ଏନପିଆର ପାଇଁ ଦରକାର ନାହିଁ କୌଣସି ଦସ୍ତାବିଜ, ସନ୍ଦିଗ୍ଧ ତାଲିକାରେ କେହି ବି ରହିବେନି

ନୂଆଦିଲ୍ଲୀ: ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର)କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏନପିଆର ବେଳେ କୌଣସି ପ୍ରକାରର ଦସ୍ତାବିଜ ଲୋକମାନେ ଦେଖାଇବେ ନାହିଁ। ସେହିପରି ଦେଶର କୌଣସି ନାଗରିକଙ୍କୁ ମଧ୍ୟ ସନ୍ଦିଗ୍ଧ ବା ଡାଉଟଫୁଲ ତାଲିକାରେ ରଖାଯିବ ନାହିଁ ବୋଲି ଆଜି ଶ୍ରୀ ଶାହ ସୂଚନା ଦେଇଛନ୍ତି। ପୂର୍ବରୁ ଏନପିଆର ବେଳେ ଆଧାର କାର୍ଡ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ଓ […]

ev

ev

Hemant Lenka
  • Published: Thursday, 12 March 2020
  • Updated: 12 March 2020, 08:16 PM IST

Sports

Latest News

ନୂଆଦିଲ୍ଲୀ: ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର)କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏନପିଆର ବେଳେ କୌଣସି ପ୍ରକାରର ଦସ୍ତାବିଜ ଲୋକମାନେ ଦେଖାଇବେ ନାହିଁ। ସେହିପରି ଦେଶର କୌଣସି ନାଗରିକଙ୍କୁ ମଧ୍ୟ ସନ୍ଦିଗ୍ଧ ବା ଡାଉଟଫୁଲ ତାଲିକାରେ ରଖାଯିବ ନାହିଁ ବୋଲି ଆଜି ଶ୍ରୀ ଶାହ ସୂଚନା ଦେଇଛନ୍ତି।

ପୂର୍ବରୁ ଏନପିଆର ବେଳେ ଆଧାର କାର୍ଡ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ଓ ସର୍ଭେ କରିବାକୁ ଯାଉଥିବା ଅଧିକାରୀ ଚାହିଁଲେ ଜଣଙ୍କୁ ଡାଉଟଫୁଲ ତାଲିକାରେ ରଖିପାରିବେ ବୋଲି କୁହାଯାଇଥିଲା। ହେଲେ ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ଶ୍ରୀ ଶାହ ଆଜି ରାଜ୍ୟସଭାରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି।

ଆଜି ରାଜ୍ୟସଭାରେ ଦିଲ୍ଲୀ ହିଂସା ଉପରେ ବିତର୍କ ଚାଲିଥିଲା। ଏହାର ଜବାବ ଦେବା ବେଳେ ଶାହ ଏନପିଆର କଥା ଉଠାଇଥିଲେ। ସେ କହିଛନ୍ତି, “ଏନପିଆର ବେଳେ କାହାକୁ ବି କୌଣସି ଦସ୍ତାବିଜ ଦେବାକୁ ପଡ଼ିବ ନାହିଁ। ଆପଣଙ୍କ ପାଖରେ ଯାହା ବି ତଥ୍ୟ ଅଛି ଆପଣ ଦେଇପାରିବେ। ଅନ୍ୟ ଶୂନ୍ୟସ୍ଥାନକୁ ଆପଣମାନେ ଚାହିଁଲେ ଖାଲି ଛାଡ଼ି ଦେଇ ପାରିବେ।”

ଏହି ସମୟରେ କଂଗ୍ରେସ ସାଂସଦମାନେ ଡାଉଟଫୁଲ ତାଲିକା ବା ଡି’ ପ୍ରଶ୍ନ ଉପରେ ସ୍ପଷ୍ଟୀକରଣ ମାଗିଥିଲେ ଏବଂ ଏହାକୁ ହଟାଇବାକୁ ଦାବି କରିଥିଲେ। ଏହାର ଉତ୍ତର ଦେଇ ଶାହ କହିଛନ୍ତି, “ଏନପିଆରକୁ ନେଇ କେହି ବି ଭୟ କରିବା କଥା ନୁହେଁ। ଏହା ଏକ ଅପଡେଟିଂ ପ୍ରକ୍ରିୟା। ତେଣୁ କାହାକୁ ବି ଡାଉଟଫୁଲ ନାଗରିକ ବୋଲି କୁହାଯିବ ନାହିଁ।”

ଏନପିଆର ହେଉଛି ଏନଆରିସିର ପ୍ରଥମ ପାହାଚ ବୋଲି ଅଭିଯୋଗ କରି ଏକାଧିକ ଅଣ ବିଜେପି ଶାସିତ ଅଞ୍ଚଳ ଏହାକୁ କାର୍ଯ୍ୟକାରୀ କରିବାକୁ ମନା କରିଦେଇଛନ୍ତି। ମୁସଲିମମାନଙ୍କୁ ଦେଶରୁ ତଡ଼ିବା ପାଇଁ ସିଏଏ, ଏନଆରସି ଓ ଏନପିଆରକୁ କାର୍ଯ୍ୟକାରୀ କରିବାକୁ ମୋଦି ସରକାର ଚାହୁଁଥିବା ବିରୋଧୀ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story