କରୋନା ପାଇଁ ହୋଲି ମିଳନକୁ ରାଷ୍ଟ୍ରପତିଙ୍କ ନା

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ ବି କରୋନା ଭାଇରସ ଭୟ ଲୋକଙ୍କୁ ଘାରିବା ଆରମ୍ଭ କରିଛି। ଭାରତରେ ଏଯାଏ ୨୮ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସରକାରୀ ସ୍ତରରେ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି। କରୋନା ଭାଇରସକୁ ଦୃଷ୍ଟିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହୋଲି ମିଳନକୁ ମନା କରିଦେଇଛନ୍ତି। ଅର୍ଥାତ ପ୍ରତିବର୍ଷ ପରି ଏଥର ହୋଲି ବେଳେ ରାଷ୍ଟ୍ରପତି ଭବନରେ କୌଣସି ଜନସମାଗମ ହେବନାହିଁ। ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଟ୍ୱିଟର ହ୍ୟାଣ୍ଡଲରୁ […]

q

q

Hemant Lenka
  • Published: Wednesday, 04 March 2020
  • Updated: 04 March 2020, 08:14 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ ବି କରୋନା ଭାଇରସ ଭୟ ଲୋକଙ୍କୁ ଘାରିବା ଆରମ୍ଭ କରିଛି। ଭାରତରେ ଏଯାଏ ୨୮ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସରକାରୀ ସ୍ତରରେ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି।

କରୋନା ଭାଇରସକୁ ଦୃଷ୍ଟିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହୋଲି ମିଳନକୁ ମନା କରିଦେଇଛନ୍ତି। ଅର୍ଥାତ ପ୍ରତିବର୍ଷ ପରି ଏଥର ହୋଲି ବେଳେ ରାଷ୍ଟ୍ରପତି ଭବନରେ କୌଣସି ଜନସମାଗମ ହେବନାହିଁ। ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଟ୍ୱିଟର ହ୍ୟାଣ୍ଡଲରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏ ସମ୍ପର୍କରେ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ସତର୍କତା ଓ ସୁରକ୍ଷିତ ରହି ଆମେ ମାରତ୍ମକ କରୋନା ଭାଇରସର ମୁକାବିଲା କରିବା ପାରିବା। ପ୍ରତିଷେଧକ ମୂଳକ ବ୍ୟବସ୍ଥା ସ୍ୱରୂପ ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ କୌଣସି ପ୍ରକାରର ହୋଲି ମିଳନ କରାଯିବ ନାହିଁ।”

ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ହୋଲି ମିଳନ ହୋଇଥାଏ। ବହୁ ବର୍ଗର ଲୋକ ରାଷ୍ଟ୍ରପତିଙ୍କୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଥାଆନ୍ତି। ତେବେ ଚଳିତ ବର୍ଷ କରୋନା ବ୍ୟାପିବାର ଭୟ ଥିବାରୁ ହୋଲି ମିଳନ ଉପରେ ରୋକ ଲଗା ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story