ନିର୍ଭୟା: କୋର୍ଟରେ ଦୋଷୀ କହିଲା, ମୁଁ ଚାଷୀ ପୁଅ, କଂଗ୍ରେସର କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ନିର୍ଭୟା କାଣ୍ଡର ଶୁଣାଣି ଚାଲିଥିବା ବେଳେ ସମସ୍ତଙ୍କୁ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ କରିଥିବାରୁ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଆଜି ଶୁଣାଣି ବେଳେ ବିନୟର ଓକିଲ ଏପି ସିଂହ କହିଛନ୍ତି ଯେ ବିନୟର କୌଣସି ଅପରାଧିକ ରେକର୍ଡ ନାହିଁ। ସେ ଜଣେ ଆଇନ ପାଠ୍ୟକ୍ରମର ଛାତ୍ର ଥିଲା। ତାଙ୍କ ପରିବାର ଲୋକ ଚାଷ କରନ୍ତି […]

er

er

Hemant Lenka
  • Published: Thursday, 13 February 2020
  • Updated: 13 February 2020, 05:09 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ନିର୍ଭୟା କାଣ୍ଡର ଶୁଣାଣି ଚାଲିଥିବା ବେଳେ ସମସ୍ତଙ୍କୁ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ କରିଥିବାରୁ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

ଆଜି ଶୁଣାଣି ବେଳେ ବିନୟର ଓକିଲ ଏପି ସିଂହ କହିଛନ୍ତି ଯେ ବିନୟର କୌଣସି ଅପରାଧିକ ରେକର୍ଡ ନାହିଁ। ସେ ଜଣେ ଆଇନ ପାଠ୍ୟକ୍ରମର ଛାତ୍ର ଥିଲା। ତାଙ୍କ ପରିବାର ଲୋକ ଚାଷ କରନ୍ତି ଓ ସେ କଂଗ୍ରେସର କାର୍ଯ୍ୟକର୍ତ୍ତା ଭାବେ କାମ କରି ସାରିଛି ବୋଲି ଏପି ସିଂହ କହିଛନ୍ତି।

ଶ୍ରୀ ସିଂହ ଦସ୍ତାବିଜ ଉପସ୍ଥାପନ କରି କହିଛନ୍ତି, “ ବିନୟକୁ ଜେଲ ମଧ୍ୟରେ ଲଗାତର ମାନସିକ ନିର୍ଯାତନା ଦିଆଯାଉଛି। ଏଥିସହ ତା’କୁ ଅନେକ ପ୍ରକାରର ମେଡିସିନ ଦିଆଯାଉଛି। ତା’କୁ ଅଲଗା ପ୍ରକୋଷ୍ଠରେ ରଖାଯାଇ ମାଡ଼ ମରାଯାଉଛି।

ଭାରତର ଇତିହାସରେ ପ୍ରଥମଥର ପାଇଁ ଏମିତି ୪ ଜଣ ଯୁବକଙ୍କୁ ଫାଶୀ ଦିଆଯାଉଛି, ଯେଉଁମାନଙ୍କ ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ।” ତେବେ କୋର୍ଟ ଏହା ଶୁଣି ନଥିଲେ। ଖଣ୍ଡପୀଠ କହିଥିଲେ, ଆପଣ ଆଇନଗତ ଉପାୟରେ ନିଜର ପକ୍ଷ ରଖନ୍ତୁ।

ଏହି ସମୟରେ ଏପି ସିଂହ କହିଥିଲେ ଯେ “ବିନୟ ଶର୍ମା ପେସାଗତ ଅପରାଧୀ ନୁହେଁ। ସେ ଚାଷ କରୁଥିବା ଗୋଟିଏ ପରିବାରରୁ ଆସିଛି। ସେ କଂଗ୍ରେସର କାର୍ଯ୍ୟକର୍ତ୍ତା ମଧ୍ୟ ରହିଥିଲା।”

ତେବେ ଏପି ସିଂହ ଜେଲରେ ମାନସିକ ନିର୍ଯାତନା ଦିଆଯାଉଥିବା କଥା ଉଠାଇଥିବାରୁ ଏହାକୁ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷା ମେହେଟା ଜୋରଦାର ବିରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story