'ଅପରେସନ୍‌ ଲୋଟସ୍‌' ନିଷ୍ଫଳ! କର୍ଣ୍ଣାଟକା ଫେରିଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରଙ୍କୁ ଭୁଶୁଡ଼ାଇ କ୍ଷମତା ଦଖଲ କରିବାକୁ ବିଜେପି ଆରମ୍ଭ କରିଥିବା ଅପରେସନ୍‌ ଲୋଟସ୍‌ ନିଷ୍ଫଳ ହୋଇଥିବା ଜଣାପଡ଼ିଛି। ଦୀର୍ଘ ଦିନର ହଟଚମଟ ପରେ ବିହ୍ରୋହୀ କଂଗ୍ରେସ ବିଧାୟକମାନେ ବେଙ୍ଗାଲୁରୁ ଫେରିଛନ୍ତି। ସେହିପରି ସରକାର ଗଠନ ପାଇଁ ଗୁରୁଗ୍ରାମର ଏକ ପଞ୍ଚ ତାରକା ହୋଟେଲ୍‌ରେ ଡେରା ପକାଇଥିବା ୧୦୦ରୁ ଅଧିକ ବିଜେପି ବିଧାୟକ ମଧ୍ୟ ବେଙ୍ଗାଲୁରୁ ଫେରିଛନ୍ତି। ବିଜେପିର ବିଧାୟକମାନେ ଏପରି ବେଙ୍ଗାଲୁରୁକୁ ଫେରିବା ପରେ କଂଗ୍ରେସ ବେଶ ଶାଣିତ […]

f

f

Hemant Lenka
  • Published: Thursday, 17 January 2019
  • Updated: 17 January 2019, 06:14 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରଙ୍କୁ ଭୁଶୁଡ଼ାଇ କ୍ଷମତା ଦଖଲ କରିବାକୁ ବିଜେପି ଆରମ୍ଭ କରିଥିବା ଅପରେସନ୍‌ ଲୋଟସ୍‌ ନିଷ୍ଫଳ ହୋଇଥିବା ଜଣାପଡ଼ିଛି। ଦୀର୍ଘ ଦିନର ହଟଚମଟ ପରେ ବିହ୍ରୋହୀ କଂଗ୍ରେସ ବିଧାୟକମାନେ ବେଙ୍ଗାଲୁରୁ ଫେରିଛନ୍ତି। ସେହିପରି ସରକାର ଗଠନ ପାଇଁ ଗୁରୁଗ୍ରାମର ଏକ ପଞ୍ଚ ତାରକା ହୋଟେଲ୍‌ରେ ଡେରା ପକାଇଥିବା ୧୦୦ରୁ ଅଧିକ ବିଜେପି ବିଧାୟକ ମଧ୍ୟ ବେଙ୍ଗାଲୁରୁ ଫେରିଛନ୍ତି।

ବିଜେପିର ବିଧାୟକମାନେ ଏପରି ବେଙ୍ଗାଲୁରୁକୁ ଫେରିବା ପରେ କଂଗ୍ରେସ ବେଶ ଶାଣିତ ଢଙ୍ଗରେ ସେମାନଙ୍କୁ କଟାକ୍ଷ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, “ବିଜେପି ବିଧାୟକମାନେ ଛୁଟି କଟାଇ ଫେରିଲେ। ଏବେ ସେମାନେ ତାଙ୍କର ଦାୟିତ୍ୱ ନିର୍ବାହ କରନ୍ତୁ। ବିଜେପି ଯେଉଁ ଅପରେସନ୍‌ ଲୋଟସ୍‌ ପାଇଁ ଚକ୍ରାନ୍ତ କରୁଥିଲା। ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି।”

କଂଗ୍ରେସ ଏଭଳି ଦମ୍ଭୋକ୍ତି କରିଥିଲେ ହେଁ ଏଯାଏ ଦଳ ଉପରୁ ସଂପୂର୍ଣ୍ଣ ଭାବେ ବିପଦ ଟଳି ନାହିଁ। ଏଥିପାଇଁ କଂଗ୍ରେସ ତରଫରୁ ଆସନ୍ତା ୧୯ରେ ବିଧାୟକ ଦଳ ବୈଠକ ଡକାଯାଇଛି। ଏଥିରେ କେଉଁମାନେ ଯୋଗ ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପୂର୍ବରୁ କୁହାଯାଉଥିଲା ଯେ କଂଗ୍ରେସର ୪ରୁ ୫ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ରହିଛନ୍ତି। ଏମାନଙ୍କୁ ଦଳରୁ ଇସ୍ତଫା ଦେବାକୁ କହି କର୍ଣ୍ଣାଟକାରେ ପୁଣି ଅପରେସନ୍‌ ଲୋଟସ୍‌ ଜରିଆରେ କ୍ଷମତା ଦଖଲ କରିବାକୁ ଚାହୁଁଛି। କିନ୍ତୁ ଏହି ବିଧାୟକମାନେ ବେଙ୍ଗାଲୁରୁକୁ ଫେରିବା ପରେ ସବୁ ଆଶା ଆଶଙ୍କାରେ ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ସେହିପରି ସମସ୍ତ ବିଜେପି ବିଧାୟକ ରାଜ୍ୟକୁ ଫେରିବା ପରେ ସରକାର ଭାଙ୍ଗିବ ନାହିଁକି କି ବିଜେପି ସରକାର ଗଠନ କରିପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେବେ ରାଜନୀତିରେ ସବୁକିଛି ସମ୍ଭବ ହୋଇଥିବା ଦୃଷ୍ଟିରୁ ଏ ସ୍ଥିତି ଯେ କେତେବେଳେ ଓଲଟିଯିବ ତାହା କହିବା ମୁସ୍କିଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story