ନିଲାମ ହେବ ନୀରବଙ୍କ ୩ଟି କମ୍ପାନୀ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ୩ଟି କମ୍ପାନୀର ନିଲାମୀ ପ୍ରକ୍ରିୟା ୩ ମେ’ରୁ ଆରମ୍ଭ ହେବ। ଏହି କମ୍ପାନୀ ଗୁଡ଼ିକ ହେଉଛି ଫାୟରଷ୍ଟାର ଡାଏମଣ୍ଡ ଇଙ୍କ୍, ଏ ଜେଫ୍‌ ଓ ସିନର୍ଜିସ୍‌ କୋର୍ପୋରେସନ୍। ଏବେ ନୀରବ ଆମେରିକାର ନ୍ୟୁୟର୍କ ସହରରେ ରହୁଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନୀରବ ନ୍ୟୁୟର୍କ JW Marriott Essex House କୁ ପୁଣି ଥରେ ଫେରିଛନ୍ତି। ପିଏନ୍‌ବି ଦୁର୍ନୀତିରେ ନୀରବଙ୍କ ନାଁ ଆସିବା […]

nirav

nirav

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 12:32 PM IST

Sports

Latest News

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ୩ଟି କମ୍ପାନୀର ନିଲାମୀ ପ୍ରକ୍ରିୟା ୩ ମେ’ରୁ ଆରମ୍ଭ ହେବ। ଏହି କମ୍ପାନୀ ଗୁଡ଼ିକ ହେଉଛି ଫାୟରଷ୍ଟାର ଡାଏମଣ୍ଡ ଇଙ୍କ୍, ଏ ଜେଫ୍‌ ଓ ସିନର୍ଜିସ୍‌ କୋର୍ପୋରେସନ୍। ଏବେ ନୀରବ ଆମେରିକାର ନ୍ୟୁୟର୍କ ସହରରେ ରହୁଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନୀରବ ନ୍ୟୁୟର୍କ JW Marriott Essex House କୁ ପୁଣି ଥରେ ଫେରିଛନ୍ତି। ପିଏନ୍‌ବି ଦୁର୍ନୀତିରେ ନୀରବଙ୍କ ନାଁ ଆସିବା ପୂର୍ବରୁ ଏହା ତାଙ୍କ ଠିକଣା ଥିଲା। ନୀରବ ସେଠାରେ ଏକ ରୁମ୍ ତାଙ୍କ ନାଁରେ ରେଜିଷ୍ଟ୍ରର କରିଥିବା ଜଣାପଡ଼ିଛି।

ନିକଟରେ ନୀରବ ନ୍ୟୁୟର୍କର ଏକ କୋର୍ଟରେ ଦେବାଳିଆ ଘୋଷଣା କରିବାକୁ ଅପିଲ କରିଛନ୍ତି। ହେଲେ ଆମେରିକା ଟ୍ରଷ୍ଟି ୟୁଲିୟମ କେ. ହ୍ୟାରିଙ୍ଗଟନ୍ ଦାବି କରିଛି ଯେ, ନୀରବ ଦେବାଳିଆ ଘୋଷଣା କରିବାକୁ ଅପିଲ କରି ମଧ୍ୟ ନିଜ କର୍ମଚାରୀଙ୍କୁ ବୋନସ୍‌ ଦେବାକୁ ଚାହୁଁଛନ୍ତି। ଏହା ଉପରେ ୟୁଲିୟମ ଆପତ୍ତି ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story