ବାହାଘରରେ ଏଣିକି ୨୦୦ ନୁହେଁ ୧୦୦ ଲୋକଙ୍କୁ ମିଳିବ ଅନୁମତି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଦିଲ୍ଲୀ ପରେ ଏବେ ଗୌତମ ବୁଦ୍ଧ ନଗର ଓ ଗାଜିଆବାଦ ପ୍ରଶାସନ ନୂଆ କଟକଣା ଲଗାଇଛନ୍ତି। ଗୌତମ ବୁଦ୍ଧ ନଗରର ଜିଲ୍ଲା ମାଜିଷ୍ଟ୍ରେଟ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଥିବା ଲୋକଙ୍କ ସଂଖ୍ୟାକୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ନିୟମ ଅନୁଯାୟୀ, ଏଣିକି ଗୌତମ ବୁଦ୍ଧ ଅଞ୍ଚଳରେ କୌଣସି ବାହାଘର ହେଲେ, ଏଥିରେ ୧୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ପୂର୍ବରୁ ଏହା ୨୦୦ ରହିଥିଲା। […]

cc

cc

Hemant Lenka
  • Published: Saturday, 21 November 2020
  • Updated: 21 November 2020, 06:30 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଦିଲ୍ଲୀ ପରେ ଏବେ ଗୌତମ ବୁଦ୍ଧ ନଗର ଓ ଗାଜିଆବାଦ ପ୍ରଶାସନ ନୂଆ କଟକଣା ଲଗାଇଛନ୍ତି। ଗୌତମ ବୁଦ୍ଧ ନଗରର ଜିଲ୍ଲା ମାଜିଷ୍ଟ୍ରେଟ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଥିବା ଲୋକଙ୍କ ସଂଖ୍ୟାକୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆ ନିୟମ ଅନୁଯାୟୀ, ଏଣିକି ଗୌତମ ବୁଦ୍ଧ ଅଞ୍ଚଳରେ କୌଣସି ବାହାଘର ହେଲେ, ଏଥିରେ ୧୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ପୂର୍ବରୁ ଏହା ୨୦୦ ରହିଥିଲା। ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ ଶଙ୍କର ପାଣ୍ଡେ ମଧ୍ୟ ସମାନ ନିର୍ଦ୍ଦେଶ ଦେଇଛନ୍ତି। ଗାଜିଆବାଦରେ ବାହାଘର ହେଲେ ୨୦୦ ପରିବର୍ତ୍ତେ ୧୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିବ।

ପୂର୍ବରୁ ଦିଲ୍ଲୀ ସରକାର ବାହାଘର କାର୍ଯ୍ୟକ୍ରମରେ ୨୦୦ ପରିବର୍ତ୍ତେ ୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦେଇଥିଲେ। ଏହି ନିୟମ କେବଳ ବାହାଘର ନୁହେଁ, ଅନ୍ୟ ସମସ୍ତ ସମାବେଶଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଲାଗୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story