ପୁଣି ଭାରତକୁ ଫେରିଲା ଭୟଙ୍କର ନିପା ଭାଇରସ୍‌

ନୂଆଦିଲ୍ଲୀ: ଗତବର୍ଷ ୧୭ ଜଣଙ୍କ ଜୀବନ ନେଇଥିବା ଭୟଙ୍କର ‘ନିପା’ (nipah) ଭାଇରସ ପୁଣିଥରେ ଭାରତରେ ପ୍ରବେଶ କରିଛି। ଏହି ଖରାଦିନିଆ ଭାଇରସ ଦ୍ୱାରା କେରଳର ଜଣେ ୨୩ ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଏର୍ଣ୍ଣାକୁଲମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଆଉ ୫୨ ଜଣ ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି। ତେବେ ସେମାନଙ୍କ ଶରୀରରେ ଏଯାଏ ନିପା ସଂକ୍ରମଣ କରି ନଥିବାରୁ ସେମାନଙ୍କୁ ଘରେ ରହିବାକୁ ପରାମର୍ଶ […]

wq

wq

Hemant Lenka
  • Published: Monday, 03 June 2019
  • Updated: 03 June 2019, 05:36 PM IST

Sports

Latest News

ନୂଆଦିଲ୍ଲୀ: ଗତବର୍ଷ ୧୭ ଜଣଙ୍କ ଜୀବନ ନେଇଥିବା ଭୟଙ୍କର 'ନିପା' (nipah) ଭାଇରସ ପୁଣିଥରେ ଭାରତରେ ପ୍ରବେଶ କରିଛି। ଏହି ଖରାଦିନିଆ ଭାଇରସ ଦ୍ୱାରା କେରଳର ଜଣେ ୨୩ ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଏର୍ଣ୍ଣାକୁଲମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଆଉ ୫୨ ଜଣ ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି। ତେବେ ସେମାନଙ୍କ ଶରୀରରେ ଏଯାଏ ନିପା ସଂକ୍ରମଣ କରି ନଥିବାରୁ ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବା କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା ସୂଚନା ଦେଇଛନ୍ତି।

ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କୁ ଶୈଳଜା ସମସ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆମେ ୫୨ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ନିକଟକୁ ପଠାଇଛୁ। ପ୍ରାଥମିକ ରିପୋର୍ଟରୁ ସେମାନଙ୍କ ଶରୀରରେ ନିପା ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ହେଲେ ଆମେ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଯାଇ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବୁ। ଆସନ୍ତାକାଲି ସକାଳ ସୁଦ୍ଧା ଏହି ରିପୋର୍ଟ ଆମର ହସ୍ତଗତ ହେବ।”

ନିପା ଭାଇରସ୍‌ ପଶୁଙ୍କ ଠାରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥାଏ। ଏହାପରେ ନିପା ଭାଇରସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଛୁଇଁବା କ୍ଷଣି ଏହା ଜଣକ ପରେ ଜଣଙ୍କୁ ଆକ୍ରାନ୍ତ କରିଥାଏ। ୧୯୯୮ ମସିହାରେ ପ୍ରଥମେ ମାଲେସିଆର କାଂପୁଂଗ ସୁଂଗଇ ନିପାରେ ଏହି ଭାଇରସ୍‌ ସାମ୍ନାକୁ ଆସିଥିଲା। ତେଣୁ ଏହାକୁ ନିପା ଭାଇରସ୍‌ ନାଁ ଦିଆଯାଇଛି। ପ୍ରଥମେ ଏହାର ପ୍ରଭାବ ଘୁଷୁରୀମାନଙ୍କ ମଧ୍ୟରେ ଦେଖାଦେଇଥିଲା। ୨୦୦୪ ମସିହାରେ ବାଂଲାଦେଶରେ ଏହି ଭାଇରସ୍ ଆତଙ୍କ ସୃଷ୍ଟି ହୋଇଥିଲା।

ଏହି ଭାଇରସ୍‌ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ ଏବଂ ମୁଣ୍ଡରେ ଭୀଷଣ ଯନ୍ତ୍ରଣା ହୋଇଥାଏ। ଠିକ୍‌ ସମୟରେ ଏହାର ଚିକିତ୍ସା ନହେଲେ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ। ଏହି ରୋଗ ପାଇଁ କୌଣସି ଭ୍ୟାକ୍‌ସିନ ବା ପ୍ରତିଷେଧକ ନାହିଁ। ରୋଗୀକୁ ସିଧା ଆଇସିୟୁରେ ରଖି ଚିକିତ୍ସା କରାଯାଏ। ଏହି ରୋଗରୁ ବଞ୍ଚିବା ପାଇଁ ଫଳ, ବିଶେଷ କରି ଖଜୁରୀ ଖାଇବାରୁ ଦୂରେଇ ରହିବା ଦରକାର। ସେହିପରି ଗଛରୁ ତଳେ ପଡ଼ିଥିବା ଫଳ ଖାଇବା ଉଚିତ ନୁହେଁ। ରୋଗୀଣା ଘୁଷୁରୀ ଓ ଅନ୍ୟ ପଶୁଙ୍କଠୁ ଦୂରେଇ ରହିବା ନିହାତି ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story