କ’ଣ ହେବ ପ୍ରିୟଙ୍କାଙ୍କ ରାଜନୀତିକ କ୍ୟାରିୟର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ମହାସଚିବ ତଥା ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ରାଜନୀତିକ କ୍ୟାରିୟରକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି କଂଗ୍ରେସ ଉତ୍ତର ପ୍ରଦେଶର ପ୍ରତି ଜିଲ୍ଲାରେ ଗଠନ କରିଥିବା କମିଟିକୁ ଭାଙ୍ଗି ଦେଇଛି। ଉପ ନିର୍ବାଚନ ହେବାକୁ ଥିବା ପ୍ରତିଟି ସିଟ ଉପରେ ନଜର ରଖିବା ପାଇଁ ଦଳ ଏକ ଦୁଇ ଜଣିଆ କମିଟି ଗଠନ କରିଛି। ପୂର୍ବ ଉତ୍ତର ପ୍ରଦେଶରେ ସାଂଗଠନିକ ସ୍ତରରେ ଅଦଳବଦଳ […]

waqq

waqq

Hemant Lenka
  • Published: Monday, 24 June 2019
  • Updated: 24 June 2019, 08:03 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ମହାସଚିବ ତଥା ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ରାଜନୀତିକ କ୍ୟାରିୟରକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି କଂଗ୍ରେସ ଉତ୍ତର ପ୍ରଦେଶର ପ୍ରତି ଜିଲ୍ଲାରେ ଗଠନ କରିଥିବା କମିଟିକୁ ଭାଙ୍ଗି ଦେଇଛି। ଉପ ନିର୍ବାଚନ ହେବାକୁ ଥିବା ପ୍ରତିଟି ସିଟ ଉପରେ ନଜର ରଖିବା ପାଇଁ ଦଳ ଏକ ଦୁଇ ଜଣିଆ କମିଟି ଗଠନ କରିଛି।

ପୂର୍ବ ଉତ୍ତର ପ୍ରଦେଶରେ ସାଂଗଠନିକ ସ୍ତରରେ ଅଦଳବଦଳ ତଥା ପୁର୍ନଗଠନ ଦାୟିତ୍ୱ ବିଧାୟକ ଦଳ ନେତା ଅଜୟ କୁମାର ଲାଲୁଙ୍କୁ ଦିଆଯାଇଛି। ସେହିପରି ପଶ୍ଚିମ ଉତ୍ତର ପ୍ରଦେଶର ଦାୟିତ୍ୱ ନୂଆ କରି ନିଯୁକ୍ତ ହେବାକୁ ଥିବା ସାଧାରଣ ସମ୍ପାଦକ ନିର୍ବାହ କରିବେ। ପୂର୍ବ ଉତ୍ତର ପ୍ରଦେଶ ଓ ପଶ୍ଚିମ ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧି ଏବଂ ଜ୍ୟୋତିର ଆଦିତ୍ୟ ସିନ୍ଧିଆ ରାଜ୍ୟର ନେତାମାନଙ୍କ ସହ ଆଲୋଚନା କରିବା ପରେ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଲୋକସଭା ବେଳେ ପୂର୍ବ ଓ ପଶ୍ଚିମ ଉତ୍ତର ପ୍ରଦେଶ ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଏବଂ ସିନ୍ଧିଆଙ୍କ ଭାଗ୍ୟ ଏବେ କ’ଣ ହେବ, ତା’କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story