ବିହାର ନିର୍ବାଚନ: ନୀତୀଶ କୁମାରଙ୍କୁ ତେଜସ୍ୱୀଙ୍କ ତେର୍ଚ୍ଛା ପ୍ରଶ୍ନବାଣ

ହିସୁଆ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ତାତି ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ଆସନ୍ତା ୨୮ ତାରିଖରେ ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ଆଜି ଏଥିପାଇଁ ନିର୍ବାଚନ ମଇଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓହ୍ଲାଇ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଛନ୍ତି। ବିଜେପି ଓ କଂଗ୍ରେସ ଭଳି ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ମଧ୍ୟ ପଛରେ ପଡ଼ିନାହିଁ। ଆଜି ଆରଜେଡି […]

f

f

Hemant Lenka
  • Published: Friday, 23 October 2020
  • Updated: 23 October 2020, 04:41 PM IST

Sports

Latest News

ହିସୁଆ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ତାତି ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ଆସନ୍ତା ୨୮ ତାରିଖରେ ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ଆଜି ଏଥିପାଇଁ ନିର୍ବାଚନ ମଇଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓହ୍ଲାଇ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଛନ୍ତି।

ବିଜେପି ଓ କଂଗ୍ରେସ ଭଳି ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ମଧ୍ୟ ପଛରେ ପଡ଼ିନାହିଁ। ଆଜି ଆରଜେଡି ନେତା ତେଜସ୍ୱୀ ଯାଦବ ନିଜ ଦଳ ସପକ୍ଷରେ ପ୍ରଚାର କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତେର୍ଚ୍ଛା ପ୍ରଶ୍ନବାଣ କରିଛନ୍ତି। କରୋନା ଲକଡାଉନ ବେଳେ ଥରେ ହେଲେ ବାହାରକୁ ଆସି ଲୋକଙ୍କ ସମସ୍ୟା କଥା ବୁଝି ନଥିବା ନୀତୀଶ କୁମାର ଏବେ କେମିତି ଭୋଟ ମାଗିବାକୁ ଆସିଛନ୍ତି ବୋଲି ତେଜସ୍ୱୀ ପ୍ରଶ୍ନ କରିଛନ୍ତି।

କରୋନା ସଙ୍କଟ ବେଳେ ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରେ ପଡ଼ିଥିଲେ। ଏପରି କି ବିହାରକୁ ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକ ଫେରୁଥିବା ବେଳେ ନୀତୀଶ କୁମାର ଘର ମଧ୍ୟରେ ନିଜକୁ ବନ୍ଦ କରି ରଖିବା ଘଟଣା ସେତେବେଳେ ଚର୍ଚ୍ଚାକୁ ଆସିଥିଲା। ଏହାକୁ ନେଇ ବିରୋଧୀ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଦୀର୍ଘ ୮୪ ଦିନ ଘର ମଧ୍ୟରେ ରହିବା ପରେ ଜୁନ୍‌ ମାସ ପ୍ରଥମ ଭାଗରେ ନୀତୀଶ କୁମାର ଘରୁ ବାହାରି ଥିଲେ ଓ ତାଙ୍କ ବାସଭବନ ଠାରୁ ୨୦ ମିଟର ଦୂରରେ ଥିବା ସଚିବାଳୟକୁ ଯାଇଥିଲେ।

ଏହାକୁ ପ୍ରସଙ୍ଗ କରି ତେଜସ୍ୱୀ ଯାଦବ ଆଜି କହିଛନ୍ତି, ନୀତୀଶ କୁମାର ତାଙ୍କ ବାସଭବନରେ ଦୀର୍ଘ ୧୪୪ ଦିନ ରହିଥିଲେ। କିନ୍ତୁ ଏବେ ସେ ଘରୁ ବାହାରି ପ୍ରଚାର କରୁଛନ୍ତି। ଏହାର କାରଣ କ’ଣ? ସେତେବେଳେ ବି କରୋନା ଥିଲା ଓ ଆଜି ବି କରୋନା ରହିଛି। ହେଲେ ଏବେ ସେ ଲୋକମାନଙ୍କ ଭୋଟ ଚାହୁଁଥିବାରୁ ପଦାକୁ ବାହାରିଛନ୍ତି।

କରୋନା ଲକଡାଉନ ବେଳେ ୩୨ ଲକ୍ଷ ଲୋକ ବିହାରକୁ ଫେରିଥିଲେ। ସେମାନଙ୍କ ପାଖରେ ଆଉ କୌଣସି କାମ ନାହିଁ। ରାଜ୍ୟ ସରକାର ସେମାନଙ୍କୁ ନିଯୁକ୍ତି ଦେବା ସହ ଦକ୍ଷତା ବିକାଶ ପାଇଁ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ହେଲେ ଏବେ ଅଧିକାଂଶ ଲୋକ ବେକାର ହୋଇ ବସିଛନ୍ତି। କ’ଣ ନୀତୀଶ କୁମାର ୧୫ ବର୍ଷ ମଧ୍ୟରେ କାହାକୁ ଚାକିରି ଦେଇଛନ୍ତି?

କ’ଣ ସେ ଗିରିବୀ ଦୂର କରିଛନ୍ତି? କୁଆଡ଼େ ଗଲା ସରକାରୀ ଚାକିରିର ପ୍ରତିଶ୍ରୁତି? କାରଖାନା ପ୍ରତିଷ୍ଠାର ପ୍ରତିଶ୍ରୁତି କ’ଣ ହେଲା? ବିହାରକୁ ପ୍ରଧାନମନ୍ତ୍ରୀ ଆସିଥିବାରୁ ମୁଁ ତାଙ୍କୁ ସ୍ୱାଗତ କରୁଛି। ହେଲେ କୁଆଡ଼େ ଗଲା ତାଙ୍କର ପ୍ୟାକେଜ ଘୋଷଣାର ପ୍ରତିଶ୍ରୁତି? କେବେଳ କଥାରେ ନୁହେଁ, କାମ କରି ସେମାନେ ଲୋକଙ୍କୁ ଦେଖାନ୍ତୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story