ସହିଦଙ୍କ ପତ୍ନୀମାନେ ବସ୍‌ରେ କରିବେ ଆଜୀବନ ମାଗଣା ଯାତ୍ରା

ମୁମ୍ବାଇ: ଦେଶପାଇଁ ପ୍ରାଣବଳୀ ଦେଇଥିବା ଯବାନମାନଙ୍କର ପତ୍ନୀମାନେ ଆଜିଠାରୁ ରାଜ୍ୟ ପରିବହନ ନିଗମର ସମସ୍ତ ବସ୍‌ରେ ଆଜୀବନ ମାଗଣାରେ ଯାତ୍ରା କରିପାରିବେ। ଆଜି ମହାରାଷ୍ଟ୍ର ଦିବସ ଉପଲକ୍ଷେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପାଳକ ମନ୍ତ୍ରୀମାନେ ଏଥିପାଇଁ ସହିଦମାନଙ୍କ ପତ୍ନୀମାନଙ୍କୁ ବିଶେଷ କାର୍ଡ଼ ବାଣ୍ଟିବେ। ଏହି ସୁବିଧା  ଶିବସେନା ବାଲାସାହେବ ଠାକରେଙ୍କ ସମ୍ମାନ ଯୋଜନାରେ ଦିଆଯାଉଛି। ଏହି ବିଶେଷ କାର୍ଡ଼ରେ ଗୋଟେପଟେ ସହିଦଙ୍କ ଫଟୋ ରହିବ ଓ ଆରପଟେ ତାଙ୍କ ପତ୍ନୀଙ୍କ ଫଟୋ ରହିବ। ଏଥିରେ କ୍ରମାଙ୍କ, ନାମ, […]

bus

bus

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 05:14 PM IST

Sports

Latest News

ମୁମ୍ବାଇ: ଦେଶପାଇଁ ପ୍ରାଣବଳୀ ଦେଇଥିବା ଯବାନମାନଙ୍କର ପତ୍ନୀମାନେ ଆଜିଠାରୁ ରାଜ୍ୟ ପରିବହନ ନିଗମର ସମସ୍ତ ବସ୍‌ରେ ଆଜୀବନ ମାଗଣାରେ ଯାତ୍ରା କରିପାରିବେ। ଆଜି ମହାରାଷ୍ଟ୍ର ଦିବସ ଉପଲକ୍ଷେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପାଳକ ମନ୍ତ୍ରୀମାନେ ଏଥିପାଇଁ ସହିଦମାନଙ୍କ ପତ୍ନୀମାନଙ୍କୁ ବିଶେଷ କାର୍ଡ଼ ବାଣ୍ଟିବେ।

ଏହି ସୁବିଧା  ଶିବସେନା ବାଲାସାହେବ ଠାକରେଙ୍କ ସମ୍ମାନ ଯୋଜନାରେ ଦିଆଯାଉଛି। ଏହି ବିଶେଷ କାର୍ଡ଼ରେ ଗୋଟେପଟେ ସହିଦଙ୍କ ଫଟୋ ରହିବ ଓ ଆରପଟେ ତାଙ୍କ ପତ୍ନୀଙ୍କ ଫଟୋ ରହିବ। ଏଥିରେ କ୍ରମାଙ୍କ, ନାମ, ଠିକଣା ଓ ବ୍ଲଡ ଗ୍ରୁପ୍ ମଧ୍ୟ ଲେଖାଯିବ।

ରାଜ୍ୟରେ ୫୧୭ ଜଣ ସହିଦଙ୍କ ପତ୍ନୀମାନଙ୍କୁ ଆଜି ଏହି କାର୍ଡ ମିଳିବ। ରାଜ୍ୟ ପରିବହନ ନିଗମର ସୂଚନା ଅନୁଯାୟୀ କେତେଜଣ ସହିଦଙ୍କର ପତ୍ନି ଏହି ସେବା ନେବାକୁ ମନା କରିଦେଇଛନ୍ତି। କାରଣ ସେମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଅଛି। ଏହି ସେବା ବର୍ତ୍ତମାନ କେବଳ ସହିଦମାନଙ୍କ ପତ୍ନୀଙ୍କୁ ମିଳିବ। ପରେ ତାଙ୍କ ମାତାପିତାଙ୍କୁ ମଧ୍ୟ ଏହି ସେବା ଯୋଗେଇ ଦିଆଯିବ ବୋଲି ଜଣାପଡ଼ିଛି।।

ସୂଚନା ଯୋଗ୍ୟ, ମହାରାଷ୍ଟ୍ରରେ ମୋଟ ୩୬ଟି ଜିଲ୍ଲା ଥିବା ବେଳେ ପ୍ରତ୍ୟେକ ଜିଲ୍ଲା ଦାୟିତ୍ୱରେ ଜଣେ ଲେଖାଏଁ ମନ୍ତ୍ରୀ ଅଛନ୍ତି। ଏମାନେ ସମସ୍ତେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ। ଏମାନଙ୍କୁ ଗାର୍ଡିଆନ୍ ମିନିଷ୍ଟର ବା ପାଳକ ମନ୍ତ୍ରୀ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story