ବିକ୍ଷୋଭକାରୀଙ୍କ ପଥରମାଡ଼ରେ ପର୍ଯ୍ୟଟକ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବିକ୍ଷୋଭକାରୀମାନେ ପଥର ମାଡ଼ କରିଛନ୍ତି। ଏଥିରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ତେବେ ଅନ୍ୟ ଦୁଇ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ମୃତ ପର୍ଯ୍ୟଟକ ହେଲେ ଚେନ୍ନାଇର ଆର. ଥିରୁମଣି। ସୂଚନା ଅନୁସାରେ ଆର. ଥିରୁମଣି ଗୁଲମର୍ଗ ଯାଉଥିଲେ। ଏହି ସମୟରେ କିଛି ବିକ୍ଷୋଭକାରୀ ପଥର ମାଡ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ପଥର ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

STONE

STONE

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 01:55 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବିକ୍ଷୋଭକାରୀମାନେ ପଥର ମାଡ଼ କରିଛନ୍ତି। ଏଥିରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ତେବେ ଅନ୍ୟ ଦୁଇ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ମୃତ ପର୍ଯ୍ୟଟକ ହେଲେ ଚେନ୍ନାଇର ଆର. ଥିରୁମଣି।

ସୂଚନା ଅନୁସାରେ ଆର. ଥିରୁମଣି ଗୁଲମର୍ଗ ଯାଉଥିଲେ। ଏହି ସମୟରେ କିଛି ବିକ୍ଷୋଭକାରୀ ପଥର ମାଡ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ପଥର ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos