ଅଯୋଧ୍ୟାରେ ଭୂମି ପୂଜନ: ଉମା ଭାରତୀଙ୍କୁ ଡାକିଲେ, ଆଡଭାନୀ ଓ ଯୋଶୀଙ୍କୁ ଡାକିଲେନି

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତା ୫ ତାରିଖରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଧିବଦ୍ଧ ଭାବେ ମୂଳଦୁଆ ପଡ଼ିବ। ଅର୍ଥାତ ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ତେବେ ଦୀର୍ଘ ବର୍ଷ ଧରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ କରୁଥିବା ବିଜେପିର ଭେଟରାନ ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିନାହିଁ। ତେବେ […]

r

r

Hemant Lenka
  • Published: Saturday, 01 August 2020
  • Updated: 01 August 2020, 04:32 PM IST

Sports

Latest News

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତା ୫ ତାରିଖରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଧିବଦ୍ଧ ଭାବେ ମୂଳଦୁଆ ପଡ଼ିବ। ଅର୍ଥାତ ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ତେବେ ଦୀର୍ଘ ବର୍ଷ ଧରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ କରୁଥିବା ବିଜେପିର ଭେଟରାନ ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିନାହିଁ। ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଓ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି।

ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଏହା ସହ ୫୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ରାଯାଇଛି। ହେଲେ ଅତିଥି ତାଲିକାରେ ଆଡଭାନୀ ଓ ଯୋଶୀଙ୍କ ନାଁ ନ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

କୁହାଯାଏ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆଜି ଯଦି ସମ୍ଭବ ହୋଇଛି, ତା’ହେଲେ ସେଥିରେ ଆଡଭାନୀ ଓ ଯୋଶୀ ହିଁ ପ୍ରମୁଖ ଭୂମିକା ରହିଛି। ୧୯୯୦ ମସିହାରେ ଆଡଭାନୀ ହିଁ ପ୍ରଥମେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବିରେ ଏକ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନ ସମୟରେ ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ବାବ୍ରୀ ମସଜିଦ ଉପରେ ଲୋକମାନେ ଚଢ଼ି ଏହାକୁ ଭାଙ୍ଗିବା ଆରମ୍ଭ କରିଥିଲେ।

ସିବିଆଇର କହିବା କଥା, ଆଡଭାନୀ, ଯୋଶୀ, ଉମା ଭାରତୀ ଓ କଲ୍ୟାଣ ସିଂହ ମସଜିଦ ନିକଟରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ଲୋକଙ୍କୁ ଉସକାଇବାରୁ ସେମାନେ ମସଜିଦକୁ ଭଙ୍ଗାରୁଜା କରିଥିଲେ। ଏହାର ଅର୍ଥ ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ ପଛରେ ଉପରୋକ୍ତ ବ୍ୟକ୍ତିମାନଙ୍କର ହାତ ରହିଛି। ହେଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ନିମନ୍ତ୍ରଣ କରାଯାଇଛି ଓ ଆଉ ଦୁଇ ଜଣଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ।

ସେହିପରି ବିଜେପିର ସହଯୋଗୀ ଭାବେ ଦୀର୍ଘ ଦିନ ହେଲା କାର୍ଯ୍ୟ କରି ନିକଟରେ ଛାଡ଼ପତ୍ର ଦେଇଥିବା ଶିବସେନାକୁ ମଧ୍ୟ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିନାହିଁ।

ମସଜିଦ ଭଙ୍ଗା ଘଟଣାର ଶୁଣାଣି ଏବେ ବି ଚାଲିଛି। ଗତ ସପ୍ତାହରେ ଆଡଭାନୀ ଭିଡିଓ କନଫରେନ୍ସିଂ ଜରିଆରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇ ନିଜର ପକ୍ଷ ମଧ୍ୟ ରଖିଥିଲେ। ୯୨ ବର୍ଷୀୟ ଆଡଭାନୀଙ୍କୁ ସାଢ଼େ ୪ ଘଣ୍ଟା କାଳ ୧୦୦ରୁ ଅଧିକ ପ୍ରଶ୍ନ କରାଯାଇଥିଲା। ଆଡଭାନୀଙ୍କ ବ୍ୟତୀତ ମସଜିଦ ଭାଙ୍ଗିବା ଷଡ଼ଯନ୍ତ୍ରର ଦୁଇ ଅଭିଯୁକ୍ତ ହେଉଛନ୍ତି ଉମା ଭାରତୀ ଓ ଯୋଶୀ। ଯୋଶୀ ମଧ୍ୟ କିଛି ଦିନ ପୂର୍ବରୁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ନିଜର ବୟାନ ରେକର୍ଡ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story