ଏଥର ବି ଲୋକସଭାରେ ଖାଲି ପଡ଼ିବ ବିରୋଧୀ ଦଳ ନେତା ପଦ

ନୂଆଦିଲ୍ଲୀ: ୧୬ତମ ଲୋକସଭା ଭଳି ଏଥର ମଧ୍ୟ ଲୋକସଭାରେ କେହି ବି ବିରୋଧୀ ଦଳର ନେତା ପଦରେ ରହିବେ ନାହିଁ। ୨୦୧୪ ନିର୍ବାଚନରେ କଂଗ୍ରେସ ୪୪ଟି ଆସନ ଜିତିଥିଲା। କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ରହିଥିଲେ ହେଁ ନିୟମ ଅନୁଯାୟୀ ଲୋକସଭାରେ କେହି ବିରୋଧୀ ଦଳ ନେତା ପଦରେ ନଥିଲେ। କାରଣ ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଯେଉଁ ଦଳର ଅତିକମ୍‌ରେ ୫୫ ଜଣ ସାଂସଦ ରହିଥିବେ, ସେହି ଦଳକୁ ବିରୋଧୀ ଦଳର ମାନ୍ୟତା ମିଳେ। ହେଲେ […]

lo

lo

Hemant Lenka
  • Published: Friday, 24 May 2019
  • Updated: 24 May 2019, 05:43 PM IST

Sports

Latest News

ନୂଆଦିଲ୍ଲୀ: ୧୬ତମ ଲୋକସଭା ଭଳି ଏଥର ମଧ୍ୟ ଲୋକସଭାରେ କେହି ବି ବିରୋଧୀ ଦଳର ନେତା ପଦରେ ରହିବେ ନାହିଁ। ୨୦୧୪ ନିର୍ବାଚନରେ କଂଗ୍ରେସ ୪୪ଟି ଆସନ ଜିତିଥିଲା।

କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ରହିଥିଲେ ହେଁ ନିୟମ ଅନୁଯାୟୀ ଲୋକସଭାରେ କେହି ବିରୋଧୀ ଦଳ ନେତା ପଦରେ ନଥିଲେ। କାରଣ ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଯେଉଁ ଦଳର ଅତିକମ୍‌ରେ ୫୫ ଜଣ ସାଂସଦ ରହିଥିବେ, ସେହି ଦଳକୁ ବିରୋଧୀ ଦଳର ମାନ୍ୟତା ମିଳେ। ହେଲେ କଂଗ୍ରେସ ଗତଥର ଭଳି ଏଥର ମଧ୍ୟ ବିରୋଧୀ ଦଳ ନେତା ପଦ ହାତେଇବାକୁ ଯୋଗ୍ୟତା ଅର୍ଜନ କରିପାରି ନାହିଁ।

୨୦୧୪ରେ ୪୪ଟି ଆସନ ଜିତିଥିବା କଂଗ୍ରେସ ଏଥର ୫୨ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ଅର୍ଥାତ ଲୋକସଭାରେ ଏଥର କେହି ବି ବିରୋଧୀ ଦଳ ନେତା ରହିବେ ନାହିଁ।

ଲୋକସଭାରେ ବିରୋଧୀ ଦଳ ନେତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିରୋଧୀ ଦଳ ନେତା ସିବିଆଇ ନିର୍ଦ୍ଦେଶକ, ମୁଖ୍ୟ ଭିଜିଲାନ୍ସ ଅଫିସର, ମୁଖ୍ୟ ସୂଚନା କମିଶନର ଓ ଏନଏଚଆରସି ଅଧ୍ୟକ୍ଷଙ୍କ ନିଯୁକ୍ତି କରୁଥିବା ପ୍ୟାନେଲରେ ସଦସ୍ୟ ରହନ୍ତି। ହେଲେ ୨୦୧୪ ପରଠାରୁ କେହି ବି ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଇପାରୁ ନାହାନ୍ତି।

କଂଗ୍ରେସ ୨୦୧୪ରେ ୪୪ଟି ଆସନ ଜିତିଥିଲେ ହେଁ ମଲ୍ଲିକାର୍ଜୁନ ଖାଡ଼ଗେ ବିରୋଧୀ ଦଳ ନେତା ଭୂମିକା ତୁଲାଉଥିଲେ। କିନ୍ତୁ ସେ ନିୟମ ଅନୁଯାୟୀ ବିରୋଧୀ ଦଳ ନେତାର ମାନ୍ୟତା ପାଇ ନଥିବାରୁ ଲୋକପାଳ ନିଯୁକ୍ତି କମିଟିରେ ଯୋଗଦେବେ ନାହିଁ ବୋଲି କହିଥିଲେ। ଅବଶ୍ୟ ଖାଡ଼ଗେଙ୍କୁ ଲୋକପାଳ ନିଯୁକ୍ତି କମିଟିକୁ ସ୍ୱତନ୍ତ୍ର ନିମନ୍ତ୍ରିତ ନେତା ଭାବେ ଡକା ଯାଇଥିଲା। ହେଲେ ସେ ମୁଖ୍ୟ ବିରୋଧୀ ଦଳ ନେତା ଭାବେ ଏଥିରେ ଯୋଗଦେଇ ପାରି ନଥିଲେ।

ଏହାପୂର୍ବରୁ ୧୯୬୯ ମସିହା ଯାଏ ଭାରତର ଲୋକସଭାରେ କେହି ବିରୋଧୀ ଦଳ ନେତା ରହି ନଥିଲେ। ପଣ୍ଡିତ ଜବାହାର ଲାଲ ନେହରୁଙ୍କ ନେତୃତ୍ୱରେ କଂଗ୍ରେସ ସ୍ୱାଧୀନ ଭାରତର ପ୍ରଥମ ୩ ଲୋକସଭା ନିର୍ବାଚନ ଏକ ପାଖିଆ ଭାବେ ଜିତିଥିଲା। ୧୯୫୧-୫୨, ୧୯୫୭, ୧୯୬୨ରେ ନେହରୁଙ୍କ କଂଗ୍ରେସ ବିପକ୍ଷରେ କୌଣସି ଦଳ ୧୦% ଆସନ ଜିତିବାକୁ ସକ୍ଷମ ହୋଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story