ଆତଙ୍କବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସଲାଉଦ୍ଦିନଙ୍କ ପୁଅକୁ ଗିରଫ କଲା NIA

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କାଶ୍ମୀର ବିବାଦର ସମାଧାନ ପାଇଁ ମଧ୍ୟସ୍ଥ ନିଯୁକ୍ତ କରିବାର ଗୋଟିଏ ଦିନ ପରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାଉଦ୍ଦିନଙ୍କ ପୁଅ ସାହିଦ ୟୁସୁଫ ଗିରଫ। ଜାତୀୟ ତଦନ୍ତକାରୀ ସଂସ୍ଥା NIA  ସାହିଦ ୟୁସୁଫଙ୍କୁ ଗିରଫ କରିଛି। ୨୦୧୧ ମସିହାର ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ଅର୍ଥ ପ୍ରଦାନ ମାମଲାରେ ସଲାଉଦ୍ଦିନଙ୍କ ପୁଅକୁ ଗିରଫ କରିଛି ଏନଆଇଏ। ଜମ୍ମୁ କାଶ୍ମୀରରେ ଜଣେ ରାଜ୍ୟ ସରକାରୀ କର୍ମଚାରୀ ସାହିଦଙ୍କ ବିରୋଧରେ ଆତଙ୍କବାଦୀ ସଂଗଠନମାନଙ୍କୁ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 06:19 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କାଶ୍ମୀର ବିବାଦର ସମାଧାନ ପାଇଁ ମଧ୍ୟସ୍ଥ ନିଯୁକ୍ତ କରିବାର ଗୋଟିଏ ଦିନ ପରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାଉଦ୍ଦିନଙ୍କ ପୁଅ ସାହିଦ ୟୁସୁଫ ଗିରଫ। ଜାତୀୟ ତଦନ୍ତକାରୀ ସଂସ୍ଥା NIA  ସାହିଦ ୟୁସୁଫଙ୍କୁ ଗିରଫ କରିଛି। ୨୦୧୧ ମସିହାର ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ଅର୍ଥ ପ୍ରଦାନ ମାମଲାରେ ସଲାଉଦ୍ଦିନଙ୍କ ପୁଅକୁ ଗିରଫ କରିଛି ଏନଆଇଏ। ଜମ୍ମୁ କାଶ୍ମୀରରେ ଜଣେ ରାଜ୍ୟ ସରକାରୀ କର୍ମଚାରୀ ସାହିଦଙ୍କ ବିରୋଧରେ ଆତଙ୍କବାଦୀ ସଂଗଠନମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଅଭିଯୋଗ ଆଣିଥିଲେ। ସାଉଦିଆରବରେ ଥିବା ହିଜବୁଲ ସଦସ୍ୟ ଏଜାଜ ଅହମ୍ମଦଙ୍କ ବ୍ୟାଙ୍କ ଖାତାକୁ ସାହିଦ ୟୁସୁଫ ଅର୍ଥ ଜମା କରିଥିବା ଜଣାପ଼ଡିଛି। ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଆତଙ୍କବାଦୀଙ୍କୁ ସାହିଦ ୟୁସୁଫ ଆର୍ଥିକ ସହାୟତା ପ୍ରଦାନ କରୁଥିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଛି।  ୨୦୧୧ର ଏହି ମାମଲାରେ ପୂର୍ବରୁ NIA ୬ ଅଭିଯୁକ୍ତଙ୍କ ବିରୋଧରେ ୨ଟି ଚାର୍ଜସିଟ୍ ଦାଖଲ କରିଛି। ଏହି ୬ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ପୋଲିସ ହେପାଜତରେ ଅଛନ୍ତି। ହିଜବୁଲ୍ ମୁଖ୍ୟ ସଲାଉଦ୍ଦିନ ପାକିସ୍ତାନରେ ଲୁଚି ରହିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story