ବିଜେପି ଓ ମୋଦିଙ୍କୁ ବିରୋଧୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରାଥମିକ ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପୁଣିଥରେ କ୍ଷମତା ଦଖଲ କରିବ ବୋଲି ସ୍ପଷ୍ଟ ହେଉଛି। ଅର୍ଥାତ ପୁଣିଥରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ତେବେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ବିରୋଧୀ ଦଳଗୁଡ଼ିକ ମୋଦି ଓ ବିଜେପିକୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି। ପ୍ରାଥମିକ ଅବସ୍ଥାରେ ଏନ୍‌ସି ନେତା ଓମାର ଅବଦୁଲ୍ଲା ଓ ଆପ୍‌ ପକ୍ଷରୁ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓମାର ଟ୍ୱିଟ୍‌ କରି କହିଛନ୍ତି ଯେ […]

uo

uo

Hemant Lenka
  • Published: Thursday, 23 May 2019
  • Updated: 23 May 2019, 01:19 PM IST

Sports

Latest News

ନୂଆଦିଲ୍ଲୀ: ପ୍ରାଥମିକ ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପୁଣିଥରେ କ୍ଷମତା ଦଖଲ କରିବ ବୋଲି ସ୍ପଷ୍ଟ ହେଉଛି। ଅର୍ଥାତ ପୁଣିଥରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ତେବେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ବିରୋଧୀ ଦଳଗୁଡ଼ିକ ମୋଦି ଓ ବିଜେପିକୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି।

ପ୍ରାଥମିକ ଅବସ୍ଥାରେ ଏନ୍‌ସି ନେତା ଓମାର ଅବଦୁଲ୍ଲା ଓ ଆପ୍‌ ପକ୍ଷରୁ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓମାର ଟ୍ୱିଟ୍‌ କରି କହିଛନ୍ତି ଯେ “ଏବେ ଏକଜିଟ୍‌ ପୋଲ୍‌ ସତ ହୋଇଛି। ଏବେ କେବଳ ମୋଦି ଓ ଏନ୍‌ଡିଏକୁ ଶୁଭେଚ୍ଛା ଜଣାଇବା ବାକି ରହିଛି। ଏହି ବିଜୟର ଶ୍ରେୟ ଅମିତ ଶାହ ଓ ନରେନ୍ଦ୍ର ମୋଦିଙ୍କୁ ଯିବା ଦରକାର। ସେମାନେ ହିଁ ଆସନ୍ତା ୫ ବର୍ଷ ପାଇଁ ଶାସନ କରିବା ସ୍ପଷ୍ଟ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story