ଷ୍ଟାଣ୍ଡାର୍ଡ ଟୁ’ ଯାଏ ହୋମ୍‌ୱର୍କ ମନା

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ସ୍କୁଲ୍ ବ୍ୟାଗ୍‌ର ବୋଝ ଏବଂ ହୋମ୍‌ୱର୍କ୍‌ ସମସ୍ୟାରୁ ମୁକ୍ତି ମିଳିବ। ସିବିଏସ୍‌ଇର ଷ୍ଟାଣ୍ଡାର୍ଡ୍‌ ଟୁ’ ଯାଏ ଛାତ୍ରଛାତ୍ରୀଙ୍କୁ ହୋମ୍‌ୱର୍କ୍‌ ଦିଆଯିବ ନାହିଁ। ମାଡ୍ରାସ୍ ହାଇକୋର୍ଟ୍‌ ଏପରି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏନେଇ ଦୁଇ ଦୁଇ ଥର ନିୟମ ମଧ୍ୟ ଜାରି କରାଯାଇଥିଲା। ପ୍ରଥମ ଥର ୨୦୦୪ ସେପ୍ଟେମ୍ବର୍ ୧୫ ଏବଂ ଦ୍ୱିତୀୟ ଥର ପାଇଁ ୨୦୧୬ ମସିହା ସେପ୍ଟେମ୍ୱର ୧୨ ତାରିଖରେ ସିବିଏସ୍‌ଇ ଏହି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। […]

shutterstock

shutterstock

Ordigital Desk
  • Published: Wednesday, 15 August 2018
  • Updated: 15 August 2018, 02:02 PM IST

Sports

Latest News

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ସ୍କୁଲ୍ ବ୍ୟାଗ୍‌ର ବୋଝ ଏବଂ ହୋମ୍‌ୱର୍କ୍‌ ସମସ୍ୟାରୁ ମୁକ୍ତି ମିଳିବ। ସିବିଏସ୍‌ଇର ଷ୍ଟାଣ୍ଡାର୍ଡ୍‌ ଟୁ’ ଯାଏ ଛାତ୍ରଛାତ୍ରୀଙ୍କୁ ହୋମ୍‌ୱର୍କ୍‌ ଦିଆଯିବ ନାହିଁ। ମାଡ୍ରାସ୍ ହାଇକୋର୍ଟ୍‌ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଏନେଇ ଦୁଇ ଦୁଇ ଥର ନିୟମ ମଧ୍ୟ ଜାରି କରାଯାଇଥିଲା। ପ୍ରଥମ ଥର ୨୦୦୪ ସେପ୍ଟେମ୍ବର୍ ୧୫ ଏବଂ ଦ୍ୱିତୀୟ ଥର ପାଇଁ ୨୦୧୬ ମସିହା ସେପ୍ଟେମ୍ୱର ୧୨ ତାରିଖରେ ସିବିଏସ୍‌ଇ ଏହି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ବହୁ ସ୍କୁଲ୍‌ ଏହାକୁ ପାଳନ କରୁ ନଥିଲେ। ଏବେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ମାଡ୍ରାସ୍‌ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

CBSE(1)

ମାଡ୍ରାସ୍‌ ହାଇକୋର୍ଟଙ୍କ ରାୟ ଆସିବା ପରେ ସିବିଏସ୍‌ଇ ଏହି ନିୟମ କଡ଼ାକଡ଼ି ପାଳନ କରିବାକୁ ଏହା ସହ ଅନୁବନ୍ଧିତ ସମସ୍ତ ନିୟମକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛି।

ହାଇକୋର୍ଟଙ୍କ ତାଙ୍କ ରାୟରେ ପିଲାମାନଙ୍କୁ ସ୍କୁଲ୍‌ ବ୍ୟାଗ୍‌ ମଧ୍ୟ ଦିଆ ନଯିବା ପାଇଁ କହିଛନ୍ତି।

School-Bags-Ruleଏହି ରାୟ ଅନୁସାରେ ସିସିବିଏସ୍‌ଇ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ଏଫିଲିଏସନ୍‌ ପଲିସି କାରଣରୁ ଏହି ଆଦେଶକୁ ପାଳନ କରିବା ଜରୁରୀ।

ପୂର୍ବରୁ ଏନ୍‌ସିଇଆର୍‌ଟି ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଇଁ ମାତ୍ର ତିନି ଖଣ୍ଡ ବହି ଆଣିବା ପାଇଁ ନିୟମ କରିଥିଲେ । ୨୦୦୭ରେ ସିବିଏସ୍‌ଇର ତତ୍‌କାଳୀନ ଅଧ୍ୟକ୍ଷ ଅଶୋକ ଗାଙ୍ଗୁଲି ମଧ୍ୟ ସ୍କୁଲ୍‌ ପିଲାଙ୍କ ବ୍ୟାଗ୍‌ର ଓଜନ କମ୍‌ କରିବା ପାଇଁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story