‘ଇଭିଏମ୍’ ହଟାଅ, ପୁଣି ବାଲଟ ପେପର ଆଣ: କଂଗ୍ରେସ

ନୂଆଦିଲ୍ଲୀ: ନିର୍ବାଚନରେ ଇଭିଏମ୍‌ର ବ୍ୟବହାର ବନ୍ଦ କରାଯାଉ। ପୁଣିଥରେ ବାଲଟ୍‌ ପେପରର ବ୍ୟବହାର କରାଯାଉ। ନିର୍ବାଚନ ପ୍ରକିୟାରେ ବିଶ୍ୱାସନୀୟତାକୁ ସୁନିଶ୍ଚିତ କରିବା ପାଇଁ ଏହା ଖୁବ୍‌ ଜରୁରୀ। ଏ କଥା କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ମଲ୍ଲୀକାର୍ଜୁନ ଖଡ଼ଗେ। ମହାଅଧିବେଶନରେ କଂଗ୍ରେସର ସଂକଳ୍ପ ସଂପର୍କରେ ସୂଚନା ଦେବା ଅବସରରେ ସେ ଏକଥା କହିଛନ୍ତି। ସେ କହିଛନ୍ତି, ଇଭିଏମ୍‌କୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଏଥିରେ ହେରଫେର ହୋଇଥିବା ନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ […]

sonia_gandhi_1521281209_618x347

sonia_gandhi_1521281209_618x347

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 06:08 PM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନରେ ଇଭିଏମ୍‌ର ବ୍ୟବହାର ବନ୍ଦ କରାଯାଉ। ପୁଣିଥରେ ବାଲଟ୍‌ ପେପରର ବ୍ୟବହାର କରାଯାଉ। ନିର୍ବାଚନ ପ୍ରକିୟାରେ ବିଶ୍ୱାସନୀୟତାକୁ ସୁନିଶ୍ଚିତ କରିବା ପାଇଁ ଏହା ଖୁବ୍‌ ଜରୁରୀ। ଏ କଥା କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ମଲ୍ଲୀକାର୍ଜୁନ ଖଡ଼ଗେ। ମହାଅଧିବେଶନରେ କଂଗ୍ରେସର ସଂକଳ୍ପ ସଂପର୍କରେ ସୂଚନା ଦେବା ଅବସରରେ ସେ ଏକଥା କହିଛନ୍ତି।

ସେ କହିଛନ୍ତି, ଇଭିଏମ୍‌କୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଏଥିରେ ହେରଫେର ହୋଇଥିବା ନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଆଶଙ୍କା କରୁଛନ୍ତି। ତେଣୁ ପୁଣି ବାଲାଟ ପେପରର ପ୍ରଚଳନ କରାଯିବା ଉଚିତ।

ଖଡ଼ଗେ କହିଛନ୍ତି ଯେ କଂଗ୍ରେସ ହେଉଛି ସବୁ ଭାରତୀୟଙ୍କ ଦଳ। ମହାତ୍ମା ଗାନ୍ଧୀଙ୍କୁ ସାଂପ୍ରଦାୟିକ ଶକ୍ତିଗୁଡିକୁ କଂଗ୍ରେସଠାରୁ ଛଡ଼ାଇ ନେଇଛନ୍ତି ବୋଲି କହିବା ସହ ସେ ଉଭୟ ବିଜେପି ଓ ଆରଏସ୍‌ଏସ୍‌କୁ ସମାଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story