କରୋନା ମୁକାବିଲା କରିବେ ସେନା, ବାତିଲ ହେବ ଛୁଟି

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କ ଜରୁରୀ ନଥିବା ଛୁଟି ଗୁଡ଼ିକ ବାତିଲ ହେବ ବୋଲି ଘୋଷଣା କରିଛନ୍ତି। ଏହାଦ୍ୱାରା ଅଯଥା ଯାତ୍ରା କରି ଯବାନମାନେ କରୋନା ଭାଇରସର ଆକ୍ରାନ୍ତ ହେବେ ନାହିଁ। ସେହିପରି କରୋନା ବିରୋଧରେ ଭାରତ ଯେଉଁ ଯୁଦ୍ଧ ଆରମ୍ଭ କରିଛି, ସେଥିରେ ଯବାନମାନେ ନିଜ ସହ ସାଧାରଣ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିପାରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମେଡିକାଲ ୱିଙ୍ଗ ପକ୍ଷରୁ ଏକ […]

ed

ed

Hemant Lenka
  • Published: Wednesday, 18 March 2020
  • Updated: 18 March 2020, 04:06 PM IST

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କ ଜରୁରୀ ନଥିବା ଛୁଟି ଗୁଡ଼ିକ ବାତିଲ ହେବ ବୋଲି ଘୋଷଣା କରିଛନ୍ତି। ଏହାଦ୍ୱାରା ଅଯଥା ଯାତ୍ରା କରି ଯବାନମାନେ କରୋନା ଭାଇରସର ଆକ୍ରାନ୍ତ ହେବେ ନାହିଁ। ସେହିପରି କରୋନା ବିରୋଧରେ ଭାରତ ଯେଉଁ ଯୁଦ୍ଧ ଆରମ୍ଭ କରିଛି, ସେଥିରେ ଯବାନମାନେ ନିଜ ସହ ସାଧାରଣ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିପାରିବେ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମେଡିକାଲ ୱିଙ୍ଗ ପକ୍ଷରୁ ଏକ ୪ ପୃଷ୍ଠାର ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ କରୋନା ଭାଇରସ ବ୍ୟାପିବା ପୂର୍ବରୁ ଏହାକୁ ରୋକିବା ପାଇଁ ଆମ ପାଖାରେ ୪ ସପ୍ତାହର ସମୟ ରହିଛି। ଏହି ସମୟରେ ଆମ ସମସ୍ତଙ୍କୁ ସଜାଗ ରହିବାକୁ ପଡ଼ିବ। ଭାରତର ଆଭ୍ୟନ୍ତରୀଣ ଓ ସୀମା ସୁରକ୍ଷା ପାଇଁ ପ୍ରାୟ ୧୦ ଲକ୍ଷ ଶକ୍ତିଶାଳୀ ଫୋର୍ସ ରହିଛନ୍ତି।

ଅର୍ଦ୍ଧ ସାମରିକ ବାହିନୀରେ ସିଆରପିଏଫ, ବିଏସ୍‌ଏଫ, ସିଆଇଏସଏଫ, ଆଇଟିବିପି, ଏସଏସବି, ଏନଏସଜି ଓ ଆସାମ ରାଇଫଲ ରହିଛନ୍ତି। ଏହି ଯବାନମାନଙ୍କ ଗୁରୁତ୍ୱହୀନ ଛୁଟିକୁ ବାତିଲ କରାଯିବ। ଅତି ଜରୁରୀ ନଥିଲେ ଅନ୍ତର୍ଜାତୀୟ ଓ ଡୋମେଷ୍ଟିକ ବିମାନ, ବସ ଓ ଟ୍ରେନରେ ଯାତ୍ରା କରନ୍ତୁ ନାହିଁ। ଦୂର ଯାତ୍ରା ଦ୍ୱାରା ଭାଇରସ ବ୍ୟାପିବାର ଆଶଙ୍କା ଅଧିକ ରହିଛି। ଆସନ୍ତା ଗୋଟିଏ ମାସ ଯାଏ ଯବାନମାନେ କୌଣସି ପ୍ରକାରର ବୈଠକ କରନ୍ତୁ ନାହିଁ। ଏଥିସହ ପଦୋନ୍ନତି, ମେଡିକାଲ ରିଭ୍ୟୁ, ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ଓ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରନ୍ତୁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story