ଚୀନକୁ ରପ୍ତାନୀ ଯୋଗୁଁ ଦେଶରେ ଲୁହା ପଥରର ଅଭାବ, ଷ୍ଟିଲ ଶିଳ୍ପ ପ୍ରଭାବିତ

ମୁମ୍ବାଇ: ଭାରତୀୟ ଷ୍ଟିଲ ଶିଳ୍ପ ଏବେ ସାଂଘାତିକ ଅଭାବରେ ପଡ଼ିଛି। କମ୍ପାନୀଗୁଡ଼ିକ ଠିକ୍‌ ପରିମାଣର ଲୁହା ପଥର ପାଉ ନଥିବାରୁ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଘରୋଇ କ୍ଷେତ୍ରରେ ଥିବା ଲିଜ୍‌ ମାଲିକାନା ପରିବର୍ତ୍ତନ ଓ ରପ୍ତାନୀ ବୃଦ୍ଧି ହିଁ ଲୁହା ପଥର ଅଭାବର ପ୍ରମୁଖ କାରଣ ହୋଇଛି। ବିଶେଷ କରି ଭାରତରୁ ପଡ଼ୋଶୀ ଚାଇନାକୁ ଅଧିକ ପରିମାଣର ଲୁହା ପଥର ଯାଉଥିବାରୁ ଦେଶରେ ଥିବା ଷ୍ଟିଲ କମ୍ପାନୀଗୁଡ଼ିକ ସଙ୍କଟରେ ପଡ଼ିଛନ୍ତି। ଏହି ସଙ୍କଟମୟ […]

dd

dd

Hemant Lenka
  • Published: Tuesday, 20 October 2020
  • Updated: 20 October 2020, 06:55 PM IST

Sports

Latest News

ମୁମ୍ବାଇ: ଭାରତୀୟ ଷ୍ଟିଲ ଶିଳ୍ପ ଏବେ ସାଂଘାତିକ ଅଭାବରେ ପଡ଼ିଛି। କମ୍ପାନୀଗୁଡ଼ିକ ଠିକ୍‌ ପରିମାଣର ଲୁହା ପଥର ପାଉ ନଥିବାରୁ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଘରୋଇ କ୍ଷେତ୍ରରେ ଥିବା ଲିଜ୍‌ ମାଲିକାନା ପରିବର୍ତ୍ତନ ଓ ରପ୍ତାନୀ ବୃଦ୍ଧି ହିଁ ଲୁହା ପଥର ଅଭାବର ପ୍ରମୁଖ କାରଣ ହୋଇଛି। ବିଶେଷ କରି ଭାରତରୁ ପଡ଼ୋଶୀ ଚାଇନାକୁ ଅଧିକ ପରିମାଣର ଲୁହା ପଥର ଯାଉଥିବାରୁ ଦେଶରେ ଥିବା ଷ୍ଟିଲ କମ୍ପାନୀଗୁଡ଼ିକ ସଙ୍କଟରେ ପଡ଼ିଛନ୍ତି।

ଏହି ସଙ୍କଟମୟ ସ୍ଥିତି ଉପରେ କର୍ମସ ମନ୍ତ୍ରଣାଳୟ ଓ ପିଏମଓ ହସ୍ତକ୍ଷେପ କରନ୍ତୁ ବୋଲି ବିଭିନ୍ନ ଶିଳ୍ପ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସେହିପରି ଇଣ୍ଡିଆନ ଷ୍ଟିଲ ଆସୋସିଏସନ ମଧ୍ୟ ଏହାକୁ ସମର୍ଥନ କରିଛି। ଇଣ୍ଡିଆନ ଷ୍ଟିଲ ଆସୋସିଏସନର ସାଧରଣ ସମ୍ପାଦକ ଭାସ୍କର ଚାଟାର୍ଜୀ କହିଛନ୍ତି, ଲୁହା ପଥର ଅଭାବରୁ ଦେଶରେ ଥିବା ଷ୍ଟିଲ ନିର୍ମାଣ କମ୍ପାନୀଗୁଡ଼ିକ ଏକ ସଙ୍କଟମୟ ସ୍ଥିତିର ସମ୍ମୁଖୀନ ହେଉଛନ୍ତି।

ଦେଶର ଯେଉଁ ସବୁ ରାଜ୍ୟଗୁଡ଼ିକରେ ଲୁହା ପଥର ଉତ୍ପାଦନ ଅଧିକ ପରିମାଣର ହେଉଥିଲା, ସେଠାରେ ଏହା ଆଶାତୀତ ଭାବେ ହ୍ରାସ ପାଇଛି। ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମାସରେ ଗତବର୍ଷ ତୁଳନାରେ ୫୦% କମ୍‌ ଲୁହା ପଥର ଉତ୍ପାଦନ ହୋଇଛି। ଗୋଟିଏ ପଟେ ଉତ୍ପାଦନ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ରପ୍ତାନୀ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଷ୍ଟିଲ କମ୍ପାନୀଗୁଡ଼ିକ ଲୁହା ପଥର ଅଭାବର ସମ୍ମୁଖୀନ ହେଉଛନ୍ତି।

ଏହି ସମସ୍ୟାର ସମାଧାନ ପାଇଁ ସରକାର ରପ୍ତାନୀ ଉପରେ ରୋକ ଲଗାନ୍ତୁ। ଏହା ଦ୍ୱାରା ସେକେଣ୍ଡାରୀ ଷ୍ଟିଲ ପ୍ରଡ୍ୟୁସର୍ସଙ୍କ ଭବିଷ୍ୟତକୁ ସୁରକ୍ଷିତ ରହିପାରିବ ବୋଲି ଇଣ୍ଡିଆନ ଷ୍ଟିଲ ଆସୋସିଏସନ ପକ୍ଷରୁ କର୍ମସ ମନ୍ତ୍ରଣାଳୟ ଓ ପିଏମଓକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି।

ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ୫୦% କମ ଲୁହା ପଥର ଉତ୍ପାଦନ ହୋଇଥିବା ବେଳେ ରପ୍ତାନୀ ପରିମାଣ ୬୩% ବୃଦ୍ଧି ପାଇଛି। ଗତ ୨ ମାସ ମଧ୍ୟରେ ଚାଇନାକୁ ଅଧିକ ପରିମାଣର ଲୁହା ପଥର ରପ୍ତାନୀ ହୋଇଛି। ୨୦୨୦ ଆର୍ଥିକ ବର୍ଷରେ ଭାରତର ରପ୍ତାନୀ ପରିମାଣ ବୃଦ୍ଧି ପାଇଛି।

୨୦୧୮-୨୦୧୯ରେ ୧୬.୧୬ ମିଲିୟନ ଟନ୍‌ ଲୁହା ପଥର ରପ୍ତାନୀ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୩୭.୬୯% ମିଲିୟନ ଟନ୍‌ରେ ପହଞ୍ଚି ଯାଇଛି। ଏହାର ଅର୍ଥ ରପ୍ତାନୀର ପରିମାଣ ୧୩୩% ବୃଦ୍ଧି ପାଇଛି।

ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଲୁହା ପଥରର ଉତ୍ପାଦନ ୪୭ ମିଲିୟନ ଟନ୍‌ ରହିଛି। ଯାହା ଗତବର୍ଷ ତୁଳନାରେ ୫୦% କମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story