ମହାମେଣ୍ଟରେ ଫାଟ, ଟିଏମସିରେ ମିଶିଲେ କଂଗ୍ରେସ ସାଂସଦ

କୋଲକାତା: ବିଜେପି ବିରୋଧରେ ଅଣ୍ଟା ଭିଡ଼ିଥିବା ବିରୋଧୀଙ୍କ ମହାମେଣ୍ଟରେ ପୁଣି ଫାଟ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)କୁ ଆଜି କଂଗ୍ରେସ ନେତା ଗୌରବ ଗୋଗୋଇ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ସାଂସଦ ମୌସମ ନୁର ଦଳ ଛାଡ଼ି ଟିଏମ୍‌ସିରେ ଯୋଗ ଦେବାରୁ ଶ୍ରୀ ଗୋଗୋଇ ଏଭଳି ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେ କହିଛନ୍ତି, “ନୁର ଦଳ ଛାଡ଼ିବା ଦୁର୍ଭାଗ୍ୟଜନକ। ଟିଏମସି ଏପଟେ କଂଗ୍ରେସକୁ ଭାଙ୍ଗିବାକୁ ଚେଷ୍ଟା କରି ସେପଟେ ବିରୋଧୀ ମେଣ୍ଟ କରିବାକୁ ଚାହୁଁଛି। ଟିଏମସିର […]

f

f

Hemant Lenka
  • Published: Tuesday, 29 January 2019
  • Updated: 29 January 2019, 08:14 PM IST

Sports

Latest News

କୋଲକାତା: ବିଜେପି ବିରୋଧରେ ଅଣ୍ଟା ଭିଡ଼ିଥିବା ବିରୋଧୀଙ୍କ ମହାମେଣ୍ଟରେ ପୁଣି ଫାଟ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)କୁ ଆଜି କଂଗ୍ରେସ ନେତା ଗୌରବ ଗୋଗୋଇ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ସାଂସଦ ମୌସମ ନୁର ଦଳ ଛାଡ଼ି ଟିଏମ୍‌ସିରେ ଯୋଗ ଦେବାରୁ ଶ୍ରୀ ଗୋଗୋଇ ଏଭଳି ପ୍ରତିକ୍ରିୟାଶୀଳ ହୋଇଛନ୍ତି।

ସେ କହିଛନ୍ତି, “ନୁର ଦଳ ଛାଡ଼ିବା ଦୁର୍ଭାଗ୍ୟଜନକ। ଟିଏମସି ଏପଟେ କଂଗ୍ରେସକୁ ଭାଙ୍ଗିବାକୁ ଚେଷ୍ଟା କରି ସେପଟେ ବିରୋଧୀ ମେଣ୍ଟ କରିବାକୁ ଚାହୁଁଛି। ଟିଏମସିର ଏଭଳି କାର୍ଯ୍ୟକଳାପ ବିଜେପିକୁ ସହାୟତା କରୁଛି। ଏଭଳି ଘଟଣା ପରେ ଟିଏମସି ଓ କଂଗ୍ରେସ ଏକାଠି ହେବାର ଆଶା ବହୁତ କମ୍‌।”

ମାଲଦା(ଉତ୍ତର)ର ୩୯ ବର୍ଷୀୟ ସାଂସଦ ନୁର୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗଦେଇଛନ୍ତି। ସେ ଟିଏମସିରେ ଯୋଗ ଦେଉ ଦେଉ ତାଙ୍କୁ ଦଳର ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ଏହି ଘଟଣା ପରେ କଂଗ୍ରେସ ଓ ଟିଏମସି ମଧ୍ୟରେ ଟକରାଟକରି ଆରମ୍ଭ ହୋଇଯାଇଛି।

ନିକଟରେ ବିଜେପି ବିରୋଧରେ ଶକ୍ତିପ୍ରଦର୍ଶନ କରିବାକୁ ମମତା ବାନାର୍ଜୀ ସବୁ ବିରୋଧୀ ଦଳକୁ ଏକାଠି କରିଥିଲେ। ଏଥିରେ ରାହୁଲ ଗାନ୍ଧି ଯୋଗ ଦେଇ ନଥିଲେ ହେଁ ନିଜର ପ୍ରତିନିଧି ଭାବେ ମଲ୍ଲିକାର୍ଜୁନ ଖାଡ଼ଗେ ଓ ଅଭିଷେକ ମନୁ ସିଙ୍ଘଭୀଙ୍କୁ ପଠାଇଥିଲେ। ଏଥିସହ ସେ ମମତାଙ୍କ ସମେବଶକୁ ମଧ୍ୟ ସମର୍ଥନ କରିଥିଲେ। ଏବେ ଏଭଳି ଦଳ ବଦଳ ପୁଣିଥରେ ବିରୋଧୀଙ୍କ ଏକତାର ଦମ୍ଭକୁ ନେଇ ପ୍ରଶ୍ନ ଉଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story