ସିଏବି ପାଇଁ ରଣକ୍ଷେତ୍ର ପାଲଟିଲା ଉତ୍ତର-ପୂର୍ବ, ଆସାମରେ ପୁଲିସ୍‌ର ଗୁଳିମାଡ଼

ନୂଆଦିଲ୍ଲୀ: ଭାରତରେ ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ସଂସଦରେ ପାରିତ ହୋଇଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ବିରୋଧ କରି ସୃଷ୍ଟି ହୋଇଥିବା ନିଆଁୱ କମିବା ପରିବର୍ତ୍ତେ ହୁହୁ ହୋଇ ବଢ଼ିବାରେ ଲାଗିଛି। ଆଜି ଉତ୍ତର ପୂର୍ବ ରାଜ୍ୟରେ ସିଏବିକୁ ବିରୋଧ କରୁଥିବା ଲୋକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଘଟିଛି। ବିଲକୁ ବିରୋଧ କରି ଆସାମରେ ଲୋକମାନେ ଏକାଧିକ ଗାଡ଼ି ପୋଡ଼ି ଦେଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଛନ୍ତି। […]

de

de

Hemant Lenka
  • Published: Thursday, 12 December 2019
  • Updated: 12 December 2019, 04:02 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ସଂସଦରେ ପାରିତ ହୋଇଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ବିରୋଧ କରି ସୃଷ୍ଟି ହୋଇଥିବା ନିଆଁୱ କମିବା ପରିବର୍ତ୍ତେ ହୁହୁ ହୋଇ ବଢ଼ିବାରେ ଲାଗିଛି। ଆଜି ଉତ୍ତର ପୂର୍ବ ରାଜ୍ୟରେ ସିଏବିକୁ ବିରୋଧ କରୁଥିବା ଲୋକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଘଟିଛି। ବିଲକୁ ବିରୋଧ କରି ଆସାମରେ ଲୋକମାନେ ଏକାଧିକ ଗାଡ଼ି ପୋଡ଼ି ଦେଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଛନ୍ତି।

ଗୌହାଟୀ, ଦିବ୍ରୁଗଡ଼ ଓ ରାଜଧାନୀ ଦିସପୁରରେ ସର୍ବାଧିକ ହିଂସାକାଣ୍ଡ ଘଟିଛି। ଏକାଧିକ ସ୍ଥାନରେ କର୍ଫ୍ୟୁ ଲାଗୁ ହେବା ସତ୍ତ୍ୱେ ବିକ୍ଷୋଭକାରୀମାନେ ଏହାକୁ ଖାତିର ନ କରି ଆନ୍ଦୋଳନ କରିଥିଲେ। ଆନ୍ଦୋଳନ ହିଂସାତ୍ମକ ରୂପ ନେବାରୁ ପୁଲିସ ସେମାନଙ୍କ ଉପରକୁ ଗୁଳି ମାଡ଼ କରିଥିବା ଜଣାପଡ଼ିଛି। ଆନ୍ଦୋଳନ ଯୋଗୁ ଉତ୍ତର ପୂର୍ବ ରାଜ୍ୟରେ ରେଳ, ବିମାନ ଓ ସଡ଼କ ପଥ ସେବା ବନ୍ଦ ହୋଇଯାଇଛି। ବିଶେଷରେ ଆଜି ଆସାମରେ ବିମାନ ଚଳାଚଳ ଓ ଗାଡ଼ି ମଟର ବନ୍ଦ ରଖାଯାଇଛି। ଦିବ୍ରୁଗଡ଼ରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ସେଠାରୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆସାମ ଓ ତ୍ରୁପୁରାରେ ଅର୍ଦ୍ଧ ସମାରିକ ବାହିନୀ ମୁତୟନ କରାଯାଇଥିଲେ ହେଁ ବୋକ୍ଷୋଭକାରୀ ଏହାକୁ ଖାତିର କରି ନାହାନ୍ତି। ବିକ୍ଷୋଭକାରୀମାନେ ଗାଡ଼ି ମଟର ପୋଡ଼ିବା ସହ ରାସ୍ତାରେ ଟାୟାର ଜାଳି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। କର୍ଫ୍ୟୁ ଲାଗୁ ହେବା ସତ୍ତ୍ୱେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇବାରୁ ପୁଲିସ୍‌ ସେମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ଗୌହାଟୀର ଲାଲୁଙ୍ଗ ଗାଓଁ ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ଗୁଳି ମାଡ଼ରେ ୪ ଜଣ ବିକ୍ଷୋଭକାରୀ ଆହତ ହୋଇଥିବା ଜଣାପଡ଼ିଛି।

ସୁରକ୍ଷା ଦୃଷ୍ଟିରୁ ତ୍ରିପୁରା ଓ ଆସାମରେ ଚଳାଚଳ କରୁଥିବା ଆଞ୍ଚଳିକ ଟ୍ରେନ ସେବାକୁ ବନ୍ଦ କରି ଦିଆଯାଇଛି। ସେହିପରି ଆସନ୍ତା ୪୮ ଘଣ୍ଟା ଯାଏ ଆସାମରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଗାଡ଼ି ମଟର, ଟ୍ରେନ ଓ ବିମାନ ସେବା ବନ୍ଦ ରହିଥିବାରୁ ଶତାଧିକ ଲୋକ ଗୋଟିଏ ସ୍ଥାନରେ ଫସି ରହିଛନ୍ତି।

ଛାତ୍ର ସଂଗଠନ ଦେଇଥିବା ଆନ୍ଦୋଳନ ଡାକରାରେ ଆଜି ଆସାମୀଜ ଫିଲ୍ମ, ମ୍ୟୁଜିକ ଇଣ୍ଡଷ୍ଟ୍ରୀ ଓ କଣ୍ଠଶିଳ୍ପୀ ଜୁବେନ ଗର୍ଗ ସାମିଲ ହୋଇଛନ୍ତି। ଆସାମର କାମରୂପ ଜିଲ୍ଲାରେ ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିଛି। ଗଣମାଧ୍ୟମଗୁଡ଼ିକୁ ଖବର ପ୍ରସାରଣ ବେଳେ ହିଂସାକୁ ଉସକାଇବା ଭଳି ତଥ୍ୟ ପ୍ରସାରଣ ନ କରିବାକୁ କୁହାଯାଇଛି।

କେନ୍ଦ୍ର ସରକାର ଆସାମରେ ୫ କଲମ ଓ ତ୍ରିପୁରାରେ ୩ କଲମ ଆସାମ ରାଇଫଲ ଟ୍ରୁପସ ମୁତୟନ କରିଛନ୍ତି। ଆଜି ସକାଳୁ ଗୌହାଟୀରେ ଆନ୍ଦୋଳନ ସୃଷ୍ଟି ହେବାରୁ ସେନା ପକ୍ଷରୁ ଏଠାରେ ପ୍ଲାର୍ଗମାର୍ଚ୍ଚ କରାଯାଇଛି। ଢାକୁଆଖାନା ଓ ଲକ୍ଷ୍ମୀପୁରରେ ବିକ୍ଷୋଭକାରୀମାନେ ବିଜେପି ଓ ଆସୋମ ଗଣ ପରିଷଦର ଅଫିସକୁ ଜାଳି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story