ଦିଲ୍ଲୀରେ ପୁଣି ଲାଗୁ ହେବ ‘ଅଡ୍ ଇଭେନ’ ନିୟମ:ଏଥର ମହିଳାଙ୍କ ଲାଗି କଟକଣା

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦ୍ୟୁଷଣ ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପୁଣି ଥରେ ‘ଅଡ୍ ଇଭେନ’ ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପୂର୍ବଭଳି ଏଥର ମଧ୍ୟ ଏହି ବ୍ୟବସ୍ଥାରେ ବାଇକ୍‌ ଚାଳକଙ୍କୁ ପରିସରଭୁକ୍ତ କରାଯାଇନାହିଁ। ମାତ୍ର ମହିଳାମାନଙ୍କ ଲାଗି କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ନିୟମ ଭାଙ୍ଗୁଥିବା ମହିଳାମାନଙ୍କୁ ଜରିମାନା ଭରଣା କରିବାକୁ ପଡିବ ବୋଲି କୁହାଯାଇଛି। ଦିଲ୍ଲୀର ପରିବହନ ମନ୍ତ୍ରୀ କହିଛନ୍ତି ଯେ “ ଏହି ପଦଦ୍ଧିରେ ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ( […]

00

00

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 01:10 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦ୍ୟୁଷଣ ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପୁଣି ଥରେ ‘ଅଡ୍ ଇଭେନ’ ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପୂର୍ବଭଳି ଏଥର ମଧ୍ୟ ଏହି ବ୍ୟବସ୍ଥାରେ ବାଇକ୍‌ ଚାଳକଙ୍କୁ ପରିସରଭୁକ୍ତ କରାଯାଇନାହିଁ। ମାତ୍ର ମହିଳାମାନଙ୍କ ଲାଗି କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ନିୟମ ଭାଙ୍ଗୁଥିବା ମହିଳାମାନଙ୍କୁ ଜରିମାନା ଭରଣା କରିବାକୁ ପଡିବ ବୋଲି କୁହାଯାଇଛି।

ଦିଲ୍ଲୀର ପରିବହନ ମନ୍ତ୍ରୀ କହିଛନ୍ତି ଯେ “ ଏହି ପଦଦ୍ଧିରେ ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ( ଡିଟିସି) ବସ୍ ସେବାକୁ ଅନ୍ତର୍ଭୁକ୍ତ କରାଯିବ। ଏପରିକି ସ୍କୁଲ ଓ ଘରୋଇ ବସ୍ ସେବା ମଧ୍ୟ ଅଡ୍-ଇଭିନ୍ ପଦ୍ଧତି ପରିସରକୁ ଆସିବେ। ମନ୍ତ୍ରୀଙ୍କ ବିବୃତି ମୁତାବକ ମେଟ୍ରାର ବର୍ଦ୍ଧିତ ଭଡ଼ା ଉପରେ ମଧ୍ୟ ‘ଅଡ୍ ଇଭେନ’ ବ୍ୟବସ୍ଥା ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।”

ସୂଚନାଯାଗ୍ୟ, ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ସରକାର ଏଭଳି ବ୍ୟବସ୍ଥା ଗ୍ରହଣ କରୁଛନ୍ତି  । ଖାଲି ଗାଡି ଚଳାଚଳରେ କଟକଣା ନୁହେଁ ଡିଜେଲ ଜେନେରେଟର ଉପରେ ପ୍ରତିବନ୍ଧକ ଲଗାଇବା ପରେ ଦିଲ୍ଲୀ ସରକାର ବିବାହ ଓ ଅନ୍ୟ ସମାରୋହ ଆୟୋଜନରେ ମଧ୍ୟ ଲୋକଙ୍କୁ ଅସ୍ଥାୟୀ ବିଜୁଳି ସଂଯୋଗ ନେବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story