ଜେଲରେ ଥିବା ବାପା ଚିଦାଙ୍କ ଜନ୍ମଦିନ ପାଳିଲେ ପୁଅ କାର୍ତ୍ତି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା କରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଆଜି ୭୪ ବର୍ଷ ହୋଇଛି। ଅର୍ଥାତ ଆଜି ଚିଦାଙ୍କ ଜନ୍ମଦିନ। ପ୍ରତିବର୍ଷ ନିଜ ଜନ୍ମଦିନକୁ ପରିବାର ବର୍ଗ ଓ କଂଗ୍ରେସ କର୍ମୀଙ୍କ ଗ୍ରହଣରେ ପାଳନ କରୁଥିବା ଚିଦା ଆଜି ଜେଲରେ ଚାରିକାନ୍ଥ ମଧ୍ୟରେ ବନ୍ଦୀ ହୋଇ ରହିଛନ୍ତି। ହେଲେ ଚିଦାଙ୍କ ୭୪ତମ ଜନ୍ମ ଦିନରେ ତାଙ୍କ ପୁଅ କାର୍ତ୍ତି ବେଶ ଭାବବ୍ୱିହଳ ବାର୍ତ୍ତା ପୋଷ୍ଟ କରିବା […]

wq

wq

Hemant Lenka
  • Published: Monday, 16 September 2019
  • Updated: 16 September 2019, 04:34 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା କରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଆଜି ୭୪ ବର୍ଷ ହୋଇଛି। ଅର୍ଥାତ ଆଜି ଚିଦାଙ୍କ ଜନ୍ମଦିନ। ପ୍ରତିବର୍ଷ ନିଜ ଜନ୍ମଦିନକୁ ପରିବାର ବର୍ଗ ଓ କଂଗ୍ରେସ କର୍ମୀଙ୍କ ଗ୍ରହଣରେ ପାଳନ କରୁଥିବା ଚିଦା ଆଜି ଜେଲରେ ଚାରିକାନ୍ଥ ମଧ୍ୟରେ ବନ୍ଦୀ ହୋଇ ରହିଛନ୍ତି।

ହେଲେ ଚିଦାଙ୍କ ୭୪ତମ ଜନ୍ମ ଦିନରେ ତାଙ୍କ ପୁଅ କାର୍ତ୍ତି ବେଶ ଭାବବ୍ୱିହଳ ବାର୍ତ୍ତା ପୋଷ୍ଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ “ଆଜି ଆପଣ ୭୪ ବର୍ଷ ବୟସରେ ପହଞ୍ଚିଛନ୍ତି। ଆପଣଙ୍କୁ କୌଣସି ୫୬ ଇଞ୍ଚ ବାଲା ରୋକି ପାରିବେ ନାହିଁ। ଆପଣଙ୍କ ଜନ୍ମଦିନ ଆପଣଙ୍କ ଅନୁପସ୍ଥିତିରେ ଆଦୌ ଭଲ ଲାଗୁନାହିଁ।

ଆମେ ଆପଣଙ୍କୁ ବହୁତ ମିସ୍‌ କରୁଛୁ। ଆପଣଙ୍କ ଅନୁପସ୍ଥିତି ଆମ ହୃଦୟକୁ କଷ୍ଟ ଦେଉଛି। ଆମେ ଆଶା କରିବୁ ଆପଣ ବହୁତ ଶୀଘ୍ର ଘରକୁ ଫେରି ଆମ ମାନଙ୍କ ସହ ଜନ୍ମଦିନର କେକ କାଟିବେ।”

ସେ ଆହୁରି କହିଛନ୍ତି, “ମୁଁ ଭାଗ୍ୟବାନ ଯେ ମୁଁ ଆପଣଙ୍କୁ ସାକ୍ଷାତ କରିପାରିଛି। ଏତେ ସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆପଣ ଭାଙ୍ଗି ପଡ଼ିନାହାନ୍ତି।” ଏଥିସହ କାର୍ତ୍ତିକ ତାଙ୍କ ବାପାଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story