କଶ୍ମୀର ପାଇଁ ଏକାଠି ହେଲେ ବିରୋଧୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ଏକାଠି ହୋଇଛନ୍ତି ପ୍ରାୟ ଅଧିକାଂଶ ବିରୋଧୀ ଦଳ। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏକାଧିକ ରାଜନେତାଙ୍କୁ କେନ୍ଦ୍ର ସରକାର ଗୃହବନ୍ଦୀ କରି ରଖିଛନ୍ତି। ଏହାର ପ୍ରତିବାଦରେ ଆଜି କଂଗ୍ରେସ ନେତୃତ୍ୱରେ ଏକାଧିକ ବିରୋଧୀଦଳର ନେତାମାନେ ଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ସମାଜବାଦୀର ନେତାମାନେ ଯୋଗଦେଇ କେନ୍ଦ୍ର ବିରୋଧରେ ବର୍ଷିଥିଲେ। କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମଧ୍ୟ […]

ews

ews

Hemant Lenka
  • Published: Thursday, 22 August 2019
  • Updated: 22 August 2019, 08:45 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ଏକାଠି ହୋଇଛନ୍ତି ପ୍ରାୟ ଅଧିକାଂଶ ବିରୋଧୀ ଦଳ। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏକାଧିକ ରାଜନେତାଙ୍କୁ କେନ୍ଦ୍ର ସରକାର ଗୃହବନ୍ଦୀ କରି ରଖିଛନ୍ତି।

ଏହାର ପ୍ରତିବାଦରେ ଆଜି କଂଗ୍ରେସ ନେତୃତ୍ୱରେ ଏକାଧିକ ବିରୋଧୀଦଳର ନେତାମାନେ ଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ସମାଜବାଦୀର ନେତାମାନେ ଯୋଗଦେଇ କେନ୍ଦ୍ର ବିରୋଧରେ ବର୍ଷିଥିଲେ।

କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମଧ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ଏହି ବିକ୍ଷୋଭରେ କଂଗ୍ରେସ ନେତା ଗୁଲାମନବୀ ଆଜାମ, ମନୀଷ ତିୱାରୀ, ସିପିଆଇଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇର ସାଧାରଣ ସମ୍ପାଦକ ଡି ରାଜା, ସପା ନେତା ରାମ ଗୋପାଲ ଯାଦବ, ଏଲଜେଡିର ଶରଦ ଯାଦବ, ଆରଜେଡିର ମନୋଜ ଝା ଓ ଡିଏମସିର ଦୀନେଶ ତ୍ରିବେଦୀ ପ୍ରମୁଖ ଯୋଗଦେଇଥିଲେ।

ସମସ୍ତେ ଏକା ସ୍ୱରରେ ଜମ୍ମୁ-କଶ୍ମୀରରେ ସ୍ୱାଭାବିକ ସ୍ଥିତି ଫେରି ଆସିବା ଦରକାର ବୋଲି ନାରା ଦେଇଥିଲେ। ଏଥିସହ ଗୃହବନ୍ଦୀ ଥିବା ରାଜନେତାଙ୍କ ମୁକ୍ତି ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ସଂଯୋଗ କରିବାକୁ ମଧ୍ୟ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story