ଏନକାଉଣ୍ଟରରେ ମୃତ ଦୁଷ୍କର୍ମକାରୀଙ୍କ ପାଇଁ ନ୍ୟାୟ ମାଗିଲା ବିଜେପି

ନୂଆଦିଲ୍ଲୀ: ହାଇଦ୍ରାବାଦ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଏନକାଉଣ୍ଟରରେ ମାରିବା ପରେ ଏହାକୁ ନେଇ ସାରା ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି। ବିଜେପିର କିଛି ନେତା ଏହାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ବିରୋଧ କରିଛନ୍ତି। ସ୍ଥିତି ଏମିତି ହୋଇଛି ଯେ ତେଲେଙ୍ଗାନା ବିଜେପି ପକ୍ଷରୁ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ନ୍ୟାୟ ଦେବାକୁ ମଧ୍ୟ ଦାବି କରାଯାଇଛି। ତେଲେଙ୍ଗାନା ବିଜେପି ମୁଖପାତ୍ର କେ କ୍ରିଷ୍ଣା ସାଗର […]

cx

cx

Hemant Lenka
  • Published: Friday, 06 December 2019
  • Updated: 06 December 2019, 03:50 PM IST

ନୂଆଦିଲ୍ଲୀ: ହାଇଦ୍ରାବାଦ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଏନକାଉଣ୍ଟରରେ ମାରିବା ପରେ ଏହାକୁ ନେଇ ସାରା ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି। ବିଜେପିର କିଛି ନେତା ଏହାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ବିରୋଧ କରିଛନ୍ତି। ସ୍ଥିତି ଏମିତି ହୋଇଛି ଯେ ତେଲେଙ୍ଗାନା ବିଜେପି ପକ୍ଷରୁ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ନ୍ୟାୟ ଦେବାକୁ ମଧ୍ୟ ଦାବି କରାଯାଇଛି।

ତେଲେଙ୍ଗାନା ବିଜେପି ମୁଖପାତ୍ର କେ କ୍ରିଷ୍ଣା ସାଗର ରାଓ କହିଛନ୍ତି, “ଗଣଦୁଷ୍କର୍ମ ଓ ହତ୍ୟା ଏକ ଅମାନବୀୟ କାଣ୍ଡ। ବିଜେପି ସର୍ବଦା ଏହାକୁ ବିରୋଧ କରି ଆସୁଛି।

ତେବେ ରାଜ୍ୟର ବିରୋଧୀ ଦଳ ହିସାବରେ ଆମେ ତେଲେଙ୍ଗାନା ସରକାରଙ୍କୁ ଅଭିଯୁକ୍ତମାନେ କେମିତି ନ୍ୟାୟ ପାଇବେ, ତା’ର ବ୍ୟବସ୍ଥା କରିବାକୁ ଦାବି କରୁଛୁ। ଭାରତ ଗୋଟିଏ ବାନାନା ରିପବ୍ଲିକ ନୁହେଁ। ସବୁକିଛି ଏଠାରେ ସମ୍ବିଧାନ ଓ ଆଇନର ପରିଧି ମଧ୍ୟରେ ହେବା ଉଚିତ। ପୁଲିସ୍‌ ଏନକାଉଣ୍ଟରର ଜବାବ ଦେବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story