ଏପରି ଏକ ଦେଶ, ଯେଉଁଠି ଖାଲି ପଡୁଛି ଜେଲ୍‌

ନେଦରଲାଣ୍ଡ: ନେଦରଲାଣ୍ଡ ସରକାର ଏବେ ଦେଶରେ ଥିବା ସମସ୍ତ ଜେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ହେଲେ ସତ। ୟୁରୋପ ମହାଦେଶରେ ନେଦରଲାଣ୍ଡ  ଏପରି ଏକ ଦେଶ ଯେଉଁଠି ଅପରାଧ ମାତ୍ରା ଯଥେଷ୍ଟ କମ୍। ସେହି ଅନୁସାରେ ଅପରାଧୀଙ୍କ ସଂଖ୍ୟା ମଧ୍ୟ ନଗଣ୍ୟ। ଏହାବ୍ୟତୀତ ସ୍ମାର୍ଟ ଟେକ୍ନୋଲଜିର ସାହାଯ୍ୟ ନେଇ ଏହି ଦେଶର ପୁଲିସ କଏଦୀଙ୍କ ଗୋଡରେ ଏକ ପ୍ରକାର ସ୍ମାର୍ଟ କଡ଼ି ପିନ୍ଧାଇ ସେମାନଙ୍କୁ ନିଜ ଘରେ ଛାଡ଼ି […]

jail....

jail....

Niharika Rout
  • Published: Tuesday, 05 March 2019
  • Updated: 05 March 2019, 01:33 PM IST

Sports

Latest News

ନେଦରଲାଣ୍ଡ: ନେଦରଲାଣ୍ଡ ସରକାର ଏବେ ଦେଶରେ ଥିବା ସମସ୍ତ ଜେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ହେଲେ ସତ। ୟୁରୋପ ମହାଦେଶରେ ନେଦରଲାଣ୍ଡ  ଏପରି ଏକ ଦେଶ ଯେଉଁଠି ଅପରାଧ ମାତ୍ରା ଯଥେଷ୍ଟ କମ୍। ସେହି ଅନୁସାରେ ଅପରାଧୀଙ୍କ ସଂଖ୍ୟା ମଧ୍ୟ ନଗଣ୍ୟ। ଏହାବ୍ୟତୀତ ସ୍ମାର୍ଟ ଟେକ୍ନୋଲଜିର ସାହାଯ୍ୟ ନେଇ ଏହି ଦେଶର ପୁଲିସ କଏଦୀଙ୍କ ଗୋଡରେ ଏକ ପ୍ରକାର ସ୍ମାର୍ଟ କଡ଼ି ପିନ୍ଧାଇ ସେମାନଙ୍କୁ ନିଜ ଘରେ ଛାଡ଼ି ଦିଏ। କଏଦୀମାନେ ନିର୍ଦ୍ଧରିତ ଅଞ୍ଚଳର ସୀମା ଡେଇଁଲେ ପୁଲିସ ସୂଚନା ପାଇଯାଏ ଏବଂ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ କାବୁ କରିନିଏ। ସେଥିପାଇଁ ସେଠିକା ସରକାର ଜେଲ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି।

ଅପରାଧର ମାତ୍ରା ସବୁ ଦେଶରେ ବଢୁଥିବା ବେଳେ ସେହି ଅନୁପାତରେ ଅପରାଧୀଙ୍କ ହାର ବି ବଢୁଛି। ଫଳରେ ଭିତ୍ତିଭୂମି ଅଭାବରୁ ଆବଶ୍ୟକତାଠାରୁ ଅଧିକ ଅପରାଧୀଙ୍କୁ ଜେଲ୍‌ରେ ରଖିବାକୁ କର୍ତ୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡୁଛି। ହେଲେ ନେଦରଲାଣ୍ଡ ଏଥିରେ ଏକ ବ୍ୟତିକ୍ରମ। ଏଠାରେ ଅପରାଧ ହାର ବହୁ ମାତ୍ରାରେ କମି ଯାଇଥିବାରୁ ଏଠାକାର ସରକାର ଜେଲ୍‌ ବନ୍ଦ କରିବାକୁ ସ୍ଥିର କରିଛନ୍ତି। ହେଲେ ଏହାଦ୍ୱାରା ଦେଶରେ ଥିବା ପ୍ରାୟ ୨ ହଜାର ଜେଲ୍‌ କର୍ମଚାରୀ ଚାକିରୀ ହରାଇବାର ଡର ରହିଛି।

ନେଦରଲାଣ୍ଡର ଜନସଂଖ୍ୟା ପ୍ରାୟ ୧ କୋଟି ୭୧ ଲକ୍ଷ। ୨୦୧୬ ମସିହାରେ ଏହି ଦେଶରେ ମୋଟ ୧୬ଜଣ କଏଦୀ ଥିଲେ। ଯେଉଁ ସଂଖ୍ୟା ୨୦୧୯ରେ ଶୂନରେ ପହଞ୍ଚିଛି। ଫଳରେ ଜେଲ୍‌ଗୁଡିକ ଖାଲି ପଡିଥିଲା।

ସରକାରଙ୍କ କହିବା ଅନୁଯାୟୀ, ଆସନ୍ତା ୫ ବର୍ଷରେ ଏହି ଦେଶରେ ଅପରାଧ ମାତ୍ରା ଆହୁରି କମିବ ବୋଲି ଅନୁମାନ କରାଯାଉଛି। ଫଳରେ ଦେଶରେ ଥିବା ସମସ୍ତ ଜେଲ୍‌ଗୁଡ଼ିକୁ ବନ୍ଦ କରି ଦିଆଯିବ। କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଜେଲ୍‌ରେ ନିୟୋଜିତ ୨ ହଜାର କର୍ମଚାରୀ ବେରୋଜଗାର ହେବାର ଆଶଙ୍କା ସୃଷ୍ଟି ହୋଇଛି। ସେମାନଙ୍କ ମଧ୍ୟରୁ ୭୦୦ ଲୋକଙ୍କୁ ଅନ୍ୟ ବିଭାଗରେ ନିଯୁକ୍ତି ମିଳିଥିବା ବେଳେ ଅବଶିଷ୍ଟ ୧୩ଶହଜଣଙ୍କ ନିମେନ୍ତ ଚାକିରୀ ସନ୍ଧାନ କରାଯାଉଛି।

ଏହି ଦେଶରେ ଇଲୋକଟ୍ରୋନିକ୍ସ ଏଙ୍କଲ ମନିଟରିଂ ସିଷ୍ଟମ ପ୍ରଚଳିତ ରହିଛି। କଏଦୀମାନଙ୍କ ଗୋଡ଼ରେ ଏକ ପ୍ରକାର କଡ଼ି ପିନ୍ଧାଇ ଦିଆଯାଇ ସେମାନଙ୍କ ଘରେ ଛାଡ଼ି ଦିଆଯାଏ। କଏଦୀମାନେ ନିଜ ଘରେ ରୁହନ୍ତି। ତେବେ ସେମାନେ ନିର୍ଦ୍ଧାରିତ ସୀମା ଡେଇଁବାକୁ ଚେଷ୍ଟା କଲେ ଏହାର ସୂଚନା ପୁଲିସ ପାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story