ଜେଇଇ ଓ ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ସପକ୍ଷରେ ବାହାରିଲେ ଗ୍ରେଟା ଥର୍ଣ୍ଣବର୍ଗ

ଷ୍ଟକ୍‌ହୋମ୍‌: ମାତ୍ର ୧୬ ବର୍ଷରେ ଜଳବାୟୁ ପରିବର୍ତ୍ତନ ପାଇଁ ବିଶ୍ୱସ୍ତରର ରାଷ୍ଟ୍ରନେତାଙ୍କୁ ‘ହାଓ ଡେୟାର ୟୁ’ କହି ଧମକାଇଥିବା ଗ୍ରେଟା ଥର୍ଣ୍ଣବର୍ଗ ଏବେ ଭାରତରେ ଜେଇଇ ଓ ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ସପକ୍ଷରେ ମତ ଦେଇଛନ୍ତି। କରୋନା ସଂକ୍ରମଣ ଭିତରେ ମଧ୍ୟ ଭାରତରେ ଜେଇଇ-ନିଟ୍‌ ପରୀକ୍ଷା ସେପ୍ଟେମ୍ବରରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଉଛି। କରୋନା ସଂକ୍ରମଣ ଲଗାତର ବଢ଼ୁଥିବାରୁ ଏହାକୁ ବର୍ତ୍ତମାନ ସ୍ଥିତିରେ ସ୍ଥଗିତ କରାଯାଉ ବୋଲି […]

x

x

Hemant Lenka
  • Published: Tuesday, 25 August 2020
  • Updated: 25 August 2020, 06:48 PM IST

Sports

Latest News

ଷ୍ଟକ୍‌ହୋମ୍‌: ମାତ୍ର ୧୬ ବର୍ଷରେ ଜଳବାୟୁ ପରିବର୍ତ୍ତନ ପାଇଁ ବିଶ୍ୱସ୍ତରର ରାଷ୍ଟ୍ରନେତାଙ୍କୁ ‘ହାଓ ଡେୟାର ୟୁ’ କହି ଧମକାଇଥିବା ଗ୍ରେଟା ଥର୍ଣ୍ଣବର୍ଗ ଏବେ ଭାରତରେ ଜେଇଇ ଓ ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ସପକ୍ଷରେ ମତ ଦେଇଛନ୍ତି। କରୋନା ସଂକ୍ରମଣ ଭିତରେ ମଧ୍ୟ ଭାରତରେ ଜେଇଇ-ନିଟ୍‌ ପରୀକ୍ଷା ସେପ୍ଟେମ୍ବରରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଉଛି।

କରୋନା ସଂକ୍ରମଣ ଲଗାତର ବଢ଼ୁଥିବାରୁ ଏହାକୁ ବର୍ତ୍ତମାନ ସ୍ଥିତିରେ ସ୍ଥଗିତ କରାଯାଉ ବୋଲି ଅନେକ ଲୋକ କହୁଛନ୍ତି। ଏହି ଘଟଣାରେ ଜଳବାୟୁ ଓ ପରିବେଶ ଉପରେ କାର୍ଯ୍ୟ କରୁଥିବା ଗ୍ରେଟା ଥର୍ଣ୍ଣବର୍ଗ ମଧ୍ୟ ସାମିଲ ହୋଇଛନ୍ତି।

ସେ କହିଛନ୍ତି, ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି କରିଥିବା କରୋନା ମହାମାରୀ ମଧ୍ୟରେ ପରୀକ୍ଷା ଆୟୋଜନ କରିବା ଆଦୌ ଠିକ ନୁହେଁ। ଭାରତର ବିହାର ଓ ଆସାମ ଭଳି ଏକାଧିକ ରାଜ୍ୟରେ ବନ୍ୟା ଯୋଗୁ ଶିକ୍ଷାର୍ଥୀମାନେ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁ ଲୋକମାନେ ସର୍ବଶ୍ୱ ହରାଇଛନ୍ତି। ଏଭଳି ସ୍ଥିତିରେ ପରୀକ୍ଷା କରାଯିବା ଆଦୌ ସମିଚୀନ ନୁହେଁ। ତେଣୁ ଜେଇଇ ଓ ନିଟ୍‌ ପରୀକ୍ଷା ସ୍ଥଗିତ ରଖିବାକୁ ହେଉଥିବା ଆନ୍ଦୋଳନ ସହ ମୁଁ ମଧ୍ୟ ରହିଛି ବୋଲି ଗ୍ରେଟା ଟ୍ୱିଟ କରିଛନ୍ତି।

କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ସେପ୍ଟେମ୍ବ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଜେଇଇ ମେନ ଓ ନିଟ୍‌ ପରୀକ୍ଷା କରିବାକୁ ଘୋଷଣା କରିଛି। ତେବେ ଏହା ବିରୋଧରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍ୱର ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story