କାଟ ଖାଇଲା ପ୍ରଜ୍ଞା ଠାକୁରଙ୍କ ଆବେଦନ

ମୁମ୍ବାଇ: ଏଠାରେ ଥିବା ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ ବିଜେପିର ଭୋପାଲ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ଆବେଦନ ଖାରଜ କରିଛନ୍ତି। ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କୁ କୋର୍ଟରେ ନିୟମିତ ହାଜର ହେବାକୁ କୁହାଯାଇଥିଲା। ଏଥିରୁ ବର୍ତ୍ତିବା ପାଇଁ ସାଧ୍ୱୀ ପ୍ରଜ୍ଞା କୋର୍ଟରେ ଆବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରଦେଇଛନ୍ତି। ସାଧ୍ୱୀ ପ୍ରଜ୍ଞା ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ “ ମୁଁ ପ୍ରତିଦିନ ସଂସଦର କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଛି। ଏଥିପାଇଁ ମୋତେ […]

waa

waa

Hemant Lenka
  • Published: Thursday, 20 June 2019
  • Updated: 20 June 2019, 05:20 PM IST

Sports

Latest News

ମୁମ୍ବାଇ: ଏଠାରେ ଥିବା ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ ବିଜେପିର ଭୋପାଲ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ଆବେଦନ ଖାରଜ କରିଛନ୍ତି। ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କୁ କୋର୍ଟରେ ନିୟମିତ ହାଜର ହେବାକୁ କୁହାଯାଇଥିଲା। ଏଥିରୁ ବର୍ତ୍ତିବା ପାଇଁ ସାଧ୍ୱୀ ପ୍ରଜ୍ଞା କୋର୍ଟରେ ଆବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରଦେଇଛନ୍ତି।

ସାଧ୍ୱୀ ପ୍ରଜ୍ଞା ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ “ ମୁଁ ପ୍ରତିଦିନ ସଂସଦର କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଛି। ଏଥିପାଇଁ ମୋତେ ଦିଲ୍ଲୀରେ ରହିବାକୁ ପଡ଼ିବ। ତେଣୁ କୋର୍ଟ ପୂର୍ବରୁ ପ୍ରତି ସପ୍ତାହରେ ହାଜର ହେବା ପାଇଁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେଥିରେ ପରିବର୍ତ୍ତନ କରନ୍ତୁ।”

କୋର୍ଟ ଏହାକୁ ଅଗ୍ରାହ୍ୟ କରିଛନ୍ତି। କିନ୍ତୁ ପୂର୍ବରୁ ଗୁରୁବାର ହାଜର ହେବା ପାଇଁ ଯେଉଁ ନିୟମ ଥିଲା କୋର୍ଟ ସେଥିରେ ପରିବର୍ତ୍ତନ କରନ୍ତି। ଯେକୌଣସି ଦିନ ସାଧ୍ୱୀ କୋର୍ଟରେ ଚାହିଁଲେ ହାଜର ହୋଇପାରିବେ ବୋଲି ବିଚାରପତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story