ଉତ୍ତର ପ୍ରଦେଶ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି ବୋଲି ଦାବି କଲେ ବରିଷ୍ଠ ପୁଲିସ୍‌ ଅଧିକାରୀ

ହାଥରସ୍‌: ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ଉତ୍ତର ପ୍ରଦେଶର ବରିଷ୍ଠ ପୁଲିସ ଅଧିକାରୀ ବଡ଼ ବୟାନ ଦେଇଛନ୍ତି। ୧୯ ବର୍ଷୀୟ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଗଣଦୁଷ୍କର୍ମ, ନିର୍ଯାତନା କଥା କୁହାଯାଇଥିଲା ବେଳେ ବରିଷ୍ଠ ପୁଲିସ୍‌ ଅଧିକାରୀ ଜଣଙ୍କ ଏହାକୁ ମିଛ ବୋଲି କହିଛନ୍ତି। ୟୁପି ପୁଲିସ୍‌ର ବରିଷ୍ଠ ଅଧିକାରୀ ପ୍ରଶାନ୍ତ କୁମାର କହିଛନ୍ତି, ମହିଳାଙ୍କ ଭିସେରା ରିପୋର୍ଟ […]

as

as

Hemant Lenka
  • Published: Thursday, 01 October 2020
  • Updated: 01 October 2020, 07:43 PM IST

Sports

Latest News

ହାଥରସ୍‌: ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ଉତ୍ତର ପ୍ରଦେଶର ବରିଷ୍ଠ ପୁଲିସ ଅଧିକାରୀ ବଡ଼ ବୟାନ ଦେଇଛନ୍ତି। ୧୯ ବର୍ଷୀୟ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଗଣଦୁଷ୍କର୍ମ, ନିର୍ଯାତନା କଥା କୁହାଯାଇଥିଲା ବେଳେ ବରିଷ୍ଠ ପୁଲିସ୍‌ ଅଧିକାରୀ ଜଣଙ୍କ ଏହାକୁ ମିଛ ବୋଲି କହିଛନ୍ତି।

ୟୁପି ପୁଲିସ୍‌ର ବରିଷ୍ଠ ଅଧିକାରୀ ପ୍ରଶାନ୍ତ କୁମାର କହିଛନ୍ତି, ମହିଳାଙ୍କ ଭିସେରା ରିପୋର୍ଟ ପରୀକ୍ଷାରୁ ଏହା ଜଣାପଡ଼ିଛି ଯେ ତାଙ୍କ ସହ କୌଣସି ପ୍ରକାରର ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଥିଲା ଯେ ମହିଳା ଜଣଙ୍କ ବେକରେ ଆଘାତ ଲାଗିବା ଯୋଗୁ ପ୍ରାଣ ହରାଇଛନ୍ତି। ଫରେନ୍ସିକ ସାଇନ୍ସ ଲ୍ୟାବର ରିପୋର୍ଟରେ କୌଣସି ପ୍ରକାରର ସେମେନ ମିଳିନାହିଁ। ଏହାର ଅର୍ଥ କିଛି ଲୋକ ଜାଣିଶୁଣି ଘଟଣାରେ ଟ୍ୱିଷ୍ଟ ଆଣି ଏହାକୁ ଜାତି ଭିତ୍ତିକ ଭେଦଭାବ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଏଭଳି ଲୋକଙ୍କୁ ଚିହ୍ନଟ କରାଯିବ ଓ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଶେଷଜ୍ଞମାନେ କହିଛନ୍ତି ଯେ ଘଟଣାର ଦିନକ ପରେ ହିଁ ନମୁନା ସଂଗ୍ରହ କରାଯାଇଥିଲା ଓ ଏଥିରୁ କୌଣସି ପ୍ରକାରର ସେମେନ ମିଳିନାହିଁ ବୋଲି ସେ କହିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୧୪ରେ ୧୯ ବର୍ଷୀୟ ମହିଳାଙ୍କୁ ଉଚ୍ଚ ଜାତିର ୪ ଜଣ ଯୁବକ ଗଣଦୁଷ୍କର୍ମ କରିବା ସହ ହତ୍ୟା ଉଦ୍ୟମ କରିଥିଲେ। ଦୁଷ୍କର୍ମକାରୀଙ୍କ ଆକ୍ରମଣରେ ପୀଡ଼ିତାଙ୍କ ବେକର ହାଡ଼ ଭାଙ୍ଗିବା ସହ ପିଞ୍ଜର ମଧ୍ୟ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ କ୍ଷତଚିହ୍ନ ରହିଥିବା ଶବବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। କିନ୍ତୁ ଏହା କେତେ ପୁରୁଣା ସେକଥା ଏଥିରେ ଉଲ୍ଲେଖ କରାଯାଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story