ଅଦାଲତ ଅବମାନନା ମାମଲାରେ ଫସି ପାରନ୍ତି ନୁସରତ

କୋଲକାତା: ଅଭିନେତ୍ରୀରୁ ଟିଏମସି ସାଂସଦ ନୁସରତ ଜାହାନଙ୍କ ଅଡ଼ୁଆ ବଢ଼ିଛି। ସେ ଏବେ ଅଦାଲତ ଅବମାନନା ମାମଲାର ଅଭିଯୁକ୍ତ ହୋଇଯାଇଛନ୍ତି। ନିକଟରେ କ୍ୟାଲକାଟା ହାଇକୋର୍ଟ ଦୁର୍ଗା ପୂଜା ମଣ୍ଡପକୁ ଯିବାକୁ ବାରଣ କରିଥିଲେ ହେଁ ନୁସରତ ଏହାକୁ ମାନି ନାହାନ୍ତି। ସେ ଦୁର୍ଗା ପୂଜା ବେଳେ ଏକାଧିକ ମଣ୍ଡପକୁ ଯାଇଥିଲେ। ଖାଲି ସେତିକି ନୁହେଁ, ବିଭିନ୍ନ ମଣ୍ଡପରେ ସେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ଏହି କାରଣରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ଭଳି ସଂଗୀନ ଅଭିଯୋଗ ଆସିଛି। […]

o

o

Hemant Lenka
  • Published: Thursday, 29 October 2020
  • Updated: 29 October 2020, 07:56 PM IST

କୋଲକାତା: ଅଭିନେତ୍ରୀରୁ ଟିଏମସି ସାଂସଦ ନୁସରତ ଜାହାନଙ୍କ ଅଡ଼ୁଆ ବଢ଼ିଛି। ସେ ଏବେ ଅଦାଲତ ଅବମାନନା ମାମଲାର ଅଭିଯୁକ୍ତ ହୋଇଯାଇଛନ୍ତି। ନିକଟରେ କ୍ୟାଲକାଟା ହାଇକୋର୍ଟ ଦୁର୍ଗା ପୂଜା ମଣ୍ଡପକୁ ଯିବାକୁ ବାରଣ କରିଥିଲେ ହେଁ ନୁସରତ ଏହାକୁ ମାନି ନାହାନ୍ତି। ସେ ଦୁର୍ଗା ପୂଜା ବେଳେ ଏକାଧିକ ମଣ୍ଡପକୁ ଯାଇଥିଲେ। ଖାଲି ସେତିକି ନୁହେଁ, ବିଭିନ୍ନ ମଣ୍ଡପରେ ସେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ଏହି କାରଣରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ଭଳି ସଂଗୀନ ଅଭିଯୋଗ ଆସିଛି।

ଆଇନଜୀବୀ ସବ୍ୟସାଚୀ ଚାଟାର୍ଜୀ ଖୁବଶୀଘ୍ର କୋର୍ଟର ଭ୍ୟାକେସନ ବେଞ୍ଚରେ ମାମଲାର ଶୁଣାଣି ପାଇଁ ଆବେଦନ କରିବେ ବୋଲି ଜଣାପଡ଼ିଛି। ସେ କହିଛନ୍ତି, “କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ନୁସରତ ଜାହାନ ଓ ମହୁଆ ମୌତ୍ରୀଙ୍କ ଭଳି ଜନପ୍ରତିନିଧିମାନେ ଦୁର୍ଗା ପୂଜା ବେଳେ ମଣ୍ଡନକୁ ଯାଇଥିଲେ। ଏହା ଖୋଲାଖୋଲି ଭାବେ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା। ତେଣୁ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା କରାଯିବ। ଏଥିସହ ସେମାନେ ସାଂସଦ ଭାବେ ନିଜ କ୍ଷମତାର ଅପବ୍ୟବହାର କରି ମଣ୍ଡପରେ ପ୍ରବେଶ କରିଛନ୍ତି। ସେମାନଙ୍କ ନିକଟକୁ ନୋଟିସ୍‌ ପଠା ଯାଇ ସାରିଛି।”

ନୁସରତ ଜାହାନ ଓ ତାଙ୍କ ସ୍ୱାମୀ ଦୁର୍ଗା ପୂଜା ବେଳେ ପ୍ରସିଦ୍ଧ ସଂଘ ମଣ୍ଡକୁ ଯାଇଥିଲେ। ଏଥିସହ ଉଭୟ ସେଠାରେ ଅନ୍ୟମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ଏମାନଙ୍କ ସହ ଫିଲ୍ମ ନିର୍ମାତା ଶ୍ରୀଜିତ ମୁଖାର୍ଜୀ ଓ ତାଙ୍କ ବାଂଲାଦେଶ ପତ୍ନୀ ରଫିହତ ରଶିଦ ମିଥାଲୀ ମଧ୍ୟ ଉପସ୍ଥିତ ଥିଲେ।

ଲୋକମାନେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମଣ୍ଡପକୁ ଯାଇ ନଥିଲେ ହେଁ କଳାକାର ଓ ରାଜନେତାମାନେ କେମିତି ମଣ୍ଡପକୁ ଗଲେ, ତାହା ଏବେ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story