ଲଞ୍ଚ ହେଲା OnePlus 6: ଦାମ୍‌ ଯେମିତି, ଫିଚର ସେମିତି

ନୂଆଦିଲ୍ଲୀ: ଲଞ୍ଚ ହୋଇଛି OnePlus 6 ସ୍ମାର୍ଟଫୋନ୍‌। କମ୍ପାନୀ ଏହାର ମୁକାବଲା iPhone X ଏବଂ Samsung Galaxy S9 Plus ସ୍ମାର୍ଟଫୋନ୍‌ ସହ କରିବାକୁ ଯାଉଛି। ଆମାଜନରେ ଫୋନ୍‌ର ବକ୍ରି ମେ ୨୧ରୁ ଆରମ୍ଭ ହେବ। OnePlus 6, 6GB/64GBର ମୂଲ୍ୟ ୩୫,୮୦୦ ରହିଛି।  ତେବେ OnePlus 6, 8GB/ 128GBର ଦାମ୍ ୩୯,୨୦୦ ଟଙ୍କା ଏବଂ OnePlus 6, 8GB/256GBର ଦାମ୍‌ ୪୨,୬୦୦ଟଙ୍କା ରହିଛି। ଫୋନ୍‌ରେ ୬.୨୮ ଇଞ୍ଚର HD ଡିସପ୍ଲେ ରହିଛି। ଏଥିରେ […]

oneplus

oneplus

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 09:57 AM IST

Sports

Latest News

ନୂଆଦିଲ୍ଲୀ: ଲଞ୍ଚ ହୋଇଛି OnePlus 6 ସ୍ମାର୍ଟଫୋନ୍‌। କମ୍ପାନୀ ଏହାର ମୁକାବଲା iPhone X ଏବଂ Samsung Galaxy S9 Plus ସ୍ମାର୍ଟଫୋନ୍‌ ସହ କରିବାକୁ ଯାଉଛି। ଆମାଜନରେ ଫୋନ୍‌ର ବକ୍ରି ମେ ୨୧ରୁ ଆରମ୍ଭ ହେବ। OnePlus 6, 6GB/64GBର ମୂଲ୍ୟ ୩୫,୮୦୦ ରହିଛି।  ତେବେ OnePlus 6, 8GB/ 128GBର ଦାମ୍ ୩୯,୨୦୦ ଟଙ୍କା ଏବଂ OnePlus 6, 8GB/256GBର ଦାମ୍‌ ୪୨,୬୦୦ଟଙ୍କା ରହିଛି।

oneplus-5t-redଫୋନ୍‌ରେ ୬.୨୮ ଇଞ୍ଚର HD ଡିସପ୍ଲେ ରହିଛି। ଏଥିରେ 6GB/64GBରାମ୍‌ ରହିଛି। ଏଥିସହ 8GB/ 128GB ଏବଂ 8GB/256GB ରାମ୍‌ର ବିକଳ୍ପ  ମଧ୍ୟ ରହିଛି। ବ୍ୟାକ୍‌ କ୍ୟାମେରା ୨୦ ମେଗାପିକ୍ସେଲ୍ ଏବଂ ଫ୍ରଣ୍ଟ କ୍ୟାମେରା ୧୬ ମେଗାପିକ୍ସେଲ ରହିଛି। ଡୁଆଲ୍‌ LED ଫ୍ଲାସ ଓ 4G VoLTE, wi-fiର ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story