ଗ୍ୟାସ ଲିକ୍‌ ଘଟଣା: ଏଲଜି ପଲିମରସକୁ ୫୦ କୋଟିର ଫାଇନ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଠାରେ ଥିବା ଏଲଜି ପଲିମରସ ପ୍ଲାଣ୍ଟକୁ ଗ୍ୟାସ ଲିକ୍‌ ଘଟଣାରେ ବଡ଼ଧରଣର ଆର୍ଥିକ ଶାସ୍ତି ମିଳିଛି। ପ୍ରାଥମିକ କ୍ଷୟକ୍ଷତି ପାଇଁ ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଉକ୍ତ ପ୍ଲାଣ୍ଟକୁ ୫୦ କୋଟି ଟଙ୍କାର ଫାଇନ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ନୋଟିସ୍‌ ଏଲଜି ପଲିମରସ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଅନ୍ୟ ସମସ୍ତ ପକ୍ଷଙ୍କୁ ପଠାଯାଇଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଘଟଣାର ତଦନ୍ତ […]

n

n

Hemant Lenka
  • Published: Friday, 08 May 2020
  • Updated: 08 May 2020, 02:29 PM IST

Sports

Latest News

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଠାରେ ଥିବା ଏଲଜି ପଲିମରସ ପ୍ଲାଣ୍ଟକୁ ଗ୍ୟାସ ଲିକ୍‌ ଘଟଣାରେ ବଡ଼ଧରଣର ଆର୍ଥିକ ଶାସ୍ତି ମିଳିଛି। ପ୍ରାଥମିକ କ୍ଷୟକ୍ଷତି ପାଇଁ ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଉକ୍ତ ପ୍ଲାଣ୍ଟକୁ ୫୦ କୋଟି ଟଙ୍କାର ଫାଇନ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ନୋଟିସ୍‌ ଏଲଜି ପଲିମରସ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଅନ୍ୟ ସମସ୍ତ ପକ୍ଷଙ୍କୁ ପଠାଯାଇଛି।

ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଘଟଣାର ତଦନ୍ତ ଓ କ୍ଷୟକ୍ଷତି ଆକଳ ପାଇଁ ୫ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ମୁଖ୍ୟ ଭାବେ ଜଷ୍ଟିସ ବି ଏସ ରେଡ୍ଡୀଙ୍କୁ ନିଯୁକ୍ତ କରାଯାଇଛି। କମିଟି ଘଟଣାର ତଦନ୍ତ କରି ମେ’ ୧୮ ସୁଦ୍ଧା ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିବ। କମିଟି ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବ ଓ ଏହାପରେ ଇ-ମେଲ ଦ୍ୱାରା ରିପୋର୍ଟ ଦାଖଲ କରିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।

ଗୁରବାର ଭୋର ପାଇଁ ୩.୩୦ରେ ଆରଆର ଭେଙ୍କଟପୁରମଠାରେ ଥିବା ଦକ୍ଷିଣ କୋରିଆର ଏଲଜି ପଲିମରସ ପ୍ଲାଣ୍ଟରେ ଭୟଙ୍କର ଭାବେ ଗ୍ୟାସ ଲିକ ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାର ୨୨ ଘଣ୍ଟା ପରେ ପୁଣିଥରେ ଗ୍ୟାସ ଲିକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story