ବିହାର ନିର୍ବାଚନ ପରେ ପ୍ରଥମଥର ମୁହଁ ଖୋଲିଲେ ନୀତୀଶ କୁମାର

ପାଟନା: ବିହାର ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଥମଥର ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିଜେପି ସହ ମିଶି ନୀତୀଶ କୁମାରଙ୍କ ଦଳ ନିର୍ବାଚନ ଲଢ଼ିଥିଲା। ବିଜେପି ୭୪ଟି ଆସନ ଜିତିଥିବା ବେଳେ ଜେଡିୟୁ ମାତ୍ର ୪୩ଟି ଆସନ ଜିତିଛି। ୨୦୧୫ରେ ଜେଡିୟୁ ୭୧ଟି ଆସନ ଜିତିଥିଲା। ଜେଡିୟୁ କମ ଆସନ ଜିତିଥିଲେ ହେଁ ଏନଡିଏ ମେଣ୍ଟରେ ଦଳ ଥିବାରୁ ନୀତୀଶ କୁମାର ହିଁ ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ […]

fg

fg

Hemant Lenka
  • Published: Wednesday, 11 November 2020
  • Updated: 11 November 2020, 09:32 PM IST

Sports

Latest News

ପାଟନା: ବିହାର ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଥମଥର ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିଜେପି ସହ ମିଶି ନୀତୀଶ କୁମାରଙ୍କ ଦଳ ନିର୍ବାଚନ ଲଢ଼ିଥିଲା। ବିଜେପି ୭୪ଟି ଆସନ ଜିତିଥିବା ବେଳେ ଜେଡିୟୁ ମାତ୍ର ୪୩ଟି ଆସନ ଜିତିଛି।

୨୦୧୫ରେ ଜେଡିୟୁ ୭୧ଟି ଆସନ ଜିତିଥିଲା। ଜେଡିୟୁ କମ ଆସନ ଜିତିଥିଲେ ହେଁ ଏନଡିଏ ମେଣ୍ଟରେ ଦଳ ଥିବାରୁ ନୀତୀଶ କୁମାର ହିଁ ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ନୀତୀଶ କୁମାର ଆଜି ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, “ଜନତା ମାଲିକ। ଲୋକମାନେ ଏନଡିଏକୁ ଯେଉଁ ଜନମତ ଦେଇଛନ୍ତି, ସେଥିପାଇଁ ଜନତା-ଜନାର୍ଦ୍ଦନଙ୍କ ପାଖରେ ମୁଁ ମୁଣ୍ଡ ନୁଆଁଉଛି। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ମିଳିଥିବା ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story