ନୋବେଲ ପୁରସ୍କାର ପାଇବେ ୩ ବୈଜ୍ଞାନିକ

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର।   ମେଡିସିନ୍ କ୍ଷେତ୍ରରେ ଚଳିତ ଥର ତିନି ଜଣ ବୈଜ୍ଞାନିକଙ୍କୁ ସମ୍ମାନିତ କରାଯିବ । ଏମାନେ ହେଲେ  ଜେଫ୍ରେ ସି. ହଲ୍, ମାଇକେଲ ରୋସ୍ୱସ ଏବଂ  ମାଇକେଲ ଡବ୍ଲ୍ୟୁ ୟଙ୍ଗ। ମେଡିକାଲ କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ପାଇଁ ଏମାନଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ।  ଚଳିତ ବର୍ଷ ପାଇଁ ଏହି ୩ ଜଣ ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ୍‌ ପୁରସ୍କାର ମିଳିବ।

nobel-prize-1

nobel-prize-1

Rakesh Mallick
  • Published: Monday, 02 October 2017
  • Updated: 02 October 2017, 03:40 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର।   ମେଡିସିନ୍ କ୍ଷେତ୍ରରେ ଚଳିତ ଥର ତିନି ଜଣ ବୈଜ୍ଞାନିକଙ୍କୁ ସମ୍ମାନିତ କରାଯିବ । ଏମାନେ ହେଲେ  ଜେଫ୍ରେ ସି. ହଲ୍, ମାଇକେଲ ରୋସ୍ୱସ ଏବଂ  ମାଇକେଲ ଡବ୍ଲ୍ୟୁ ୟଙ୍ଗ। ମେଡିକାଲ କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ପାଇଁ ଏମାନଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ।  ଚଳିତ ବର୍ଷ ପାଇଁ ଏହି ୩ ଜଣ ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ୍‌ ପୁରସ୍କାର ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos