ଗେଟ୍ସ ହେଉଛନ୍ତି ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ ଅଧ୍ୟକ୍ଷ। ଏହି ଫାଉଣ୍ଡେସନ କରୋନା ଟିକାକୁ ବିକଶିତ ଓ ବଣ୍ଟନ କରିବା ପାଇଁ ଦାୟିତ୍ୱ ନେଇଛି।

ସିଏନଏନକୁ ବିଲ ଗେଟ୍ସ କହିଛନ୍ତି, ଦୁଃଖର ସହ କହିବାକୁ ପଡ଼ୁଛି ଯେ ଆହୁରି ୪ରୁ ୬ମାସ ଯାଏ ମହାମାରୀ କରୋନା ଅତ୍ୟନ୍ତ ଭୟଙ୍କର ରୂପ ନେବାର ଆଶଙ୍କା ରହିଛି। Institute for Health Metrics and Evaluationର ପୂର୍ବାନୁମାନ ଅନୁଯାୟୀ, ୬ ମାସ ମଧ୍ୟରେ କରୋନା ଯୋଗୁ ଆଉ ୨ ଲକ୍ଷ ଲୋକ ପ୍ରାଣ ହରାଇ ପାରନ୍ତି। ଯଦି ଆମେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ବଜାୟ ରଖିବା, ତା’ହେଲେ ଆମେ ଏହି ୬ ମାସ ମଧ୍ୟରେ କରୋନା ମୃତ୍ୟୁସଂଖ୍ୟାକୁ ହ୍ରାସ କରିପାରିବା।

୨୦୧୫ରେ ମୁଁ ଯେତେବେଳେ ଏଭଳି ଏକ ମହାମାରୀ ସମ୍ପର୍କରେ ପୂର୍ବାନୁମାନ କରିଥିଲି ସେତେବେଳେ ମୃତ୍ୟୁସଂଖ୍ୟା ଅଧିକ ରହିବ ବୋଲି ଆଶଙ୍କା କରିଥିଲି। ଅବଶ୍ୟ ଆମେ ସେଭଳି ବିପର୍ଯ୍ୟୟ ମାମଲାର ସମ୍ମୁଖୀନ ହୋଇନାହୁଁ। କିନ୍ତୁ ଆମେରିକା ଓ ଅନ୍ୟ ଦେଶର ଅର୍ଥନୀତି ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ିଛି। ୨୦୧୫ରେ ମୁଁ ଯାହା ଆକଳନ କରିଥିଲି, ତା’ଠାରୁ ଯଥେଷ୍ଟ ଅଧିକ ପରିମାଣରେ କରୋନା ଅନେକ ଦେଶର ଅର୍ଥନୀତିକୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି।

କରୋନା ଟିକା ସମ୍ପର୍କରେ ସେ କହିଛନ୍ତି, କରୋନା ଟିକାର ରିସର୍ଚ୍ଚ ପାଇଁ ଆମ ଫାଉଣ୍ଡେସନ ଅନେକ ପୁଞ୍ଜି ଖର୍ଚ୍ଚ କରିଛି। ଆମ ଫାଉଣ୍ଡେସନ ସିଇପିଆଇ ସହ ଭାଗିଦାରୀ କରିଛି। କରୋନା ଟିକା ପାଇଁ ପାଣ୍ଠି ଯୋଗାଣ କରିବା ମାମଲାରେ ଆମେରିକା ପରେ ଏହି ସଂସ୍ଥା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story