୪୭ରୁ ୫୮: କେବଳ ଭୂଗୋଳ ନୁହେଁ ଗଣିତ ବି ଶିଖି ନାହାନ୍ତି ଇମ୍ରାନ୍‌ ଖାନ୍‌!

ଇସ୍‌ଲାମାବାଦ: କଶ୍ମୀରକୁ ନେଇ ପାକିସ୍ତାନ ୱାଜିର-ଏ-ଆଜମ ଏବେ କେତେ ବିଚଳିତ ହୋଇ ପଡ଼ିଛନ୍ତି, ତାହା ପୁଣିଥରେ ସାମ୍ନାକୁ ଆସିଛି। ମୋଦି-୨ ସରକାର ଅପ୍ରତ୍ୟାଶିତ ଢଙ୍ଗରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଆଚମ୍ବିତ ହୋଇ ପଡ଼ିଥିବା ପାକିସ୍ତାନ ଏବେ କେବଳ ସ୍ୱପ୍ନରେ ସବୁ କିଛି କଳ୍ପନା କରିବାରେ ଲାଗିଛି। ପାକିସ୍ତାନ ଦେଖୁଥିବା କୌଣସି ବି ସ୍ୱପ୍ନ ଯେ ତୃଣମୂଳସ୍ତରରେ ବାସ୍ତବ ରୂପ ନେଉ ନାହିଁ, ସେକଥା ମାନିବାକୁ ଇମ୍ରାନ୍‌ ଖାନ୍‌ ପ୍ରସ୍ତୁତ ନୁହନ୍ତି। କଶ୍ମୀରର ଭୌଗଳିକ […]

io

io

Hemant Lenka
  • Published: Friday, 13 September 2019
  • Updated: 13 September 2019, 04:13 PM IST

Sports

Latest News

ଇସ୍‌ଲାମାବାଦ: କଶ୍ମୀରକୁ ନେଇ ପାକିସ୍ତାନ ୱାଜିର-ଏ-ଆଜମ ଏବେ କେତେ ବିଚଳିତ ହୋଇ ପଡ଼ିଛନ୍ତି, ତାହା ପୁଣିଥରେ ସାମ୍ନାକୁ ଆସିଛି। ମୋଦି-୨ ସରକାର ଅପ୍ରତ୍ୟାଶିତ ଢଙ୍ଗରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଆଚମ୍ବିତ ହୋଇ ପଡ଼ିଥିବା ପାକିସ୍ତାନ ଏବେ କେବଳ ସ୍ୱପ୍ନରେ ସବୁ କିଛି କଳ୍ପନା କରିବାରେ ଲାଗିଛି।

ପାକିସ୍ତାନ ଦେଖୁଥିବା କୌଣସି ବି ସ୍ୱପ୍ନ ଯେ ତୃଣମୂଳସ୍ତରରେ ବାସ୍ତବ ରୂପ ନେଉ ନାହିଁ, ସେକଥା ମାନିବାକୁ ଇମ୍ରାନ୍‌ ଖାନ୍‌ ପ୍ରସ୍ତୁତ ନୁହନ୍ତି। କଶ୍ମୀରର ଭୌଗଳିକ ସ୍ଥିତିକୁ ନେଇ ଅପପ୍ରଚାର କରୁଥିବା ଇମ୍ରାନ୍‌ ଖାନ୍‌ ସରକାରଙ୍କୁ କେହି ବି ବିଶ୍ୱାସ କରୁ ନହାନ୍ତି। ଏବେ ଇମ୍ରାନ୍‌ ଖାନ୍‌ଙ୍କ ଗଣିତ ଜ୍ଞାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଗୁରୁବାର ଇମ୍ରାନ୍‌ ଖାନ୍‌ ଦାବି କରିଥିଲେ ଯେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘ ମାନବାଧିକାର ପରିଷଦର ୫୮ଟି ଦେଶ ସମର୍ଥନ କରିଛନ୍ତି। ସେମାନେ ମିଳିତ ଭାବେ ଭାରତ ସରକାର କଶ୍ମୀରରେ ଲାଗୁ କରିଥିବା କଟକଣାକୁ ଉଠାଇବା ଦରକାର ବୋଲି କହିଛନ୍ତି। ଏଥିସହ ସମସ୍ତ ୫୮ ରାଷ୍ଟ୍ର ଭାରତ ସରକାର କଶ୍ମୀରବାସୀଙ୍କ ଉପରେ କରୁଥିବା ଅତ୍ୟାଚାରକୁ ବନ୍ଦ କରିବାକୁ କହିଛନ୍ତି।

ହେଲେ ଇମ୍ରାନ୍‌ ଖାନ୍‌ ସମ୍ଭବତଃ ସ୍ୱପ୍ନରେ ଏପରି ଆକଳନ କରିଛନ୍ତି। କାରଣ ଜାତିସଂଘ ମାନିବାଧିକାର ପରିଷଦର ତଥ୍ୟ କିଛି ଭିନ୍ନ କଥା କହୁଛି। ପରିଷଦରେ ମୋଟ ସଦସ୍ୟ ରାଷ୍ଟ୍ରଙ୍କ ସଂଖ୍ୟା ୪୭। ଅର୍ଥାତ ପରିଷଦରେ ୪୭ଟି ଦେଶର ପ୍ରତିନିଧି ଭାଗ ନେଇଥାଆନ୍ତି। ଏପରି ସ୍ଥିତିରେ ଇମ୍ରାନ୍‌ ଖାନ୍‌ଙ୍କ ତଥାକଥିତ ନୂଆ ପାକିସ୍ତାନକୁ କେମିତି ୫୮ଟି ରାଷ୍ଟ୍ର ସମର୍ଥନ କଲେ ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ତେଣୁ ଇମ୍ରାନ୍‌ ଖାନ୍‌ଙ୍କ ଗଣିତ ଜ୍ଞାନକୁ ନେଇ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story