‘ଲାଞ୍ଚ ଯାଚିଲି, ନେଲେନି ବୋଲି ଗୁଳି କରିଦେଲି’

ନୂଆଦିଲ୍ଲୀ: ଉଚ୍ଛେଦ ବନ୍ଦ କରିବାକୁ କହିଲି। ଏଥିପାଇଁ ଯାହା ମାଗିଥାନ୍ତେ ଦେଇଥାନ୍ତି। ଲାଞ୍ଚ ଦେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଶୈଳବାଳା ରାଜି ହେଲେନି। ଶେଷରେ ବାଧ୍ୟ ହୋଇ ଗୁଳି କରିଦେଲି।  ଏଭଳି ଚାଞ୍ଚଲ୍ୟକର ବୟାନ  ରଖିଛନ୍ତି ବିଜୟ ସିଂହ। ହିମାଚଳ ପ୍ରଦେଶ କୌସଲି ହତ୍ୟା ଘଟଣାରେ ଅଭିଯୁକ୍ତ ବିଜୟ ସିଂହଙ୍କୁ  ଉତ୍ତରପ୍ରଦେଶର ମଥୁରା ନିକଟ ବୃନ୍ଦାବନରୁ ପୋଲିସ୍‌ ଗିରଫ କରିଛି। ଦିଲ୍ଲୀ ଓ ହିମାଚଳ ପ୍ରଦେଶର ପୋଲିସ ମିଳିତ ଭାବେ ଚଢ଼ାଉ କରି ତାଙ୍କୁ ଗିରଫ କରିଛି। […]

firing-2

firing-2

Rakesh Mallick
  • Published: Friday, 04 May 2018
  • Updated: 04 May 2018, 06:01 PM IST

Sports

Latest News

ନୂଆଦିଲ୍ଲୀ: ଉଚ୍ଛେଦ ବନ୍ଦ କରିବାକୁ କହିଲି। ଏଥିପାଇଁ ଯାହା ମାଗିଥାନ୍ତେ ଦେଇଥାନ୍ତି। ଲାଞ୍ଚ ଦେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଶୈଳବାଳା ରାଜି ହେଲେନି। ଶେଷରେ ବାଧ୍ୟ ହୋଇ ଗୁଳି କରିଦେଲି।  ଏଭଳି ଚାଞ୍ଚଲ୍ୟକର ବୟାନ  ରଖିଛନ୍ତି ବିଜୟ ସିଂହ।

ହିମାଚଳ ପ୍ରଦେଶ କୌସଲି ହତ୍ୟା ଘଟଣାରେ ଅଭିଯୁକ୍ତ ବିଜୟ ସିଂହଙ୍କୁ  ଉତ୍ତରପ୍ରଦେଶର ମଥୁରା ନିକଟ ବୃନ୍ଦାବନରୁ ପୋଲିସ୍‌ ଗିରଫ କରିଛି। ଦିଲ୍ଲୀ ଓ ହିମାଚଳ ପ୍ରଦେଶର ପୋଲିସ ମିଳିତ ଭାବେ ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ଚିହ୍ନା ନ ପଡ଼ିବା ପାଇଁ ବିଜୟ ନିଶ ଦାଢ଼ି ମଧ୍ୟ କାଟି ଦେଇଥିଲେ। ସେ ନେପାଳ ପଳାଇ ଯିବାକୁ ମଧ୍ୟ ଯୋଜନା କରିଥିଲେ। ଏହି ସମୟରେ ସୁରାଗ ପାଇ ତାଙ୍କ ଗିରଫ କରିଛି ପୋଲିସ।

ଗତ ମଙ୍ଗଳବାର ବେଆଇନ ହୋଟେଲ ଉଚ୍ଛେଦ ବେଳେ ଆସିଷ୍ଟାଣ୍ଟ ଟାଉନ ପ୍ଲାନର ଶୈଳବାଳାଙ୍କୁ ଗୁଳି କରି ହତ୍ୟା କରିଥିଲା ବିଜୟ। ଏହାପରଠାରୁ ସେ ଫେରାର ଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos