ପୁଣିଥରେ ନିରବ ମୋଦିଙ୍କ ଜାମିନ୍‌ ଆବେଦନ ଖାରଜ

ଲଣ୍ଡନ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ପଳାତନ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଲଣ୍ଡନର ଏକ କୋର୍ଟ ଝଟ୍‌କା ଦେଇଛନ୍ତି। ତାଙ୍କୁ ଲଣ୍ଡନ ପୁଲିସ୍‌ ଗିରଫ କରିଥିବା ବେଳେ ସେ ଜାମିନ୍‌ ଆବେଦନ କରିଥିଲେ। ହେଲେ କୋର୍ଟ ଆଜି ପୁଣିଥରେ ଏହାକୁ ଖାରଜ କରିଦେଇଛନ୍ତି। ନିରବ ୪ର୍ଥ ଥର ପାଇଁ ଏଭଳି ଜାମିନ୍‌ ଆବେଦନ କରିଥିଲେ। ପୂର୍ବଥର ଗୁଡ଼ିକ ଭଳି ଏଥର ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ନିରବ ମୋଦି […]

ww

ww

Hemant Lenka
  • Published: Wednesday, 12 June 2019
  • Updated: 12 June 2019, 03:45 PM IST

Sports

Latest News

ଲଣ୍ଡନ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ପଳାତନ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଲଣ୍ଡନର ଏକ କୋର୍ଟ ଝଟ୍‌କା ଦେଇଛନ୍ତି। ତାଙ୍କୁ ଲଣ୍ଡନ ପୁଲିସ୍‌ ଗିରଫ କରିଥିବା ବେଳେ ସେ ଜାମିନ୍‌ ଆବେଦନ କରିଥିଲେ। ହେଲେ କୋର୍ଟ ଆଜି ପୁଣିଥରେ ଏହାକୁ ଖାରଜ କରିଦେଇଛନ୍ତି। ନିରବ ୪ର୍ଥ ଥର ପାଇଁ ଏଭଳି ଜାମିନ୍‌ ଆବେଦନ କରିଥିଲେ। ପୂର୍ବଥର ଗୁଡ଼ିକ ଭଳି ଏଥର ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

ନିରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିଲେ। ଏଥିପାଇଁ ଭାରତ ସରକାର ତାଙ୍କୁ ପଳାତକ ଘୋଷିତ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଲଣ୍ଡନର ଏକ କୋର୍ଟ ତାଙ୍କୁ ଜୁନ୍‌ ୨୭ ଯାଏ ପୁଲିସ୍‌ ରିମାଣ୍ଡରେ ପଠାଇବାରୁ ସେ ମେ’ ୩୧ରେ ବ୍ରିଟେନ୍‌ କୋର୍ଟରେ ଜାମିନ୍ ଆବେଦନ କରିଥିଲେ। ଲଣ୍ଡନରେ ଥିବା ରୟାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ ଗତକାଲି ଠାରୁ ନିରବଙ୍କ ଜାମିନ୍‌ ଏବଂ ଭାରତ ସରକାର କରିଥିବା ପ୍ରତ୍ୟର୍ପଣ ଆବେଦନର ଶୁଣାଣି ହୋଇଥିଲା।

ଭାରତ ସରକାରଙ୍କ ପକ୍ଷରୁ ବ୍ରିଟେନ୍‌ର କ୍ରାଉନ୍‌ ପ୍ରୋସିକ୍ୟୁସନ ସର୍ଭିସ୍‌(ସିପିଏସ୍‌) ନିରବଙ୍କୁ ପ୍ରତ୍ୟର୍ପଣ କରାଯାଉ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ଗତକାଲି କୋର୍ଟ ମାମଲାର ଶୁଣାଣି ଶେଷ କରିଥିବା ବେଳେ ଆଜି ରାୟ ଶୁଣାଇବେ ବୋଲି କହିଥିଲେ। ନିରବ ପ୍ରମାଣ ନଷ୍ଟ କରିବାର ଆଶଙ୍କା ଥିବାରୁ କୋର୍ଟ ତାଙ୍କ ଜାମିନ୍‌ ଆବେଦନ ଖାରଜ କରିଥିବା କହିଛନ୍ତି।

ମାର୍ଚ୍ଚ ୧୯ରେ ସ୍କଟଲ୍ୟାଣ୍ଡ ୟାର୍ଡ ଅଫିସରଙ୍କ ଦ୍ୱାରା ନିରବ ମୋଦିଙ୍କୁ ଲଣ୍ଡନରୁ ଗିରଫ କରାଯାଇଥିଲା। ସେବେଠାରୁ ସେ ଦକ୍ଷିଣ-ପଶ୍ଚିମ ଲଣ୍ଡନରେ ଥିବା ୱାଣ୍ଡସୱର୍ଥରେ ଜେଲ୍‌ରେ ବନ୍ଦୀ ଭାବେ ରହୁଛନ୍ତି। ୧୪ ହଜାର କୋଟି ଟଙ୍କାର ଋଣ ନେଇ ନିରବ ମୋଦି ଏବଂ ତାଙ୍କ ମାମୁ ମେହୁଲ ଚୋକସି ଭାରତରୁ ଗତବର୍ଷ ଜାନୁଆରୀ ମାସରୁ ଫେରାର ହୋଇଯାଇଥିଲେ।

ଦୀର୍ଘ ଗୋଟିଏ ବର୍ଷ ପରେ ଲଣ୍ଡନ ପୁଲିସ୍‌ ନିରବଙ୍କୁ ଗିରଫ କରିଛି। ନିରବ ଗିରଫ ହେବା ପରେ ତାଙ୍କୁ ଭାରତ ସରକାର ସ୍ୱଦେଶ ଆଣିବାକୁ ଉଦ୍ୟମ କରୁଛନ୍ତି। ଏଥିପାଇଁ ଲଣ୍ଡନ ସରକାରଙ୍କ ପାଖରେ ଭାରତ ସରକାର ଆବେଦନ କରିଛନ୍ତି। ଭାରତର ସରକାରଙ୍କ ଏହି ପ୍ରତ୍ୟର୍ପଣ ଆବେଦନକୁ ଦୃଷ୍ଟିରେ ରଖି ଲଣ୍ଡନ କୋର୍ଟ ନିରବ ଭାରତ ଗଲେ କେଉଁ ଜେଲ୍‌ରେ ରହିବ, ସେକଥା ଭାରତ ସରକାରଙ୍କୁ ମଧ୍ୟ ପଚାରିଥିଲେ।

ଏହାର ଉତ୍ତରରେ ଭାରତ ସରକାର କହିଛନ୍ତି, “ନିରବ ଭାରତ ଫେରିଲେ ତାଙ୍କୁ ଅର୍ଥର ରୋଡ୍‌ରେ ଥିବା ଜେଲ୍‌ର ବାରାକ ନଂ ୧୨ରେ ରଖାଯିବ। ଏହି ବାରାକରେ ୩ ଜଣରୁ ଅଧିକ କଏଦୀ ରହିବେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story