୪୦୦ ବର୍ଷ ହେଲା ଏହି ଗାଁରେ ଜନ୍ମ ହୋଇନାହାଁନ୍ତି କୌଣସି ଛୁଆ

ନୂଆଦିଲ୍ଲୀ: ଯୁଗ ବଦଳିଛି। ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି। ଏହା ସତ୍ତ୍ୱେ ଦେଶରେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ଲୋକେ ଅନ୍ଧବିଶ୍ୱାସର ଶିକୁଳିରେ ବାନ୍ଧି ହୋଇ ରହିଛନ୍ତି। ସେମାନେ ଏଥିରୁ ବାହାରିବା ପାଇଁ ଚାହୁଁନାହାଁନ୍ତି। ସେମାନଙ୍କ ପାଇଁ ସେମାନଙ୍କ ବିଶ୍ୱାସ ହିଁ ସବୁଠୁ ବଡ଼ ଜିନିଷ। ଏମିତି ଏକ ଗାଁ ହେଉଛି ମଧ୍ୟପ୍ରଦେଶର ରାଜଗଡ଼ର ସାଙ୍କା ଜାଗିର। ଏହି ଗାଁରେ ୪୦୦ ବର୍ଷ ହେଲାଣି କୌଣସି ମହିଳା ସନ୍ତାନ ପ୍ରସବ କରି […]

village

village

Rakesh Mallick
  • Published: Friday, 11 May 2018
  • Updated: 11 May 2018, 05:57 PM IST

Sports

Latest News

ନୂଆଦିଲ୍ଲୀ: ଯୁଗ ବଦଳିଛି। ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି। ଏହା ସତ୍ତ୍ୱେ ଦେଶରେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ଲୋକେ ଅନ୍ଧବିଶ୍ୱାସର ଶିକୁଳିରେ ବାନ୍ଧି ହୋଇ ରହିଛନ୍ତି। ସେମାନେ ଏଥିରୁ ବାହାରିବା ପାଇଁ ଚାହୁଁନାହାଁନ୍ତି। ସେମାନଙ୍କ ପାଇଁ ସେମାନଙ୍କ ବିଶ୍ୱାସ ହିଁ ସବୁଠୁ ବଡ଼ ଜିନିଷ।

ଏମିତି ଏକ ଗାଁ ହେଉଛି ମଧ୍ୟପ୍ରଦେଶର ରାଜଗଡ଼ର ସାଙ୍କା ଜାଗିର। ଏହି ଗାଁରେ ୪୦୦ ବର୍ଷ ହେଲାଣି କୌଣସି ମହିଳା ସନ୍ତାନ ପ୍ରସବ କରି ନାହାନ୍ତି। ପ୍ରସବ ସମୟ ପାଖେଇ ଆସିଲେ ଗାଁର ମହିଳାମାନେ ପାଖ ଗାଁକୁ ଚାଲି ଯାଆନ୍ତି ନ ହେଲେ ଗାଁର ସୀମା ବାହାରକୁ ଚାଲି ଯାଆନ୍ତି। ପିଲା ଜନ୍ମ ହୋଇସାରିବା ପରେ ପୁଣି ଗାଁକୁ ଫେରି ଆସନ୍ତି।

ଦେବତାଙ୍କ ରାଗର ପରିଣାମ

ଏହା ପଛରେ ରହିଥିବା କାରଣ ସଂପର୍କରେ ଗାଁ ଲୋକେ କହନ୍ତି ଯେ ୧୬୦୦ ଶତାବ୍ଦୀରେ ଗାଁରେ ଦେବତାମାନେ ଏକ ମନ୍ଦିର ନିର୍ମାଣ କରୁଥିଲେ। ସେହି ସମୟରେ ଜଣେ ମହିଳା ଗହମ ପେଷିବା ପାଇଁ ଚକି ଚଲାଉଥିଲେ। ଚକିର ଶବ୍ଦରେ ଦେବତାଙ୍କ ଧ୍ୟାନଭଙ୍ଗ ହୋଇଥିଲା ଓ ସେମାନେ ଅଭିଶାପ ଦେଇଥିଲେ ଯେ ଏହି ଗାଁରେ ଆଉ କେବେ ବି କୌଣସି ମହିଳା ସନ୍ତାନ ପ୍ରସବ କରିପାରିବେ ନାହିଁ।

ଆଉ ଏକ କାହାଣୀ ବି ଅଛି

ଆଉ କିଛି ଲୋକ କହନ୍ତି ଯେ ଗାଁରେ ଶ୍ୟାମଜୀଙ୍କର ଏକ ମନ୍ଦିର ଥିଲା। ଏହାର ପବିତ୍ରତାକୁ ବଜାୟ ରଖିବା ପାଇଁ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମହିଳାମାନଙ୍କୁ ଗାଁରେ ପ୍ରସବ ନ କରିବାକୁ ଆଦେଶ ଦେଇଥିଲେ। ତା’ପରଠାରୁ ଗାଁରେ ଏହି ପରମ୍ପରା ଚାଲିଆସିଛି।

ଲୋକଙ୍କ ଡର ଗାଁରେ ପିଲା ଜନ୍ମ ହେଲେ କ୍ଷତି ହେବ

ଏହି କଥାକୁ ପିଢ଼ି ପରେ ପିଢ଼ି ବିଶ୍ୱାସ କରି ଚାଲିଛନ୍ତି। କାଳେ ଛୁଆର କୌଣସି କ୍ଷତି ହେବ ଅବା ସେମାନଙ୍କୁ ରୋଗବାଗ ହେବ, ସେହି ଡରରେ କୌଣସି ମହିଳା ଗାଁରେ ପିଲା ଜନ୍ମ କରନ୍ତି ନାହିଁ। ଏପରିକି ଗାଁ ବାହାରେ ଏକ ଘର ତିଆରି କରାଯାଇଛି। ଜରୁରୀକାଳୀନ ସ୍ଥିତିରେ ଗାଁର ମହିଳାମାନେ ଏଇଠି ସନ୍ତାନ ପ୍ରସବ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story